ଉପେନ୍ଦ୍ର ସିଂ ହେଲେ ପିଇବା ପାଣି ଓ ସ୍ୱଛତାର ଅତିରିକ୍ତ ସଚିବ

ନୂଆଦିଲ୍ଲୀ- ଆଇଏସ ଅଫିସର ଉପେନ୍ଦ୍ର ସିଂ ହେଲେ ପିଇବା ପାଣି ଓ ସ୍ୱଛତାର ଅତିରିକ୍ତ ସଚିବ । ସିଂ ବର୍ତମାନ ଜଳଉତ୍ସ , ନଦୀର ଉନ୍ନତି ଓ ଗଙ୍ଗାନଦୀର ଉନ୍ନତି କରଣ ବିଭାଗର ସଚିବ ଅଛନ୍ତି । କ୍ୟାବିନେଟ ଏହି ପ୍ରସ୍ତାବ ଉପରେ ମୋହର ମାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପେନ୍ଦ୍ର…

ପେଟ୍ରୋଲ ଦର ବୃଦ୍ଧି

ନୂଆଦିଲ୍ଲୀ- ଆଜି ପୁଣି ବଢିଛି ପେଟ୍ରୋଲ ଦର । ଏହା ୧୬ ପଇସାକୁ ବୃଦ୍ଧି ପାଇଛି ଏହି ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧,୩୫ ଥିବା ବେଳେ ମୁମ୍ମାଇରେ ଏହି ଦର ଲିଟର ପିଛା ୮୮.୦୨ ରହିଛି । ଦୀର୍ଘ ୨୩ ଦିନ ଧରି ଡିଜେଲ ଦର ସ୍ଥିର ରହିଥିବା ବେଳେ ପେଟ୍ରୋଲ ଦରରେ ପରିବର୍ତନ ଦେଖା…

ଓଡିଶାରେ ୬୦ ହଜାର ପାର କଲା କରେନା ଟେଷ୍ଟ ସଂଖ୍ୟା

ଭୁବନେଶ୍ୱର- ଗତ ୨୪ ଘଂଟାରେ ୬୧,୩୭୯ କରୋନା ଟେଷ୍ଟ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ର୍ୟାପିଡି ଆଂଟିଜେନ ଟେଷ୍ଟ ୫୪,୨୪୩ ଓ ଟ୍ରୁନଟ ଟେଷ୍ଟ ୮୨ ରହିଛି ।

ଚୀନକୁ ପୁଣି ଏକ ଝଟକା

ନୂଆଦିଲ୍ଲୀ- ଅତ୍ୟାଧୁନିକ ସେମି ହାଇସ୍ପିଡ ବନ୍ଦେ ଭାରତ ଟ୍ରେନ ପାଇଁ ହୋଇଥିବା ଟେଣ୍ଡର ବାତିଲ ପରେ ଚୀନକୁ ଆଉ ଏକ ଝଟକା ଲାଗିଛି । ସପ୍ତାହେ ମଧ୍ୟରେ ନୂଆ ଟେଣ୍ଡର କରାଯିବ ଓ ମେକ ଇନ ଇଣ୍ଡିଆକୁ ଗୁରୁତ୍ୱ ଦିଆଯିବ । ଏହି ଟେଣ୍ଡରରେ ଚୀନର ସହଭାଗିଦାରୀ ସିଆରଆରସି ପାଓନିୟର ଇଲେକ୍ଟ୍ରକିକ…

୨୪ ଘଂଟାରେ ୯ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର- ରାଜ୍ୟରେ କରୋନା ନେଲା ଆଉ ୯ ଜଣଙ୍କ ମୁଣ୍ଡ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ କଟକରୁ ୩, ସୁନ୍ଦରଗଡ ୨, ରାୟଗଡା, ମାଲକାନାଗିରି, ଗଞ୍ଜାମ ଓ ବଲାଙ୍ଗିରରୁ ଜଣେ ଲେଖାଏଁ । ପୂର୍ବରୁ ସେମାନେ ବିଭିନ୍ନ ରୋଗରେ ଆକାନ୍ତ…

୭୫ ହଜାର ପାର କଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଗୋଟିଏ ଦିନରେ ୨,୮୧୯ ନୂଆ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୬୯୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୧୨୮ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିଂହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୪୩ , କଟକ…

କୋଭିଡ କଟକଣାରେ ଗଣେଶ ପୂଜା

ଭୁବନେଶ୍ୱର- ଅଜି ହେଉଛି ପବିତ୍ର ବିଦ୍ୟା ଦାତା ଗଣେଶ ଚତୁର୍ଥୀ । ଅଜି ଭଳି ଦିନରେ ସବୁଠି ପୂଜାର ମାହୋଲ ଦେଖିବାକୁ ମିଳିଥିଏ । ବିଭିନ୍ନ ପୂଜା ମଣ୍ଡପ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ଜାଗା ମାନଙ୍କରେ ଜାକଜମକରେ ପୂଜା ଅନୁଷ୍ଠିତହୋଇଥିଏ । ହେଲେ ଚଳିତ ବର୍ଷ ପୂଜାର ମାହୋଲ ଫିକା ପଡିଛି ।…

ଗଶେଶ ପୂଜା ପାଇଁ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ

ଭୁବନେଶ୍ୱର- ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ ଯୋଗେ କହିଛନ୍ତି ମୁଁ ବିଘନ୍ନ ବିନାଶକଙ୍କ…

ନିବାର୍ଚନ କମିଶନର ହେଲେ ରାଜୀବ କୁମାର

ନୂଆଦିଲ୍ଲୀ- ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାର ହେଲେ ନିର୍ବାଚନ କମିଶନର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ଅଗଷ୍ଟ ୩୧ ତାରିଖରେ ଅଶୋକ ଲାଭାସାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ । ଏନେଇ ଆଇନ ମନ୍ତ୍ରଳାୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ୨୪ରୁ ୨୬ ପ୍ରବଳ ବର୍ଷିବ

ଭୁବନେଶ୍ୱର- ଉତର- ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ହେଉଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୪ରୁ ୨୬ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ । ଏହାସହ ସମୁଦ୍ର ଭିତରେ ଘଂଟାକୁ ୪୫ରୁ ୫୫ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି…