ଗଞ୍ଜାମକୁ ଟପିଲା ଖୋର୍ଦ୍ଧା

ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଲକଡାଉନ ସଟଡାଉନ ସତ୍ୱେ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଯେଉଁ ହାରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ସେହି ଅନୁପାତରେ ମୃତୁ୍ୟ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ…

ସେଂଟ ଆରନୋଲଡ୍ ସ୍କୁଲରେ ସ୍ୱାଧିନତା ଦିବସ ପାଳନ

ଭୁବନେଶ୍ୱର ; ସେଂଟ ଆରନୋଲଡ୍ ସ୍କୁଲରେ ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଛି । ତମାଣ୍ଡୋ ପୋଲିସ ଷ୍ଟେସନ, ଆଇ.ଆଇ.ସି ପିକେ ଟୁଡୁ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟର କର୍ମଚାରୀ ଏବଂ ସ୍ୱତନ୍ତ୍ରଭାବେ ନିୟନ୍ତ୍ରୀତ ଅତିଥିମାନଙ୍କ ସହିତ ଜାତୀୟ ପତାକାକୁ ଉତୋଳନ କରିବା ସହ ସ୍ୱାଧିନତାକୁ ବଜାୟ…

ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ କାରେନା ପଜିଟିଭ

ନୂଆଦିଲ୍ଲୀ- ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ଗୁରୁପ୍ରୀତ କଙ୍ଗର କରେନାରେ ଆକ୍ରାନ୍ତ ହୋଇଛନ୍ତି । ସ୍ୱାଧୀନତା ଦିବସରେ ଯୋଗଦେବା ପରେ ସେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ପଞ୍ଜାବର ଦୁଇ କଂଗ୍ରେସ ବିଧାୟକ ଓ କ୍ୟାବିନେଟ ମନ୍ତ୍ରୀ ତ୍ରିପ ରାଜିନ୍ଦିର ସିଂହ ବାଜୱା କାରୋନରେ…

ପୂର୍ବତଟ ରେଳପଥ ମୂଖ୍ୟାଳୟରେ ୭୪ ତମ ସ୍ୱାଧିନତା ଦିବସ ପାଳନ

ଭୁବନେଶ୍ୱର ; ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିଅମ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ୭୪ତମ ସ୍ୱରଧିନତା ଦିବସ ପାଳନ ହୋଇଯାଇଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ଜାତୀୟ ପତାକା ଉତୋଳନ କରି ରେଳ ସୁରକ୍ଷା ବଳ(ଆରପିଏଫ)ଦ୍ୱାରା ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥଲେ ।…

କେଜ୍ରିୱାଲଙ୍କ ଜନ୍ମଦିନରେ ମୋଦିଙ୍କ ଶୁଭେଛା

ନୂଆଦିଲ୍ଲୀ- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ୫୨ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଛା ଜଣାଇଛନ୍ତି । ତାଙ୍କର ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି । ବିଭିନ୍ନ ରାଜ୍ୟରୁ ରାଜନେତା, ତାଙ୍କ ସମର୍ଥକ ଏବଂ ଦିଲ୍ଲୀ ବାସିନ୍ଦା…

ଆରପାରିରେ ଓଡିଆ ଫିଲ୍ମ ଏଡିଟର ଦେବେନ ମିଶ୍ର

ଭୁବନେଶ୍ୱର- ଓଡିଆ ସିନେଜଗତର ବିଶିଷ୍ଟ ଏଡିଟର ଦେବନ ମିଶ୍ରଙ୍କ ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ପୁଅ ମୋର କଳା ଠାକୁର ତାଙ୍କର ପ୍ରଥମ ଏଡିଟିଂ ଫିଲ୍ମ ଥିଲା ।…

ଟ୍ରମ୍ପଙ୍କ ସାନ ଭାଇ ରବର୍ଟଙ୍କ ପରଲୋକ

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି। ଏ ସମ୍ପର୍କରେ ହ୍ବାଇଟ୍‌ ହାଉସ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ନ୍ୟୁୟର୍କର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ…

ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର ପରେ ଜିଭ କାଟି ନିର୍ମମ ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷୀମପୁର ଅଞ୍ଚଳରେ ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଛି। ନାବାଳିକାଙ୍କ ମୃତଦେହ ମିଳିବା ପରେ ଏହି ଲୋମଟାଙ୍କୁରା ଘଟଣା ପଦାକୁ ଆସିଛି। ଦୁର୍ବୃତ୍ତମାନେ କେବଳ ଗଣବଳାତ୍କାର କରିନାହାନ୍ତି, ନୃସଂଶତାର ସବୁ…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର

ନୂଆଦିଲ୍ଲୀ- ମସ୍ତିଷ୍କ ଅସ୍ତ୍ରୋପଚାର  ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ବୋଲି ଜଣାପଡିଛି । ସୂଚାନେଯାଗ୍ୟ ପ୍ରଣବ ମୁଖାର୍ଜୀଙ୍କୁ ଗତ ଅଗଷ୍ଟ ୧୦ରେ ଦିଲ୍ଲୀ କ୍ୟାଂଟେନମେଂଟରେ ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫାରାଲ ହସ୍ପିଟାଲରେ ଭର୍ତି…

ଖାଲିଲା ମାତା ବୈଷ୍ଣୋଦେବୀଙ୍କ ମନ୍ଦିର

ଶ୍ରୀନଗର- ଦୀର୍ଘ ୫ ମାସ ପରେ ଖୋଲିଲା ମାତା ବୈଷ୍ଣୋଦେବୀଙ୍କ ମନ୍ଦିର । ପ୍ରତ୍ୟେକ ଦିନ ଦର୍ଶନ ପାଇଁ ୨ ହଜାର ଲୋକଙ୍କୁ ଅନୁମତି ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟରୁ ସ୍ଥାନୀୟ ଅଂଚଳର ୧୯୦୦ ଓ ବାହାର ରାଜ୍ୟରୁ ଆସିଥିବା ୧୦୦ ଜଣ ଶ୍ରଦ୍ଧାଳୁ ଛଡାଯିବ । ଯେଉଁ ଭକ୍ତମାନେ ରେଡ ଜୋନରୁ ଆସନ୍ତି…