ଜେଇଇ ଓ ନିଟ ପରୀକ୍ଷାର୍ଥୀଙ୍କ ପାଇଁ ବିଏମସିର ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର- ଜେଇଇ ଓ ନିଟ ପରୀକ୍ଷାର ସୁପରିଚାଳନ କରିବା ପାଇଁ ଭୁବନେଶ୍ୱର ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପରୀକ୍ଷାର୍ଥୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗଇ ଦେବା ପାଇଁ ବ୍ୟବସ୍ଥା ରହିଛି । ରାଜଧାନୀର ୬ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ପିଲା ୮ଟି ସ୍ଥାନରେ…

ଋଷ ଯୁଦ୍ଧାଭ୍ୟାସରେ ସାମିଲ ହବନି ଭାରତ

ନୂଆଦିଲ୍ଲୀ- ଋଷିଆ ଆୟୋଜନ କରୁଥିବା ସୈନ୍ୟ ଅଭ୍ୟାସରେ ଯୋଗ ଦେବନି ଭାରତ । ଚାଇନା ଓ ପାକିସ୍ତାନ ଏଥିରେ ଭାଗ ନେଉଥିବା ଜାଣି ଭାରତ ଏଭଳି ନିଷ୍ପତି ନେଇଛି । ବୈଦେଶିକ ମନ୍ତ୍ରୀ ଏସ ଜୈଶଙ୍କର ଓ ସେନା ମୁକ୍ୟ ବିପିନି ରାୱତଙ୍କ ଉପସ୍ଥିତିରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି…

ରାଜ୍ୟର ବିିଭନ୍ନ ନଦୀରେ ୩୨ ଘାଇ

ଭୁବନେଶ୍ୱର- ରାଜ୍ୟରେ ବିିଭିନ୍ନ ନଦୀରେ ୩୨ ଟି ଘାଇ ସଷ୍ଟି ହୋଇଛି । ଯାଜପୁରରେ କେବଳ ୨୪ ଟି ଘାଇ ହୋଇଥିବା ବେଳେ ମହାନଦୀ ସିଷ୍ଟମରେ ୨ଟି ଘାଇ ସୃଷ୍ଟି ହୋଇଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି । ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବୈତରଣୀ ଓ…

ବିଶ୍ୱର ସର୍ବବୃହତ ସୁଡଙ୍ଗପଥ ଅଟଳ ଟନଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ସେପେପ୍ଟମ୍ବର ମାସରେ ଉଦଘାଟନ ହେବ ବିଶ୍ୱର ସର୍ବବୃହତ ସୁଡଙ୍ଗପଥ ଅଟଳ ଟନଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟନଲର ଶୁଭ ଉଦଘାଟନ କରିବେ । ହିମାଚଳର ରୋହତଙ୍ଗରେ ହୋଇଥିବା ଏହି ସୁଡଙ୍ଗ ପଥ ୩ ହଜାର ମିଟର ଉଚ୍ଚତାରେ ରହିଛି । ସୁଡଙ୍ଗପଥ କାର୍ଯ୍ୟକାରୀ ହେଲେ ମନାଲି ଓ ଲେହ…

ଅକ୍ଟୋବର ୩୧ରେ ଗୁଜୁରାଟରେ ସିପ୍ଳେନ ସେବା

ଅହମଦାବାଦ- ଅକ୍ଟୋବର ୩୧ରେ ଆରମ୍ଭ ହେବକୁ ଯାଉଛି ଗୁଜୁରାଟ ସିପ୍ଳେନ ସେବା । ଲୈହ ମାନବ ଭାବେ ପରିଚିତ ସର୍ଦ୍ଧାର ବଳ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଅବସରରେ ଏହି ସେବା ଆରମ୍ଭ କରିବ ବୋଲି ଗୁଜୁରାଟ ସରକାର ଘୋଷଣା କରିଛନ୍ତି । ଅହମଦାବାଦ ସାବରମତୀ ରିଭରଫ୍ରଟଂରୁ କେଭିଡିଆର ଷ୍ଟାଚୁ୍ ଅଫ୍…

ଦଳୀୟ ବିଧାୟକଙ୍କୁ ବିଜେଡି ସୁପ୍ରିମୋଙ୍କ ପରାମର୍ଶ

ଭୁବନେଶ୍ୱର- ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ବିଦାୟକଙ୍କୁ ପରାମର୍ଶ ଦେଇ କହିଛନ୍ତି ଆପଣଙ୍କ ଅଂଚଳରେ ଜେଇଇ ଓ ନିଟ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ସହଯୋଗ କରୁନ୍ତୁ । ସେହିପରି ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ତେଣୁ ଏଭଳି ସମୟରେ…

ସେପ୍ଟେମମ୍ବର ୭ରୁ ଦିଲ୍ଲୀରେ ମେଟ୍ରୋ ଟ୍ରେନ ସେବା

ନୂଆଦିଲ୍ଲୀ- ଦିଲ୍ଲୀରେ ସେପ୍ଟେମ୍ବର ୭ ତାରିଖରୁ ମେଟ୍ରୋ ଟ୍ରେନ ସେବା ଆରମ୍ଭ ହେବ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି । ଟ୍ରୋନରେ ଯାତ୍ରା ସମୟରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତା ମୂଳକ କରାଯାଇଛି । ଟ୍ରୋନରେ ଯାତ୍ରା କରିବା ପୂର୍ବରୁ ଥରମାର୍ଲ ସ୍କ୍ରିନଂଙ୍ଗ…

‘ମନକି ବାତ’ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ମନକି ବାତ ଜରିଆରେ ଦେଶାବସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ । ଆଜି ପୁଣି ଥିରେ ଦେଶାବସୀଙ୍କୁ ଆତ୍ମନିର୍ଭର ଶୀଳ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ବିଶେଷ କରି ଖେଳନା ଶିଳ୍ପ ଏବଂ ଦେଶରେ ତିଆରି ହେଉଥିବା ଆପ ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ…

ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ

ଭୁବନେଶ୍ୱର- ମୁଣ୍ଡଳିରେ ପ୍ରବାହିତ ହେଉଛି ୧୦ ଲକ୍ଷ କ୍ୟୁସେକ ଜଳ । ଏହା ଏତିକି ହିଁ ରହିବ ବୋଲି ବନ୍ୟା ମୁକାବିଲା ନେଇ ବସିଥିବା ଜଳ ସଂପଦ ସଚିବଙ୍କ ସମୀକ୍ଷର ବୈଠକ ପରେ ଏଭଳି ସୂଚନା ମିଳିଛି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ଓ…

ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କ ନିରାପତା ରକ୍ଷି କରୋନାରେ ମୃତ୍ୟୁ

ଭୁବନେଶ୍ୱର-ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କ ନିରାପତା ରକ୍ଷି ଆଶିଷ ମହାକୁଲଙ୍କ କରୋନାରେ ମୃତ୍ୟୁ ହୋଇଛି । ଅଗଷ୍ଟ ୨୧ ତାରିଖରେ ତାଙ୍କ ସ୍ୱସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଟେକ ମେଡିକାଲରେ ଭର୍ତି କରାଯାଇଥିଲା । ପ୍ରଥମେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା ଓ ପରେ…