୧ ଲକ୍ଷ ୨୯ ହଜାର ନକଲି ହନୁମାନ ପଇସା ଜବତ, ୩ ଗିରଫ

ନୂଆପଡ଼ା: ହନୁମାନ ପଇସା ପାଇଁ ୨ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦାଫାସ୍ ହୋଇଛି । ଘଟଣାର ୧୦ ଦିନ ପରେ ଗୁରୁବାର ଦୂଆପଡ଼ା ପୋଲିସ ହତ୍ୟା ଘଟଣାରେ ସାମିଲ୍ ଥିବା ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ, କୋମନା ଥାନା ସିଆଲଟି ଗ୍ରାମର ତୁଲା ଧରୁଆ (୩୨) ନୂଆପଡ଼ା ଥାନା କେରମେଲି ଗୁଡୁ…

ଦୁଇଟି ପ୍ରେଟ୍ରୋଲ ଟ୍ୟାଙ୍କି ବିବାଦ ଘନେଇଲା

ଜଗତସିଂହପୁର: ବାଲିକୁଦାର ଖାତନାମ ସମାଜସେବୀ ତଥା ଆଡ଼ଭୋକେଟ ଡ.ସୁଶାନ୍ତ କୁମାର କାନୁନ୍ଗୋଙ୍କ ଇଜିଲାସରେ ଏକ ଜନସ୍ୱାର୍ଥ ମାମଲ ଓଡ଼ିଶା ହାଇକୋର୍ଟରେ ଦାଏୟ ହୋଇଥିଲା ଏହି ଜନସ୍ୱାର୍ଥ ମାମଲ ସ୍ଥାନୀୟ ସମାଜ ସେବୀ ବିଶ୍ୱନାଥ ଦାସଙ୍କ ନାମରେ ଗତ ୯.୬.୨୦୨୦ ଦିନ ହାଇକୋର୍ଟ କେଶ ନଂ ୧୮/୧୬୯/୨୦୨୦…

୪ କୋଟି ଟଙ୍କାର ବ୍ରାଉନସୁଗର ଜବତ: ଜଣେ ଗିରଫ

କଟକ: କ୍ରାଇମବ୍ରାଂଚ ଏସଟିଏଫ୍ ହାତରେ ଆଫଗାନିସ୍ତାନ୍ ବ୍ରାଉନସୁଗାର ଲିଙ୍କ୍ ଲାଗିଛି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଥିବା ବାଲେଶ୍ୱର ଜିଲ୍ଲା ଜାମଲପୁର ଅଂଚଳରେ ବ୍ରାଉନସୁଗାର ମାଫିଆଙ୍କ ଆଡ୍ଡାରେ ବୁଧବାର ରାତିରେ ଚଢ଼ଉ ହୋଇଥିଲା । ତଦନ୍ତରୁ ଅନ୍ତର୍ଜାତୀୟ ବ୍ରାଉନସୁଗାର କାରବାର ସାମ୍ନାକୁ…

ଆଇଏସ ଅଫିସର ଉଷା ପାଢୀ ବେସମାରିକ ବିମାନଚଳାଚଳ ନିରପତାର ଡିଜି ଭାବେ ନିଯୁକ୍ତି ପାଇଛନ୍ତି

ଭୁବନେଶ୍ୱର- ଓଡିଶା କ୍ୟାଡର ଆଇଏସ ଅଫିସର ଉଷା ପାଢୀ ହେଲେ ବେସମାରିକ ବିମାନଚଳାଚଳ ନିରାପତାର ମହାନିର୍ଦେଶକ । ସେ ହେଉଛି ପ୍ରଥମ ମହିଳା ଓ ତୃତୀୟ ଆଇଏସ ଅଫିସର ଯିଏକି ଏହି ପଦରେ ନିଯୁକ୍ତି ହୋଇଛନ୍ତି । ଉଷା ପାଢୀ ୧୯୯୬ ବ୍ୟାଚର ଆଇଏସ ଅଫିସର ।

