ଆନ୍ତର୍ଜାତୀୟ ନିଃସନ୍ତାନ ଦିବସ
ଭଗବାନଙ୍କ ଆର୍ଶୀବାଦରୁ ସନ୍ତାନ ମିଳୁଥିବା ବିଶ୍ୱାସ ସବୁ ଜାତି, ଧର୍ମ ଓ ସଂପ୍ରଦାୟରେ ପ୍ରଚଳିତ । ସନ୍ତାନ ଲାଭ ପ୍ରତ୍ୟେକ ବିବାହିତ ଙ୍କ କାମନା । ଏହି କାମନା ପ୍ରାକୃତିକ ଏହା ସତ୍ୱେ ଏଭଳି ବି ଅନେକ ଅଛନ୍ତି ( ମୁଖ୍ୟତଃ ବିକଶିତ ପାଶ୍ଚାତ୍ୟ ଦେଶମାନଙ୍କରେ), ଯେଉଁମାନେ ବିବାହ!-->…