ଯୋଡା ବିକାଶ ପରିଷଦ ପକ୍ଷରୁ ବୃକ୍ଷ ରୋପଣ
ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳର ସାମୁହିକ ବିକାଶକୁ ନେଇ ଗଠିତ ହୋଇଥିବା ସାମାଜିକ ଅନୁଷ୍ଠାନ ଯୋଡା ବିକାଶ ପରିଷଦ ଶେଷରେ ଯୋଡା ବାସୀଙ୍କୁ ସହଯୋଗ ତଥା ପରିଷଦର କାର୍ଯ୍ୟକର୍ତାଙ୍କ ଐକାନ୍ତ ଉଦ୍ୟମରେ ଜିଲ୍ଲା ପ୍ରଶାସନ ଦ୍ୱାରା ପଞ୍ଜିକୃତ ହୋଇଥିବା ଖବର ହସ୍ତଗତ ହୋଇଛି । ଏହି!-->…