ଦୈଡାରାଣୀ ଦୂତିଚାନ୍ଦଙ୍କୁ ମିଳିଲା ଅର୍ଜୁନ ପୁରଷ୍କାର
ଭୁବନେଶ୍ୱର- ଜାତୀୟ କ୍ରିଡା ଦିବସ ଅବସରରେ ଦୈଡାରାଣୀ ଦୂତିଚାନ୍ଦଙ୍କୁ ମିଳିଲା ଅର୍ଜୁନ ପୁରଷ୍କାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୂତିଚାନ୍ଦଙ୍କ ସମେତ ୨୪ ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଚଳିତବର୍ଷ କରୋନା ମହାମାରୀ ପାଇଁ ପୁରସ୍କାର ବିତରଣ ଉତ୍ସବ ଅନଲାଇନରେ!-->…