ରାଜ୍ୟରେ ୫୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଆଜି ୫୦୦ ପାର କରିଛି କରିଛି କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ଘଂଟାରେ ୧୧ ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଭ ପକ୍ଷରୁ କୁହାଯାଇଛି । ପ୍ରାଣ ହରାଇଥିବା ୧୧ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ପୁରୀ ଓ…

ଶନିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର- ଶନିବାର ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ । ଭୁବନେଶ୍ୱର ଓ କଟକରେ ଥିବା ସମସ୍ତ ସରକାରୀ ଅଫିସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରାଯିବ ବୋଲି ସରକାର ପକ୍ଷରୁ ଘୋଷଣା କରାଯାଇଛି । ସେପ୍ଟେମ୍ବର ମାସରେ ସରାକରୀ କର୍ମଚରୀ କପିରି ଅଫିସ ଆସିବେ…

ଉଠିଲା ସପ୍ତାହନ୍ତ ସଟଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ

ଭୁବନେଶ୍ୱର- ଅନଲକ-୪ ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । କେଉଁଠାରେ କଟକଣା ବଳବତର ରହିବ ଓ କେଉଁଠାରେ ରହିବ ନାହିଁ ତାହା ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ କେବଳ କଂଟେନମେଂଟ ଜୋନ ଭିତରରେ ଲକଟାଉନ କଟକଣା ବଳବତର ରହିବ, ଓ କଂଟେନମେଂଟ ଜୋନ…

ଆଜି ପଂଚଭୂତରେ ଲୀନ ହେବେ ପ୍ରଣବ ଦା

ନୂଆଦିଲ୍ଲୀ- ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଆଜି ଅନ୍ତିମ ବିଦାୟ ଦିଆଯିବ । ଅପରାହ୍ମ ୨ଟା ୩୦ ମିନଟ ସମୟରେ ଦିଲ୍ଲୀ ଲୋଧି ଶ୍ମଶାନରେ ଅନ୍ତିମ ସଂସ୍କାର କରାଯିବ । ଏବେ ତାଙ୍କ ପାର୍ଥିବ ଶାରୀରକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ରାଜଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ…

ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ

ସମ୍ବଲପୁର- ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ । ମୋଟ ୨୪ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଡ୍ୟାମକୁ ୩,୬୨୮୮୪ କ୍ୟୁସେକ ଜଳ ପଶୁଛି ଓ ୫,୨୮୬୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି । କଟକ ମୁଣ୍ଡଳିରେ ୧୦,୨୮୨୩ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ଖୋଲିଲା କେଣାର୍କ ସୂର୍ଯ୍ୟ ମନ୍ଦିର

କେଣାର୍କ- ଦୀର୍ଘ ୫ ମାସର ବ୍ୟବଧାନ ପରେ ପର୍ଯ୍ୟଟଙ୍କ ପାଇଁ ଖୋଲିଲା କେଣାର୍କ ସୂର୍ଯ୍ୟ ମନ୍ଦିର । ମନ୍ଦିର ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଦିନକୁ ମୋଟ ଅଢେଇ ହଜାର ପର୍ଯ୍ୟଟଙ୍କୁ ମନ୍ଦିର ଦର୍ଶନ କରିବାକୁ ଅନୁମତି ମିଳିବ । କୋଭିଡ କଟକଣାକୁ…

ସ୍ୱାଗତ ଯୋଗ୍ୟ: ଅଧିକ ନିଯୁକ୍ତି ପ୍ରତି ଧ୍ୟାନ ଦିଆଯାଉ

ଦେଶରେ ଚାକିରି ଆଶାୟୀଙ୍କ ପାଇଁ ପୃଥକ ପୃଥକ ରେଲୱେ ରିକ୍ରୁଟମେଂଟ ବୋର୍ଡ (ଆରଆରବି), ଷ୍ଟାଫ ସିଲେକସନ କମିଶନ (ଏସଏସସି), ବ୍ୟାଙ୍କିଙ୍ଗ ପରୀକ୍ଷା (ଆଇବିପିଏସ) ପରୀକ୍ଷା ପରି ଅଣ-ଗେଜେଟେଡ ପଦବୀ ଲାଗି ଗୋଟିଏ ପରୀକ୍ଷା କରିବା ପାଇଁ ଜାତୀୟ ନୁଯୁକ୍ତି ଏଜେନସି (ଏନଆରଏ) ପ୍ରତିଷ୍ଠା ନିମନ୍ତେ…

ଛତିଶଗଡରୁ ଭାସି ଆସିଲା ଏକ ଗାଁ

ହୀରାକୁଦ : ମହାନଦୀରେ ପ୍ରବଳ ବନ୍ୟା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରରକୁ ମହାନଦୀ ଛତିଶଗଡରୁ ଏକ ସମ୍ପୂର୍ଣ୍ଣ ଗାଁ ଭାସି ଆସିଥିବା ଦେଖିବାକୁ ମିଳିଛି । ଆଜି ସକାଳେ ଜଳ ଭଣ୍ଡାରେ ଗ୍ୟାସ ସିଲିଣ୍ଡରଠୁ ଆରମ୍ଭ କରି ବିଭିନ୍ନ ବାସନ ଏବଂ ଘରର ଚାଳ ଛପର ଭାସି ଆସି ଲାଗିଥିବା ଦେଖିବାକୁ ମିଳିଥିଲା ।…

ଜୟପୁରରେ ହାଜତ ମୃତ୍ୟୁ : ୨ ପୋଲିସ ନିଲମ୍ବିତ

କୋରାପୁଟ: କୋରାପୁଟ ଜିଲ୍ଲାର ଜୟପୁର ସଦସର ଥାନାରେ ହାଜତ ମୃତ୍ୟୁ ଘଟଣାରେ ସ୍ଥାନୀୟ ଏସପି ଜଣେ ଏଏସଆଇ ଏବଂ ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରିଥିଲା ବେଳେ ସ୍ଥାନର ଆଇଆଇସିଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି । ନିଲମ୍ବିତ ଏଏସଆଇ ହେଲେ ସପନ ସରକାର ଓ କନଷ୍ଟେବଳ ହେଲେ ଡି.କେ ମାଝୀ ।…

ବନ୍ୟାଞ୍ଚଳରେ ଯୁବ କଂଗ୍ରେସର ରିଲିଫ ବଂଟନ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଭଣ୍ଡାରିପୋଖରି ବିଭିନ୍ନ ବନ୍ୟା ପ୍ରପିଡିତ ଅଞ୍ଚଳରେ ଯୁବ କଂଗ୍ରେସ ପକ୍ଷରୁ ରିଲିଫ ବଂଟନ କରାଯାଇଛି । ରାଜ୍ୟ ଯୁବ କଂଗ୍ରେସ ସଭାପତି ଡଃ ସ୍ମୁତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଚାନ୍ଦବାଲି ଓ…