ସେପ୍ଟେମ୍ବର ୩୦ ପୂର୍ବରୁ ମୌସୁମୀ ଅଧିବେଶନ
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଅଧିବେଶନ କେଉଁଠି, କିପରି ଅନୁଷ୍ଠିତ ହେବ, ଏଯାଏ ନିଷ୍ପତି ହୋଇ ନାହିଁ । କୋଭିଡ୍ କଟକଣାରେ ଗୃହ କିଭଳି ପରିଚାଳନା ହେବ ସେ ନେଇ ଲୋକସଭା ବାଚସ୍ପତି, ରାଜସ୍ଥାନ ଓ କର୍ଣ୍ଣାଟକ!-->…