ବିମାନ ଭିତରେ ଯାତ୍ରୀଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ- ସମସ୍ତ ଘରୋଇ ଓ ଅନ୍ତାଜାର୍ତୀୟ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଖାଦ୍ୟ ଯୋଗଇବା ପାଇଁ କେନ୍ଦ୍ରର ଅନୁମତି । ଯାତ୍ରୀଙ୍କୁ ଜଳଖିଆ ଓ ମିଲ ପ୍ୟାକିଂଙ୍ଗ କରି ଦିଆଯିବ । ଯାତ୍ରୀମାନେ ବ୍ୟବହାର କରୁଥିବା ଥାଳି ଥରେ ମାତ୍ର ବ୍ୟବହାର କରାଯିବ ବୋଲି ନିର୍ଦେଶ ରହିଛି ।…

କୋରାପୁଟରେ ପ୍ଲାଜମା ବ୍ୟାଙ୍କର ଶୁଭଉଦାଘଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋରପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ଏହା ଷଷ୍ଠ ପ୍ଳାଜମା ବ୍ୟାଙ୍କ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ଳାଜମା ଦେବା ପାଇଁ ଅନୁରୋଧ କରିଛନ୍ତି । ମନ୍ତ୍ରୀ…

ମୟୂରଭଞ୍ଜରେ ୮୩୯୧ ସର୍ବାଧିକ କରୋନା ସାମ୍ପୁଲ ଟେଷ୍ଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସାମ୍ପୁଲ ଟେଷ୍ଟ ସଂଖ୍ୟା ଦୈନିକ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟାରେ ୫୮,୮୪୦ କରୋନା ଟେଷ୍ଟିଂଙ୍ଗ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଆରଟିପିସିଆର ଟେଷ୍ଟିଂଙ୍ଗ ୮୬୮୦, ରା଼ପିଟ…

ହୀରାକୁଦର ୨୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ

ସମ୍ବଲପୁର- ହୀରାକୁଦର ଆଉ ୪ ଟି ଗେଟ ଖୋଲା ଯାଇଛି । ବର୍ତମାନ ମୋଟ ୨୮ଟି ଗଟେ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଆଗକୁ ଆଉ ୩୬ଟି ଗେଟ ଖୋଲିଯିବାର ସମ୍ଭାବନା ରହିଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ହୀରାକୁଦ ଡ୍ୟାମ ଖୋଲିବା ଦ୍ୱାରା…

ଆସୁଛି ବଡ ବନ୍ୟା

କଟକ- ମହାନଦୀରେ ଆସୁଛି ବଡ ଧରଣା ବନ୍ୟା । ଏନେଇ ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦ ମିମି ବର୍ଷା ରେକର୍ଡ କରାଯାଇଛି । ଏବେ ହୀରାକୁଦ ଡ୍ୟାମର ମୋଟ ୨୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କିସିତ ହେଉଛି, ଓ ୬ ଲକ୍ଷ ୫୬ ହଜାର…

ୟୁଜି ଓ ପିଜି ପରୀକ୍ଷା ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ- ୟୁଜି ଓ ପିଜି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ପୂର୍ଣ୍ଣ ରାୟ । ୟୁଜି ଓ ପିଜି ପରୀକ୍ଷା ହେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉତିର୍ଣ୍ଣ କରିହେବନି । ମହାମାରୀ କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ତାରିଖ…

ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର- ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ । ଆରଏମଆସିର ଟେକ୍ନିକାଲ ଓ ବିଏମସିର ପ୍ରଶାସନିକ ଅଧିକାରୀ ମିଳିତ ସର୍ଭେ କରିବେ । ୨୫ ଟି ୱର୍ଡରେ ୫ ଟମ୍ ଏହି ସର୍ଭେ କରିବେ । ୨ ଟି ଗ୍ରୁପ କୁମ୍ୟନିଟି ଓ ହାଇ ରିସ୍କ ବ୍ୟକ୍ତିଙ୍କର ସେରୋ ସର୍ଭେ…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୫୬କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୮ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧାରୁ ୨, ରାୟଗଡା, ବଲାଙ୍ଗିର, ବରଗଡ ଓ ଭଦ୍ରକରୁ ଜଣେ ଲେଖାଏଁ ରହିଛନ୍ତି ।…

ଚିହ୍ନଟ ହେଲେ ୩୬୮୨ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଆଜି ୩୬୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର କରୋନା ହଟସ୍ପଟ ସାଜିଥିବା ଗଞ୍ଜମ ଜିଲ୍ଲାକୁ ପଛେରେ ଆଗରେ ରହିଛି ଖୋର୍ଦ୍ଧା । ପ୍ରତ୍ୟେକ ଦିନ ଖୋର୍ଦ୍ଧାରେ ରେକର୍ଡ ସଂଖ୍ୟାଙ୍କ ଆକ୍ରାନ୍ତ ଚିହ୍ନଟ…

ରାଜ୍ୟରେ ବନ୍ୟା ସ୍ଥିତି

ଭୁବନେଶ୍ୱର- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିିଭନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । କେଉଁଠି ପୋଲ ଉପରେ ପାଣି ଚାଲୁଛି ତ ଆଉ କେଉଁଠି ରାସ୍ତା ଉପରେ । ଆଉ କେଉଁଠି ପୋଲ ଧସୋଇ ନେଇଛି । ଯାଫଳରେ ଯୋଗାଯୋଗ ବିଛନ୍ନ ହୋଇଛି । ଅନେକ ଅଂଚଳ ଜଳବନ୍ଦୀ ରହିଛି ।…