ସ୍ୱାୟତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଆମ ସହର ମୋବାଇଲ ଆପ ଓ ସ୍ୱଛ ସହର ଓଡିଶା ୱେବଆପ ଉଦାଘଟନ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁଇଟି ଆପର ଉନ୍ମେଚିତ କରିଛନ୍ତି । ସ୍ୱାୟତ ଶାସନ ଦିବସ ଅବସରରରେ ଆମ ସହର ମୋବାାଇଲ ଆପ ଓ ସ୍ୱଛ ସହର ଓଡିଶା ୱେବ ଆପର ଶୁଭ ଉଦଘାଟନ କରିଛନ୍ତି । ଏହା ଆପ ୫ଟିର ଅଂଶବିଶଷ । ଏନେଇ ଗୃହ ନଗର ଉନ୍ନୟନ ବିଭାଗ ଏକ ପ୍ରେସ ରିଲିଜ ଜାରି…

ସେପ୍ଟେମମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ବିମାନ ସେବା

ନୂଆଦିଲ୍ଲୀ- ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରଖିବାକୁ ଡିଜିସିଏ ପକ୍ଷରୁ କୁହାଯାଇଛି । ତେବେ ସହମତି ଭିତିରେ ନିର୍ଦ୍ଧିଷ୍ଟ ସ୍ଥାନକୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରା ଯାଇପାରିବ । ଏଥିପାଇଁ ସରକାରୀ ସ୍ତରରେ ଆଲୋଚନା ଚାଲିଛି ।…

ସମ ହସ୍ପିଟାଲରେ କୋଭାକସିନର ଦ୍ୱିତୀୟ ପରୀକ୍ଷଣ

ଭୁବନେଶ୍ୱର- ଖୁବ ଶୀଘ୍ର ସମ ହସ୍ପିଟାଲରେ କୋଭାକସିନର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ହେବାକୁ ଯାଉଛି । ଏବେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ନିମନ୍ତେ ପ୍ରସ୍ତୁତି ଚଲିିଛି ବୋଲି ସମ ହସ୍ପିଟାଲର କମୁନିଟି ମେଡିସିନ ବିଭାଗର…

ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ତଣ୍ଡ

ନୂଆଦିଲ୍ଲୀ- ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଅରବିନ୍ଦ ବାବେଡୋଙ୍କ ନାଁ ରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜରିମାନା କଲେ ସୁପ୍ରିମକୋର୍ଟ । ଯଦି ଆଇନଜୀବୀ ପ୍ରଶାନ୍ତ ଭୂଷଣ ଜରିମାନା ଅର୍ଥ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏହା…

ଦେଶରେ ଦିନକରେ ୭୮, ୫୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଗତ ୨୪ଘଂଟାରେ ୭୮,୫୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮, ୫୧୨ରେ ପଂହଚିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭,୮୧,୯୭୫ ସକ୍ରିୟ ମାମଲା ରହିଥିବା…

ପାନଗଙ୍ଗ ହ୍ରଦ ନିକଟରେ ପୁଣି ମୁହାଁମୁହିଁ ହେଲେ ଭାରତ ଓ ଚୀନ

ନୂଆଦିଲ୍ଲୀ- ଭାରତ ଓ ଚୀନ ବିବାଦ ଥମିବାର ନାଧରୁନି । ଗତ ୨୯ ଓ ୩୦ ତାରିଖ ମଧ୍ୟରାତ୍ରିରେ ଲଦାଖ ନିକଟ ପାନଗଙ୍ଗ ହ୍ରଦ ନିକଟରେ ପୁଣି ଥିରେ ଭାରତ ଓ ଚୀନ ମୁହଁମୁହିଁ ହୋଇଛନ୍ତି । ଭାରତ ସୀମାରେ ଚୀନ ଅନୁପ୍ରବେଶ ପରେ ଭାରତୀୟ ସେନା ଏହାକୁ ବିରୋଧ କରିଥିଲେ ।

୩୦ତମ ସ୍ୱାୟତ ଶାସନ ଦିବସ ପାଳିତ

ଜନସଂଖ୍ୟା ବୃଦ୍ଧି ସହିତ ସହରାଚଂଳ ସଂଖ୍ୟା ଓ ଯାନବାହନ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ସହରାଚଂଳ ପାଇଁ ସ୍ଥାନୀୟ ସ୍ୱାୟତ ଶାସନ ବ୍ୟବସ୍ଥା ଆମ ଦେଶରେ ୧୯୯୨ ମସିହାରେ ଆରମ୍ଭ ହୋଇଥିଲା । ସେହି ଦିନ ଠାରୁ ପ୍ରତିବର୍ଷ ଅଗଷ୍ଟ ୩୧ ତାରିଖକୁ ସ୍ୱାୟତ ଶାସନ ଦିବସ ଭାବେ ପାଳନ କରାଯାଏ ।…

ଦିଲ୍ଲୀ ଏମସରୁ ଡିସଚାର୍ଜ ହେଲେ ଗୃହମନ୍ତ୍ରୀ ଅମିତ ଶାହା

ଦିଲ୍ଲୀ- ଗୃହମନ୍ତ୍ରୀ ଅମିତ ଶାହା ଆଜି ଦିଲ୍ଲୀ ଏମସରୁ ଡିସଚାର୍ଜ ହୋଇଛନ୍ତି । ଏନେଇ ଏମସ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଅଗଷ୍ଟ ୨ ତାରିଖରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତି ହୋଇଥିଲେ । ଅଗଷ୍ଟ ୧୪ ତାରିଖରେ ଶାହାଙ୍କ…

ଦିନକରେ ୫୭,୮୭୭ ସାମ୍ପୁଲ ଟେଷ୍ଟ

ଭୁବନେଶ୍ୱର- ଗତ ୨୪ଘଂଟାରେ ୫୭,୮୭୭ କରୋନା ଟେଷ୍ଟିଂଙ୍ଗ କରାଯାଇଛି । ଆରଟିପିସିଆର ୫୯୯୪, ଆଂଟିଜେନ ଟେଷ୍ଟ ୫୧,୭୦୭ ଓ ଟ୍ରୁନଟ ଟେଷ୍ଟ ୧୭୬ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାଗ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଓଡିଶାରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧,୬୦୭ ଟେଷ୍ଟିଂଙଙ୍ଗ…

ରାଜ୍ୟରେ ୨୬୦୨ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ଘଂଟାରେ ୨୬୦୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୫୬୧ ଓ ୧୦୪୧ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ସୂଚନା ଓ ଲୋକ ସଂପର୍କ ପକ୍ଷରୁ ଏହି ସୂଚନା ମିଳିଛି । ଖୋର୍ଦ୍ଧା ଜିଳ୍ଲାରୁ ସର୍ବାଧିକ ୬୧୬ ,କଟକ ୨୩୬,…