ଜେଇଇ ମେନ ଓ ନିଟ ପରୀକ୍ଷା ଅନୁଷ୍ଠିତ ସହରରେ ଲକଡାଉନ ସଟଡାଉନ ମନା
ଭୁବନେଶ୍ୱର- ରାଜ୍ୟର ଯେଉଁ ସହରରେ ଜେଇଇ ମେନ ଓ ନିଟ ପରୀକ୍ଷା କେନ୍ଦ୍ର ହେବ ସେହି ଯାଗାରେ ଲକଡାଉନ ସଟଡାଉନ କଟକଣା ଲାଗୁ କରାଯିବନି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ରାଜ୍ୟର ୭ଟି ସହରରେ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଯଉଁ ସହାରରେ!-->…