ମଞ୍ଜରୀଦେବୀ ନର୍ସିଂ କଲେଜ ହେବ କୋଭିଡ୍ କେୟାର କେନ୍ଦ୍ର

ଭୁବନେଶ୍ୱର: ବାଲିଅନ୍ତା ପଞ୍ଚାୟତ ରୋଡ୍ସ୍ଥିତ ମଞ୍ଜରୀ ଦେବୀ ନର୍ସିଂ କଲେଜକୁ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କରାଯିବ ବୋଲି ସ୍ଥିର ହୋଇଛି । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ କଲେଜ ପରିସରରେ ପହଜ୍ଞ୍ଚି ସ୍ଥିତି ଅନୁଧ୍ୟାନ…

୨୦୦ କୋଭିଡ ପଜିଟିଭ ମା’ ଜନ୍ମ ଦେଲେ ସୁସ୍ଥ ଶିଶୁ

ବେଙ୍ଗାଲୁର : ବେଙ୍ଗାଲୁରୁରେ ଅତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ୨୦୦ କୋଭିଡ ପଜିଟିଭ୍ ମା’ଙ୍କଠାରୁ ଜନ୍ମ ନେଇଛନ୍ତି ସୁସ୍ଥ ଶିଶୁ । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଖୁବ୍ ଭଲ ଅଛି ଏବଂ ସମସ୍ତେ କରୋନା ନେଗେଯିଭ । ଭିକ୍ଟୋରିଆ ଆଣ୍ଡ୍ ବାଣୀ ବିଳାସ ହସ୍ପିଟାଲରେ ଏହି ଚମତ୍କାର ଘଟଣା ଘଟିଛି ।…

କୋଭିଡ ହସ୍ପିଟାଲ ଗସ୍ତ କରିବେ ମେଡିକାଲ କଲେଜର ଡିନ୍

ଭୁବନେଶ୍ୱର: ରାଜ୍ୟର ମେଡିକାଲ କଲେଜର ଡିନ୍ ସପ୍ତାହରେ ଅତିକମ୍ରେ ଥରେ କୋଭିଡ ହସ୍ପିଟାଲକୁ ପରିଦର୍ଶନ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି । ରାଜ୍ୟ ସରକାର କୋଭିଡ ଜନିତ ମୃତୁ୍ୟକୁ କମାଇବା ପାଇଁ ଗୁରୁତ୍ୱ ଦେଉଥିବା ବେଳେ ମେଡିକାଲ କଲେଜ ଡିନ୍ଙ୍କ କୋଭିଡ ହସ୍ପିଟାଲ…

ବାଣିଜ୍ୟରେ ସମ୍ବଲପୁର ଶାଖାର ଅଭୂତପୂର୍ବ ସଫଳତା

ସମ୍ବଲପୁର: ଓଡ଼ିଶା ଉଚ୍ଚତର ମାଧ୍ୟମିକ ବୋଡର଼୍ ପରୀକ୍ଷା-୨୦୨୦ରେ ଶାସନସ୍ଥିତ ବିକାଶ କ୍ୟାମ୍ପସର ବାଣିଜ୍ୟ ଛାତ୍ର ବିଶାଳ ଚୌଧୁରୀ ୯୦ ପ୍ରତିଶତ ମାର୍କ ରଖି ଓଡ଼ିଶାରେ ତ୍ରୟୋଦଶ ସ୍ଥାନରେ ରହିଛନ୍ତି । ସର୍ବମୋଟ ୬୦୦ରୁ ୫୪୫(୯୦.୮୩%) ନମ୍ବର ରଖି ଆଶାନୁରୂପକ ସଫଳତା ପାଇଛନ୍ତି । ଏତଦ୍ବ୍ୟତୀତ…

ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ଜଗତସିଂହପୁର: ଜେପିଭିଟି ଆସୋସିଏସନ୍ ତରଫରୁ ବିଶ୍ୱ ଫଟୋଗ୍ରାଫି ଦିବସ ଓ ବାର୍ଷିକ ଉତ୍ସବ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଆସୋସିଏସନ୍ ର ସଭାପତି ଶ୍ରୀ ମହେଶ୍ୱର ମହାନ୍ତି ଓ ସଂପାଦକ ଶ୍ରୀ ଯୁକ୍ତ ଶୂଭଙ୍କର ଜେନାଙ୍କ ସହିତ କର୍ମକର୍ତା ମାନେ ଉପସ୍ଥିତ ରହି…

ଦୁଇ ନିଗମ ଅଧ୍ୟକ୍ଷ କରୋନା ପଜେଟିଭ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ଓ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋସିଆଲ ମିଡିଆରେ ଉଭୟ ଏନେଇ ସୂଚନା ଦେଇଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି । ଉଭୟ ନିଜ ଘରେ ରହି…

ଜନସ୍ୱାର୍ଥ ମାମଲାକୁ ପ୍ରଚାରସ୍ୱାର୍ଥ ମାମଲା କରାଯିବା ଅନୁଚିତ: ହାଇକୋର୍ଟ

କଟକ: ହାଇକୋର୍ଟରେ ମାମଲା ରୁଜୁ କରି ଫସିଛନ୍ତି ଜଣେ ବ୍ୟକ୍ତି ତାଙ୍କୁ ୧୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି । ସଂପୃକ୍ତ ବ୍ୟକ୍ତିଙ୍କୁ ଏଭଳି ଦଣ୍ଡିତ କରିବା ସହିତ ଅଦାଲତ ଜନସ୍ୱାର୍ଥ ମାମଲାରୁ ନେଇ ନିଜର ମତ ରଖିଛନ୍ତି । ଜନସ୍ୱାର୍ଥ ମାମଲା ନ୍ୟାୟିକ ବ୍ୟବସ୍ଥାର ଏକ…

ରାମ ମନ୍ଦିର ନିର୍ମାଣ ସମୟରେ ବ୍ୟବହାର ହେବନି ଲୁହା

ନୂଆଦିଲ୍ଲୀ- ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣରେ ବ୍ୟବହା ହେବନି ଲୁହା । ରାଜସ୍ଥାନର ପାହାଡପୁରର ବାଲି ଓ ପଥରରେ ନିର୍ମିତ ହେବ ରାମଙ୍କ ମନ୍ଦିର । ମନ୍ଦିର ପଥରରେ ନିର୍ମାଣ କରାଗଲେ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ତିଷ୍ଟି ରହିବପାରିବ ବୋଲି ରମା ମନ୍ଦିର ଟ୍ରଷ୍ଟର ସାଧାରଣ…

ବନ୍ୟା ବିତ୍ପାତ

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଇଛି । ଯାହାଫଳରେ ବନ୍ୟା ପରିସ୍ଥିତି ଦେଖିଦେଇଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବାହିତ ଜଳକା, ବୈତରଣୀ ବିପଦ ସଂକୁଳ ଉପରେ ରହିଛି । ଆଜି ଭାର୍ଗବୀ ନଦୀରେ ଜଳସ୍ତର ବୃଦ୍ଧି ପାଇ ନଦୀ ଉପରେ…

ଦିଲ୍ଲୀରେ ପ୍ରବଳ ବର୍ଷା: ଜନଜୀବନ ଅତ୍ୟବସ୍ତ

ନୂଆଦିଲ୍ଲୀ- ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀର ସ୍ଥିତି ବେହାଲ ହୋଇପଡିଛି । ରାସ୍ତାରେ ପାଣି ଜମି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଯୋଗୁଁ ବିଭିନ୍ନ ଅଂଚଳରେ ଟ୍ରାଫିକ ଜାମ ପରିସ୍ଥିତି ଦେଖିଦେଇଛି । ଯାହାଫଳରେ ଲୋକେ…