ଓଡ଼ିଶାରେ ବନ୍ୟା ବିତ୍ପାତ
ସୋମବାର ଅପରାହ୍ଣ ସୁଦ୍ଧା ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ବନ୍ୟାଜଳ ଉପର ଓ ମଧ୍ୟ ଅବବାହିକାରେ କମିବାରେ ଲାଗିଛି। ଏହା ସତ୍ତ୍ବେ ମହାନଦୀର ତ୍ରିକୋଣ ଭୂମି ଓ ତତ୍ସଂଲଗ୍ନ ନିମ୍ନ ଅବବାହିକାରେ ପାଣି ବଢ଼ୁଛି ଏବଂ କ୍ଷୟକ୍ଷତି ଅଧିକ ହେବା ନିଶ୍ଚିତ। ପ୍ରାୟ ଆଠନଅ ବର୍ଷ ପରେ ରାଜ୍ୟରେ ଏକ ବଡ଼!-->…