ୟୁଜି ଓ ପିଜି ଫାଇନାଲ ପରୀକ୍ଷା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ନୂଆ ଗାଇଡଲାନ

ଭୁବେନଶ୍ୱର- କୋଭିଡ କଟକଣା ଭିତରେ ହେବ ଚଳିତ ବର୍ଷର ୟୁଜି ଓ ପିଜି ଶେଷ ସେମିଷ୍ଟାର ପାରୀକ୍ଷା । ଏଥିପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ୟୁଜି ପରୀକ୍ଷା ଅଫଲାଇନ ଓ ମଲ୍ଟିପଲ ଚଏସ ଦ୍ୱାରା କରାଯିବ । ସେହିପରି ପିଜି ପରୀକ୍ଷା ଅନଲାଇନରେ ହେବ ।…

ଆଜି ବସିବ କ୍ୟାବିନେଟ ବୈଠକ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ୩ଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନଟେ ବୈଠକ । ଅପରାହ୍ନ ୫ଟାରେ ଐତିହ୍ୟ କ୍ୟାବିନେଟ ବୈଠକ । ୫.୧୫ରେ କୃଷି କ୍ୟାବିନେଟ ବୈଠକ ଓ ଅପରାହ୍ନ ୫.୪୫ମିନିଟରେ ସାଧାରଣ କ୍ୟାବିନେଟ ବୈଠକ ବସିବ । ଏହି ବୈଠକରେ କିଛି…

ଶାରଦୀୟ ପୂଜା ଓ କରୋନା

ରାଜ୍ୟରେ କରୋନା ମହାମାରୀର ପ୍ରକୋପ କମିନାହିଁ । ଦେଶର ଯେଉଁ ୪ଟି ରାଜ୍ୟରେ କରୋନା ସଂଖ୍ୟା ବଢ଼ିଚାଲିଛି । ସେଗୁଡ଼ିକ ହେଲା, ଓଡ଼ିଶା ସମେତ ଛତିଶଗଡ଼, ଝାଡଖଣ୍ଡ ଓ ଉତର ପ୍ରଦେଶ ଏହି ୪ ରାଜ୍ୟରେ ହଠାତ୍ କରୋନା ପଜେଟିଭ ବଢ଼ିଚାଲିବା ଯୋଗୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଏହି ସବୁ ରାଜ୍ୟକୁ…

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

ଏରସମା : ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ମହିଳାଙ୍କ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ , ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଉଥିବା ବେଳେ ପୁଲିସ ମହିଳାଙ୍କ ସ୍ୱାମୀକୁ ଗିରଫ କରିଛି । ଏହି ଘଟଣା ଘଟିଛି ଜଗସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗୋଡା ପଂଚାୟତ ଆଂଉରୀବିର…

ଟଙ୍କା ପାଇଁ ଦୌଡିଦୌଡି ନୟାନ୍ତ ନିର୍ମାଣ ଶ୍ରମିକ

ଭୁବନେଶ୍ୱର: କୋଭିଡ-୧୯ ଆଜି ସାରା ବିଶ୍ୱପାଇଁ ଏକ ବଡ ସଙ୍କଟ ଭାବେ ଉଭା ହୋଇଛି । ଏହି ସଙ୍କଟ ଦ୍ୱାରା ଗରୀବ ଲୋକମାନଙ୍କ ଜୀବନ ଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହି ଘଡିସନ୍ଧି ସମୟକୁ ମୁକାବିଲା କରିବାପାଇଁ କେନ୍ଦ୍ର ସରକାରଙ୍କ ଠାରୁ ନେଇ ରାଜ୍ୟ ସରକାର ପର୍ଯ୍ୟନ୍ତ ନାନା ପ୍ରକାର…

‘ଗାନ୍ଧୀ ଓ ସମୟାନୁବର୍ତିତା’ ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ୱର: ଫିନିକ୍ସ ସେବା ସଂଗଠନ ପକ୍ଷରୁ ସ୍ଥାନୀୟ ୟୁନିଟ୍ - ୯ସ୍ଥିତ ବୁଦ୍ଧମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଛି ପୁରସ୍କାର ବିତରଣ ଉତ୍ସବ । ଏଥିରେ ଶ୍ରୀମତୀ ନିବେଦିତା ଭଞ୍ଜ, ଏମ୍.ବି.ସି. ସ୍କୁଲର ଅଧ୍ୟକ୍ଷ ଏବଂ ରୁଚି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଡ. ଏସ୍.କେ. ମହାପାତ୍ର,…

ଯୋଡା ପୌରପାଳିକାରେ ସ୍ୱଚ୍ଛତା

ଯୋଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛଭାରତ ମିଶନ ଯୋଜନାରେ ସାରା ଦେଶ ଜଡି ହୋଇଥିବା ବେଳେ ସେଥିରୁ ବାଦ୍ ପଡିନାହିଁ ଆମ ରାଜ୍ୟ କେନ୍ଦୁଝର ଜିଲ୍ଲାର ଯୋଡା ପୌରପାଳିକା । ଖଣିପାର୍ବତ୍ୟ ଘେରା ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ଯୋଡା ପୌରପାଳିକା ପାଇଁ ସ୍ୱଚ୍ଛତା କାର୍ଯ୍ୟକ୍ରମ…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରମଚନ୍ଦ୍ର ଖୁଂଟିଆଙ୍କ ଶୋକ

ଭୁବନେଶ୍ୱର- ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଅଖିଳ ଭାରତ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଡକ୍ଟର ରାମଚନ୍ଦ୍ର ଖୁଂଟିଆ । ମୁଖାର୍ଜୀ ଏକାଧାରରେ ଥିଲେ ଜଣେ ବଶିଷ୍ଟ ରାଜନେତା, ଜାତୀୟ ସ୍ତରର ରାଜନେତା, କୁଟନିତିଜ୍ଞ, ଅର୍ଥନିତିଜ୍ଞ…

ଜାତୀୟ ଶିକ୍ଷାନୀତି ପାଇଁ କେନ୍ଦ୍ର ଅଧିକ ଅର୍ଥ ଦେଉ : ମନ୍ତ୍ରୀ

ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି ୨୦୨୦ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ତେବେ ଏହାକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ପାଇଁ ଅଧିକ ବ୍ୟୟ ବରାଦ କରିବା ସହିତ ଆବଶ୍ୟକ ଅର୍ଥର ୮୦ ଭାଗ ଯୋଗାଇଦେବା ଆବଶ୍ୟକ । ଏହା କହିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

ସୀମାରେ ଭାରତ ମୁତୟନ କରିବ ପିନାକ ମିସାଇଲ

ନୂଆଦିଲ୍ଲୀ- ଏଣିକି ଶତ୍ରୁକୁ ଉଚିତ ଶିକ୍ଷା ଦେବା ପାଇଁ ଭାରତ ସୀମାରେ ମୁତୟନ କରିବ ପିନାକ ମିସାଇଲ । ଏଥିପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟର ଅସ୍ତ୍ରଶସ୍ତ୍ର ଓ ସାମାରିକ ଉପକରଣ କ୍ରିୟ କରିବା ପାଇଁ ଭାରତ ଆର୍ଥଭୁମର୍ସ ଲିମିଟେଡ, ଟାଟା ପାୱାର କଂପାନୀ…