ପୁଅ ରାଜନୀତିକୁ ଆସିଲେ କହିବି ‘ମାଡ଼ିଚାଲ’: ସୁର

ଭୁବନେଶ୍ୱର: ବାପସେ ବେଟା ଜ୍ୟାଦା । ମୋ ପୁଅ ଭବିଷ୍ୟତରେ ମୋଠାରୁ ଭଲ କରିବ । ଏହା ମୋର ଶେଷ ନିର୍ବାଚନ । ପୁଅ ରାଜନୀତି କରିବ କି ପାଇଲଟ୍ ପେଶାରେ ରହିବ, ତା’ ଉପରେ ନିର୍ଭର କରେ । ଯଦି ନିର୍ବାଚନ ପାଇଁ ଠିଆ ହେବ ତାହେଲେ ମୁଁ କହିବି ‘ରେଡି ମାଡି ଚାଲ’ କଂଗ୍ରେସ ଭବନରେ ସାମ୍ବାଦିକ…

ରାଜୀବ ଗାନ୍ଧୀଙ୍କ ୭୬ ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କ ୭୬ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଭବନ ପରିସରରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟର୍ପଣ…

ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ କରୋନା ଆକ୍ରାନ୍ତ

ଭଦ୍ରକ- ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ଟ୍ୱଟ କରି କହିଛନ୍ତି । ଆଜି ତାଙ୍କର କରୋନା ଟେଷ୍ଟ ହୋଇଥିଲା, ରିପୋର୍ଟ ପଜିଟିଭ ଆସିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି ।

୨୭ଜଣ ପାଇବେ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ- ଦୂତୀ ଚାନ୍ଦଙ୍କ ସମେତ ୨୭ ଜଣ ପାଇବେ ଅର୍ଜୁନ ପୁରସ୍କାର । କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ତୀରନ୍ଦାଜରେ ଅତୁନ ଦାସ, ବ୍ୟାଡମିଂଟନରେ ସାତ୍ୱିକ ସୈରାଜ ରାଙ୍କୀରେଡ୍ଡି ଓ ଚିରାଗ ଚନ୍ଦ୍ରଶେଖର ଶେଟ୍ଟି, ବାସ୍କେଟବଲରେ ବିଶେଷ…

ଓପିଏସସି ସଦସ୍ୟ ହେଲେ ବିଭୂତି ଭୂଷଣ ପଟ୍ଟନାୟକ ଓ ସୁଧାଂଶୁ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓପିଏସସି ସଦସ୍ୟ ଭାବେ ଅବସରପ୍ରାପ୍ତ ଆଇଏଏସ୍ ବିଭୂତି ଭୂଷଣ ପଟ୍ଟନାୟକ ଓ ପ୍ରଫେସର ସୁଧାଂଶୁ ଶେଖର ରଥଙ୍କୁ ନିଯୁକ୍ତି ଦେଇଛନ୍ତି । ସୂଚନାଯୋଗ୍ୟ ଜୁଲାଇ ୩୧ ତାରିଖରେ ରାଜ୍ୟ ସମବାୟ ସୋସାଇଟ ରେଜିଷ୍ଟ୍ରାର ଭାବେ ଅବସର ନେଇଥିଲେ । ଶ୍ରୀ…

ଭାରତ-ଚୀନ ସେନା ଅପସାରଣ ପାଇଁ ସହମତି

ନୂଆଦିଲ୍ଲୀ- ଭାରତ ଓ ଚୀନ ନିୟନ୍ତ୍ରଣ ରେଖାରୁ ସମ୍ପୂର୍ଣ୍ଣ ସେନା ଅପସାରଣ ଦିଗରେ ପୁଣି ଥରେ ସହମତି ପ୍ରକାଶ ପାଇଛି । ଗତକାଲି ଉଭୟ ଦେଶର ସୀମା ବ୍ୟାପର ସମ୍ପର୍କିତ କିମଟିର ଅଷ୍ଟାଦଶ ବୈଠକ ପରେ ଏହା କୁହାଯାଇଛି । ଏହି ବୈଠକରେ ବିଦେଶ ମନ୍ତ୍ରଣାଳୟ ପୂର୍ବ ଏସିଆ ଯୁଗ୍ମ ସଚିବଙ୍କ…

ଜଳବିଦ୍ୟୁତ ପ୍ରକଳ୍ପ ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ୩ ନିଖୋଜ

ହାଇଦ୍ରାବାଦ- ତେଲେଙ୍ଗାନା ବିଦ୍ୟୁତ ପ୍ରକଳ୍ପ ଅଗ୍ନିକାଣ୍ଡରେ ଫସି ରହିଥିବା ୯ଜଣ କର୍ମଚାରୀଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଛି ଓ ୩ ନିଖୋଜ ଅଛନ୍ତି । ଗତକାଲି ରାତିରେ ଏହି ନିଆଁ ଲାଗିଥିଲା । ଏହି ସମୟରେ ପ୍ରାୟ ୧୧ ଜଣ କର୍ମଚାରୀ ଥିଲେ । ସେମାନଙ୍କ ମଧ୍ୟରୁ ୧୦ ଜଣ ସୁରକ୍ଷିତରେ…

ଖୁବ ଶୀଘ୍ର ଝାରସୁଗୁଡା ବିମାନ ବନ୍ଦରରୁ ମୁମ୍ବାଇ ଓ ବେଙ୍ଗଲୁରକୁ ଉଡିବ ବିମାନ

ଝାରସୁଗୁଡା- ଖୁବ ଶୀଘ୍ର ଝାରସୁଗୁଡା ବିମାନ ବନ୍ଦରରୁ ମୁମ୍ବାଇ ଓ ବେଙ୍ଗଲୁରକୁ ଉଡିବ ବିମାନ । ଅକ୍ଟୋବର ୨୫ ତାରିଖରୁ ଉଡାଣ କରିବ ବୋଲି ବିମାନ ବନ୍ଦର ନିର୍ଦେଶକ କିଶୋର କୁମାର ସେନାପତି କହିଛନ୍ତି । ସ୍ପାଇସ ଜୋଟ ବିମାନ ମୁମ୍ବାଇରୁ ବେଙ୍ଗଲୁର ଉଡିବ । ମାହାମାରୀ କରୋନା ପାଇଁ…

ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାରେ ମୁତୟନ ୯ ସୁରକ୍ଷା କର୍ମୀଙ୍କୁ କରୋନା

ପାଟନା- ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାରେ ମୁତୟନ ୯ ସୁରକ୍ଷା କର୍ମଚାରୀ ରିପୋର୍ଟ ପଜିଟିଭ ଆସିଛି । ୭୨ ବର୍ଷୀୟ ଲାଲୁ ବର୍ତମାନ କେଲିି ଡାଇରେକ୍ଟର ବଙ୍ଗଳାରେ ରହିଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କୁ ରାଂଚିସ୍ଥିତ ରାଜେନ୍ଦ୍ର…

ଆଜିଠାରୁ ଅନଲାଇନରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର- ଆଜିଠାରୁ ଅନଲାଇନରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ସେପ୍ଟମ୍ବର ୯ ତାରିଖରେ ପ୍ରଥମ ମେଧାତାଲିକା ପ୍ରକାଶ ପାଇବ ଏବଂ ଏଥିରେ ମନୋନୀତ ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୧ରୁ ୧୮ ମଧ୍ୟରେ ନାମ ଲେଖାଇ ପାରିବେ । ଦ୍ୱିତୀୟ ମେଧା ତାଲିକା ସେପ୍ଟେମ୍ବର ୨୩ରେ ପ୍ରକାଶ…