ଦେଶରେ ୩୫ ଲକ୍ଷ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ- ଦେଶରେ ଗୋଟିଏ ଦିନରେ ୭୮,୭୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୫,୪୨, ୭୩୩ରେ ପଂହଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଏଯାବତ୍ ୨୭,୧୩,୯୩୩ ଜଣ ଆରୋଗ୍ୟ…

୨୪ଘଂଟାରେ ୬୦ ହାଜର ଟପିଲା କରୋନା ଟେଷ୍ଟିଂଙ୍ଗ

ଭୁବନେଶ୍ୱର- ଆଜି ଗୋଟିଏ ଦିନରେ ୬୦,୬୪୬ କରେନା ଟେଷ୍ଟିଂଙ୍ଗ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆରଟିପିସିଆର ୭୬୭୩, ର୍ୟାପିଡ ଆଂଟିଜେନ ଟେଷ୍ଟ ୫୨,୮୪୩, ଟ୍ରୁନଟ ଟେଷ୍ଟ ୧୩୦ ରହିଛି । ମୟୂରଭଞ୍ଜରେ ସବାର୍ଧକ ୯୫୪୬ ସାମ୍ପୁଲ…

ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର- ଜାମ୍ମୁକାଶ୍ମୀର ଶ୍ରୀନଗରରେ ଶନିବାର ବଳମ୍ବିତ ରାତିରେ ଉଭୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିିମୟ ହୋଇଥିଲା । ଫଳରେ ୩ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଏଏସଆଇ ସହିଦ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ…

ରାଜ୍ୟରେ ୧୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର- ଆଜି ୧୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୪ ଥିବାବେଳେ ଭୁବନେଶ୍ୱରକଟକ,ଯାଜପୁର,ମାଲକାନଗିରି, ନବରଙ୍ଗପୁର, ପୁରୀ ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ରହିଛନ୍ତି ।…

ରାଜ୍ୟରେ ୧ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ଆଜି ରାଜ୍ୟରେ ୩୦୧୪ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ପାର କରିଛି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୮୬୮ ହୋଇଥିବା ବେଳେ ୧୧୪୬ ଲୋକାଲ କେସ୍ ରହିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୮୪, କଟକ ୩୩୭, ଗଞ୍ଜାମ ୨୧୬,…

ଲାଂଚ ନେଇ ଗଞ୍ଜେଇ ବୋଝେଇ ଗାଡିକୁ ଛାଡିଲେ ପୋଲିସ ବାବୁ

ମାଲକାନାଗିରି- ଲାଂଚ ନେବା ପଡିଲା ମହଙ୍ଗା । ଲାଂଚ ନେଇ ଗଞ୍ଜେଇ ବୋଝେଇ ଗଡିକୁ ଛାଡିବା ଘଟଣାରେ ଜଣେ ଏସଆଇ ଓ ୨ ହୋଗଗାର୍ଡ ଗିରିଫ ହେବା ସହ ଏସଆଇଙ୍କୁ ନିଳମ୍ବନ କରାଯାଇଛି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଳ୍ଲାରେ । ମୁଦୁଲିପଡା ଥାନାର ଏହି ପୋଲିସ କର୍ମଚାରୀ ଖଇରିପୁଟ…

ହୀରାକୁଦରେ ଜଳ ପ୍ରବେଶ କମୁଛି

ଭୁବନେଶ୍ୱର- ଆଜି ଭୋରୁ ହୀରାକୁଦ ଡ୍ୟାମକୁ ଜଳ ପ୍ରବେଶ କମିବା ଆରମ୍ଭ କରିଛି । ଆଗକୁ ଏହା ଆହୁରି କିମିବ ବୋଲି ଏସଆରସି ପକ୍ଷରୁ ସୂଚନା ମିଳିଛି । ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ୪୬ଟି ଗେଟ ଖୋଲା ଯାଇଥିଲା । ଏଥିସହିତ ମୁଣ୍ଡଳିରେ ସର୍ବାଧିକ ୧୦ ଲକ୍ଷ କୁ୍ୟସେକ ଜଳ…

ଅଟ୍ରି ଉଷ୍ମ ପ୍ରସ୍ରବଣରେ ବନ୍ୟାଜଳ

ଖୋର୍ଦ୍ଧା- ମହାନଦୀର ଶାଖା ନଦୀରେ ବନ୍ୟା ଜଳ ଆସିବା ଯୋଗୁଁ ଖୋର୍ଦ୍ଧା ଅଟ୍ରି ଉଷ୍ମ ପ୍ରସ୍ରବଣ କେନ୍ଦ୍ର ଭିତରେ ୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବେଶ କରିଛି । ଏଥିସହ ବାଙ୍କୀ ଓ ତୁଳସୀପୁର ଜଳାର୍ଣ୍ଣବ ହୋଇଛି । ସେହିପରି ଦୟାନଦୀରେ ଆଜି ୩୦ ଫୁଟର ଘାଇ ସୃଷ୍ଟି ହୋଇ କଣାସ ବ୍ଳକର…

ମହାନଦୀରେ ବଡ ବନ୍ୟା!

ଭୁବନେଶ୍ୱର: ଲଗାଣ ବର୍ଷା ପରେ ରାଜ୍ୟର ଉପକୂଳ ଅଞ୍ଚଳରେ ନାହିଁ ନଥିବା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷାଯୋଗୁଁ ହୀରାକୁଦ ଜଳଭଣ୍ଡାରର ୪୬ଟି ଗେଟ୍ ଖୋଲାଯିବା ଯୋଗୁଁ ଉପକୂଳ ଓଡିଶାରେ ବଡ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାରର ଜଳଧାରଣ…

ବର୍ଷାର କମାଲ

ରାଜ୍ୟର ସର୍ବ ବୃହତଃ ରୂପେ ପରିଚିତ ମହାଦନୀ ଶୁଖିଯିବ ବୋଲି ଏକଦା ସମଗ୍ର ଓଡ଼ିଶାବାସୀ ଉଦ୍ବିଗ୍ନ ପ୍ରକାଶ କରିଥିଲା ବେଳେ ୨୦୨୦ ଅଗଷ୍ଟ ୨୯ ତାରିଖର ସ୍ଥିତି ଏହାଠାରୁ ସମ୍ପୁର୍ଣ୍ଣ ଅଲଗା ରହିଛି । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବା ଆଶଙ୍କା କ୍ରମଶଃ ଦୃଢିଭୁତ ହେବାରେ ଲାଗିଛି ।…