ବାପାଙ୍କ ଚିନ୍ତା ବଢ଼ାଇଛି ପୁଅର ଏ-୧ ଗ୍ରେଡ୍
ବାଲିଅନ୍ତା: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ପୁଅ ୫୫୪ ନମ୍ବର(୯୨.୩ ପ୍ରତିଶତ) ରଖି ଗ୍ରେଡ୍ ଏ-୧ ପାଇବା ସହ ବିଦ୍ୟାଳୟ ଟପର୍ ହୋଇଛି। ତେଣୁ ଗାଁରୁ ଆରମ୍ଭ କରି ବିଦ୍ୟାଳୟ ଓ ସ୍ଥାନୀୟ ଅଞ୍ଚଳରୁ ପୁଅ ପାଖକୁ ଛୁଟୁଛି ପ୍ରଶଂସାର ସୁଅ। କିନ୍ତୁ ମନେ ମନେ ଗୁମୁରିବାରେ ଲାଗିଛନ୍ତି ବାପା।!-->…