ପୁଣି ବସିଲା ବ୍ରିଗେଡ କମାଣ୍ଡର ସ୍ତରୀୟ ବୈଠକ
ନୂଆଦିଲ୍ଲୀ- ଭାରତ ଓ ଚୀନ ବିବାଦକୁ ନେଇ ଆଜି ପୁଣି ଥରେ ବ୍ରିଗେଡ କମାଣ୍ଡର ସ୍ତରୀୟ ବୈଠକ ବସିଛି । ଭାରତ ଶାନ୍ତି ଚାହେଁ କିନ୍ତୁ କୌଣସି ପରିସ୍ଥିତିରେ ସମୀର ଅଖଣ୍ଡତା ସହ ସାଲିସ କରିବ ନାହିଁ ବୋଲି ବେଜିଂକୁ ସିଧା ସିଧା ଶୁଣାଇଛି ଭାରତ । ଚୀନ କିନ୍ତୁ ବାହାନାବାାଜି ଛାଡିବାକୁ ନାରାଜ!-->…