ଓଡିଶା କରୋନା ମୁକାବିଲା କରିବେ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର- କରୋନା ମୁକାବିଲା କରିବା ପାଇଁ ସହ ୪ଟି ରାଜ୍ୟକୁ ଆସିବେ କେନ୍ଦ୍ରୀୟ ଟିମ । କଂଟେନମେଂଟ, ସର୍ଭେଲାନ୍ସ, ଟେଷ୍ଟିଂ ଆଦିରେ କେନ୍ଦ୍ରୀୟ ଟିମ ପ୍ରଶାସନର ସହାୟତା କରିବ । ଓଡିଶା, ଉତରପ୍ରଦେଶ, ଝାରଖଣ୍ଡ ଓ ଛତିଶଗଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର!-->…