ଘୁଚିଂଲା ସଭିର୍ସି ପରୀକ୍ଷା

ଭୁବନେଶ୍ୱର- ରାଜ୍ୟରେ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଘୁଂଚିଲା ସଭିର୍ସି ପରୀକ୍ଷା । ସେପ୍ଟେମମ୍ବର ବଦଳରେ ନଭେମ୍ବରରେ ହେବ ପରୀକ୍ଷା । ସରକାରଙ୍କ ଗାଇଡଲାଇନ ଦେଖି ପରୀକ୍ଷା ତାରିଖ ସ୍ଥିର କରାଯିବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି ।

୨୦୨୧ରେ ଭାରତକୁ ଆସିବ କରୋନା ଟିକା

ନୂଆଦିଲ୍ଲୀ- ୨୦୨୧ରେ ଭାରତକୁ ଆସିବ କରୋନା ଟିକା । ପୂର୍ବରୁ ଆଶା କରାଯାଉଥିଲା ନଭେମ୍ବର ସୁଦ୍ଧା ଭାରତରେ ଟିକା ପଂହଚିବ । କିନ୍ତୁ ୨୦୨୧ ପୂର୍ବରୁ ଭାରତକୁ କୌଣସି ପ୍ରକାରର ପଞ୍ଜୀକୃତ କରୋନା ଟିକା ମିଳିବ ନାହିଁ । ୨୦୨୧ ପ୍ରଥମ ତିନି ମାସ ମଧ୍ୟରେ ଭାରତ ପାଖରେ ନିଶ୍ଚିତ ଭାବେ…

ନିଟ୍ ଓ ଜେଇଇ ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଗଲେ ୬ ଟି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ- ନିଟ୍ ଓ ଜେଇଇ ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଗଲେ ୬ଟି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ । କରୋନା ମହାମାରୀ ସମୟରେ ପରୀକ୍ଷା ସ୍ଥଗିତ ରଖିବାକୁ ପଶ୍ଚିମବଙ୍ଗ, ପଞ୍ଜାବ, ମହାରାଷ୍ଟ୍ର, ଛତିଶଗଡ, ରାଜସ୍ଥାନ ଓ ଝାରଖଣ୍ଡର କ୍ୟାବିନେଟ ମନ୍ତ୍ରୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ…

୩ ଦିନ ପାଇଁ ବରଗଡ ଜିଲ୍ଲାପାଳଙ୍କ ଅଫିସ୍ ବନ୍ଦ

ବରଗଡ- ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୩ ଦିନ ପାଇଁ କାର୍ଯ୍ୟାଳୟକୁ ସଟଡାଉନ ଘୋଷଣା କରାଯାଇଛି । ଅଜିଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସଟଡାଉନ ବଳବତର ରହିବ । ବରଗଡରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୪୫ରେ ପଂହଚିଥିବା…

ବିମାନରେ ଯାତ୍ରା ସମୟରେ ମାସ୍କ ନ ପିନ୍ଧିଲେ ନୋ-ଫ୍ଲାଇ ତାଲିକାଭୁକ୍ତ

ନୂଆଦିଲ୍ଲୀ- ବିମାନରେ ଯାତ୍ରାକରୁଥିବା ସମୟରେ ମାସ୍କ ବ୍ୟବହାର କରିନଥିଲେ ନୋ-ଫ୍ଲାଇ ତାଲିକାଭୁକ୍ତ ହୋଇପାରନ୍ତି । ଏନେଇ ଡାଇରେକ୍ଟୋରେଟ ଜେନେରାଲ ଅଫ୍ ସଭିିଏ ଏଭିଏସନର ମହାନିର୍ଦେଶକ ଅରୁଣ କୁମାର ଘୋଷଣା କରିଛି । ଖାଇବା, ପିଇବା ଏବଂ ଅନ୍ୟକୌଣସି କାରଣ ଲାଗି ଯଦି ମାସ୍କ କାଢନ୍ତି…

ହାଇକୋର୍ଟର ଦ୍ୱାରସ୍ଥ ହେଲେ ଆଦିତ୍ୟଙ୍କ ପତ୍ନୀ

ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ , ବାପାା ଓ ମା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ…