ରାଜ୍ୟରେ ୫୦୦ ମୁହାଁ କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ପୁଣି ୧୦ ଜଣଙ୍କ ଜୀବନ ନେଇଛି କରୋନା । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ କନ୍ଧମାଳରୁ ୩ ଜଣ ଲେଖାଏଁ, ଗଞ୍ଜାମ, ନୟାଗଡ, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ରହିଛନ୍ତି । ପୂର୍ବରୁ ସେମାନେ…

ଚାନ୍ଦବାଲି ବିଧାୟକ କରୋନା ପଜିଟିଭ

ଭଦ୍ରକ- ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସେ ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି । ବ୍ୟୋମକେଶ ରାୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ…

ରାଉରକେଲାରେ ସେରୋ ସର୍ଭେ ପାଇଁ ଆରଏମସିର ୧୭ ଜଣିଆ ଟିମ

ରାଉଲକେଲା- ରାଉରକେଲାରେ ଆଜିଠାରୁ ଆରମ୍ଭ ହେଇଛି ସେରୋ ସର୍ଭିଲାନ୍ସ । ଏଥିପାଇଁ ଭୁବନେଶ୍ୱର ଆରଏମସିର ୧୭ ଜଣିଆ ଟିମ ରାଉରକେଲାରେ ପଂହଚିଛନ୍ତି । ଆଜି ପ୍ରାୟ ୨୫୦୦ ସହ ଲୋକଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି । ରାଉରକେଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ…

ହୀରାକୁଦର ଆଉ ୪ଟି ଗେଟ ବନ୍ଦ

ସମ୍ବଲପୁର- ହୀରାକୁଦର ଆଉ ୪ଟି ଗେଟ ବନ୍ଦ ହୋଇଛି । ବର୍ତମାନ ମୋଟ ୩୬ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଡ୍ୟାମର ଜଳ ଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳ ପତନ ୬୨୭,୨୯ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଡ୍ୟାମକୁ ୪ ଲକ୍ଷ ୯୪ ହଜାର ୦୯୪ କୁ୍ୟସେକ ଜଳ ପଶୁଛି ଓ ୬…

ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ,ଆଜି ଅପରାହ୍ନରେ ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ରାଜ୍ୟରେ ସୃଷ୍ଟି ହୋଇଥିବା…

ଓଡିଶାର ପ୍ରତ୍ୟେକ ଲୋକ ହରାଇଛନ୍ତି ହାରାହାରି ୧୪୭୪୫ ଟଙ୍କା

ଭୁବନେଶ୍ୱର : କରୋନା ସଂକ୍ରମଣଯୋଗୁଁ ଭାରତର ପ୍ରତ୍ୟେକ ନାଗରିକ ଆର୍ଥିକ କ୍ଷତିଗ୍ରସ୍ତ ହୋଇଛନ୍ତି । ମୁଣ୍ଡ ପିଛା ଦେଶର ପ୍ରତ୍ୟେକ ବ୍ୟକ୍ତି ହାରାହାରି ୨୭ହଜାର ଟଙ୍କା ହରାଇଛନ୍ତି । ଆଉ ରାଜ୍ୟ ଅନୁସାରେ ଏହାର ହିସାବ କଲେ କେଉଁଠି ଅଧିକ ତ କେଉଁଠି କମ୍ । ଆକଳନ ଅନୁସାରେ ଓଡିଶା କରୋନା…

ନୋଭାଭାକ୍ସ ସହ କୋଭିଡ ଟିକା ବିକାଶ କରିବ ସିରମ୍ ପ୍ରତିଷ୍ଠାନ

ନୂଆଦିଲ୍ଲୀ: ଆମେରିକାର ମେରିଲିଲାଣ୍ଡ ସ୍ଥିତ ନୋଭାଭାକ୍ସ ଇନ୍ ସହ ମିଶି ଭାରତ ଅଗ୍ରଣୀ ଟିକା ନିର୍ମାଣ କମ୍ପାନି ପୁଣେ ସ୍ଥିତ ସିରମ୍ ଇନଷ୍ଟିଟ୍ୟୁଟ ଅଫ୍ ଇଣ୍ଡିଆ ଏକ କୋଭିଡ-୧୯ ଟିକାର ବିକାଶ ଏବଂ ବ୍ୟାବସାୟିକ ପ୍ରସ୍ତୁତ କରିବ ବୋଲି ଜଣାଯାଇଛି । ଉଭୟ କମ୍ପାନି ମଧ୍ୟରେ ଗତ ୩୦ ତାରିଖରେ…

ପୂର୍ଣ୍ଣଚନ୍ଦ୍ର ହାୟାର ସେକେଣ୍ଡାରୀ ସ୍କୁଲର ସଫଳତା

ବାରିପଦା: ବାରିପଦାର ରଘୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ହାୟାର ସେକେଣ୍ଡାରୀ ସ୍କୁଲ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରି ନୂଆ ରେକର୍ଡ ସୃଷ୍ଟୁି କରିଥିବାର ଜଣାଯାଇଛି । ତେବେ ଚଳିତ ବର୍ଷ ବିଦ୍ୟାଳୟର ମୋଟ ୭୨ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା…

ରକ୍ତଦାନ ଶିବିରରେ ୩୮ ୟୁନିଟ ରକ୍ତ ସଂଗୃହୀତ

ବେତନଟୀ: ବୈଶିଙ୍ଗା ଥାନା ଅଧୀନ ପଦ୍ମନାଭପୁର ଟୋଲ ଫାଟକ ନିକଟରେ ନ୍ୟାସନାଲ ୟୁଥ ଅର୍ଗାନାଇଜେସନ ଦ୍ୱାରା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ଥିଲା । କେବଳ କରୋନା ସମୟରେ ନ୍ୟାସନାଲ ୟୁଥ ଅର୍ଗାନାଇଜେସନ ଦ୍ୱିତୀୟ ଥର ପାଇଁ ରକ୍ତଦାନ ଶିବିର ଆୟୋଜନ କରି ଥିବାର ଜଣା ପଡିଛି ।…

ରୋଟାରୀ କ୍ଲବ ପକ୍ଷରୁ ମାସ୍କ ବଂଟନ

ଭୁବନେଶ୍ୱର: ରୋଟାରୀ କ୍ଲବ ଭୁବନେଶ୍ୱର ଉକ୍ରଳ ପକ୍ଷରୁ ମହାମାରୀ କରୋନାର ସୁରକ୍ଷା ପାଇଁ ଆଜି ଅପରାହ୍ନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ ମାସ୍କ ବଂଟନ କରାଯାଇଛି । ଏହି ଉପଲକ୍ଷେ ବୈଦ୍ୟୁତିକ ଗଣମାଧ୍ୟମ ନ୍ୟୁଜ - ୭ ର ମୁଖ୍ୟ କାର୍ଯ୍ୟାଳୟ ଜାଗମରା ଠାରେ ରୋଟାରିଆନ୍ ଡ. ଆର୍ଯ୍ୟ…