ଗୃହମନ୍ତ୍ରୀ ଅମିତ ଶାହ ସୁସ୍ଥ

ନୂଆଦିଲ୍ଲୀ- ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଖୁବ୍ ଶୀଘ୍ର ଡିସଚାର୍ଜ ହୋଇ ଘରକୁ ଫେରିବେ ବୋଲି ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ମିଳିଛି । ଶାହା କରୋନାରୁ ସୁସ୍ଥ ହୋବା ପରେ ଶରୀରରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ଅଗଷ୍ଟ ୧୮ ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତି…

ଯାଜପୁରରେ ବନ୍ୟା ବିଭୀଷିକା

ଯାଜପୁର- ଯାଜପୁରରେ ବନ୍ୟା ଜଳ ପଶି ସ୍ଥିତି ବେହାଲ ହୋଇପଡିଛି । ଜିଲ୍ଲାରେ ୨୬ଟି ଘାଇ ହୋଇ ୧୨୪ ଗ୍ରାମ ପଂଚାୟତର ପ୍ରାୟ ୪ ଲକ୍ଷ ୫୦ ହଜାର ଲୋକ ପ୍ରଭାବିତ ହୋଇଛନତି । ୨୮୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ୧୨ ଟି ଦମକଳ ବାହିନୀ, ୪ଟି ଓଡ୍ରାଫ ଓ ୨ଟି ଏନଡିଆରଏଫ ଟିମ ଉଦ୍ଧାର କରିବା…

ଜାତୀୟ କ୍ରୀଡା ଦିବସ ଅବସରରେ ମେଜର ଧ୍ୟାନ ଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ- ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କ ୧୧୫ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ହକି କିମ୍ବଦନ୍ତୀ ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀକୁ ଦେଶରେ ଜାତୀୟ କ୍ରୀଡା ଦିବସ ଭାବେ ପାଳନ…

ବନ୍ୟାରେ ପ୍ରଭାବିତ ୧୦ ଜିଲ୍ଲାର ୫୪ ବ୍ଳକ

ଭୁବନେଶ୍ୱର- ରାଜ୍ୟରେ ଲାଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଦେଖିଦେଇଛି । ବିଶେଷ କରି ମହାନଦୀର ଜଳସ୍ତର ଚିନ୍ତାର କାରଣ ପାଲଟିଛି । ରାଜ୍ୟର ୧୦ଟି ଜିଲ୍ଲାର ୫୪ଟି ବ୍ଳକ ୧୨୭୬ଟି ଗ୍ରାମ ପ୍ରଭାବିତ ହୋଇଛି । ଏହି ୧୦ଟି ଜିଲ୍ଲା ଗୁଡିକ ହେଲା କଟକ, ଜଚତସିଂହପୁର,…

ଡିଆରଡିଓ ଗେଷ୍ଟ ହାଉସରେ ପଂହଚିଲେ ରିୟା

ମୁମ୍ବାଇ- ଆଜି ପୁଣି ଥରେ ରିୟା ଚକ୍ରବର୍ତୀକୁ ଜେରା କରିବ ସିବଆଇ । ଏନେଇ ରିୟା ଡିଆରଡିଓ ଗେଷ୍ଟ ହାଉସରେ ପଂହଚି ସାରିଛନ୍ତି । ରିୟାଙ୍କ ସମେତ ସାମୁଲଏଲ ମିରାଣ୍ଡା, ନୀରଜ ଏବଂ ଅନ୍ୟମାନେ ଉପସ୍ଥିତ ଅଛନ୍ତି । ସମସ୍ତଙ୍କ ଉପସ୍ଥିତିରେ ସିବିଆଇ ରିଆଙ୍କୁ ଜେରା କରିବ । ଗତକାଲି ୧୦ ଘଂଟା…

ମୌସୁମୀ ଅଧିବେଶନରେ ସାମିଲ ଥିବା ସମସ୍ତ ସାଂସଦଙ୍କ କରୋନା ଟେଷ୍ଟ

ନୂଆଦିଲ୍ଲୀ- ଅଧିଶେନରେ ସାମିଲ ଥିବା ସମସ୍ତ ସାଂସଦ, ମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ହେବ କରୋନା ଟେଷ୍ଟ । ଅଧିବେଶନ ବସିବାର ୭୨ ଘଂଟା ପୂର୍ବରୁ ଏହି ଟେଷ୍ଟ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏହି ଟେଷ୍ଟ କରାଯିବ । ସାଂସଦଙ୍କ ବ୍ୟତୀତ ସେମାନଙ୍କର ବ୍ୟକ୍ତିଗତ…

ଆଇପିଏଲ ଖେଳିବେନି ସୁରେଶ ରାଇନା

ନୂଆଦିଲ୍ଲୀ- ଆଇପିଏଲ ଖେଳିବେନି କ୍ରିକେଟର ସୁରେଶ ରାଇନା । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ବର୍ଷ ଆଇପିଏଲରେ ନିଜ ଦଳ ପାଇଁ ଖେଳିବେନି ବୋଲି ସୂଚନା ମିଳିଛି । ସେ ଦୁଇବାରୁ ଭାରତକୁ ଫେରି ଆସିଥିବା ଜଣାପଡିଛି । ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସର ଜଣେ ବୋଲରଙ୍କ ସମେତ ୧୨ ଜଣ…

ଭଦ୍ରକ ଉପଜିଲ୍ଲାପାଳ କରୋନା ପଜିଟିଭ

ଭଦ୍ରକ- ଭଦ୍ରକ ଉପଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସ୍ଥାନୀୟ ଜିଲ୍ଲାପାଳ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ଅତିରିକ୍ତ ଉପଜିଳ୍ଲାପାଳ ମନୋରମା ଭୂୟାଁ ଆସନ୍ତା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଉପଜିଲ୍ଲାପାଳ ଭାବେ ରହିବେ ।

ରାଣୀ ଲଷ୍ମୀବାଇ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେସିଂ ଜରିଆରେ ରାଣୀ ଲକ୍ଷ୍ମୀବାଇ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ଶୁଭ ଉଦାଘଟନ କରିଛନ୍ତି । ଏହି ଅବସରରେ ପ୍ରଧାନ ମନ୍ତ୍ରୀ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । କୃଷି ବିଭାଗ, ହଟିକଲଚର ଓ…

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୬୩,୯୭୨କୁ ବୃଦ୍ଧି

ନୂଆଦିଲ୍ଲୀ- ଦେଶରେ ବଢିଚାଳିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୭୬,୪୭୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୬୩,୯୭୨ରେ ପଂହଚିଛି । ଏାମାନଙ୍କ ମଧ୍ୟରୁ ୨୬,୪୮,୯୯୯ ସୁସ୍ଥ ହୋଇଥିବା ବେଳେ ୬୨୫୫୦ ଜଣଙ୍କ…