ସାଇବର କ୍ରାଇମ ରୋକିବା ଲାଗି ଗଠନ ହେବ ଏକ୍ସପର୍ଟ ଟିମ୍‍

ଭୁବନେଶ୍ୱର : ରାଜଧାନୀରେ ବଢୁଥିବା ସାଇବର ଅପରାଧ ରୋକିବା ଏବଂ ଏହାର ତଦନ୍ତ କିଭଳି ଭଲ ଭାବରେ କରାଯାଇପାରିବ ସେଥିପାଇଁ କମିସନରେଟ ପୁଲିସ ନୂତନ ରଣନୀତି ପ୍ରସ୍ତୁତ କରୁଛି। କେବଳ ଟଙ୍କା ଠକେଇ ନୁହେଁ ବର୍ତ୍ତମାନ ସବୁ ଅପରାଧରେ ପୁଲିସକୁ ସାଇବର ତଦନ୍ତର ଆବଶ୍ୟକତା ଦେଖାଦେଇଛି। ତେଣୁ…

ସବୁ ଘରୋଇ ହସ୍ପିଟାଲରେ ନମୁନା ପରୀକ୍ଷା କରାଯାଇପାରିବ: ଏସିଏସ୍

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହାର ଦ୍ରୁତଗତି ରେ ବଢୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ସବୁ ଘରୋଇ ହସ୍ପିଟାଲ୍, ନର୍ସିଂହୋମ ଏବଂ କ୍ଲିନିକ୍ ଗୁଡିକ ଅଇସିଏମ୍ଆର ଗାଇଡଲାଇନ ଅନୁଯାୟୀ ଆଣ୍ଟିଜେନ୍ ଏବଂ ଆରଟି ପିସିଆର୍ କରାଇ ପାରିବେ ବୋଲି…

ମଦ ମୃତ୍ୟୁ ସଂଖ୍ୟା ୮୬​‌​ରେ ପହଞ୍ଚିଲା; ମାଷ୍ଟରମାଇଣ୍ଡ ଥିଲେ ଦୁଇ ମହିଳା

ବଟାଲା:  ପଞ୍ଜାବ ବିଷାକ୍ତ ମଦ୍ୟପାନ ଘଟଣାରେ ମୃତ୍ୟୁ ସଂଖ୍ୟା ୮୬ରେ ପହଞ୍ଚିଛି । ଏହି ଘଟଣାରେ ୨୬ ଜଣଙ୍କୁ ଗିରଫ କରାଯାଇଥିଲେ ହେଁ ମୁଖ୍ୟ କୁହାଯାଉଥିବା ୪ ଜଣଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଛି । ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ଏହି ଦୁଇ ମହିଳା ଦୀର୍ଘଦିନ ଧରି ମଦ ବେପାର…

ଅଯୋଧ୍ୟା ମନ୍ଦିରର ପୁନଃ ନିର୍ମାଣ ଏବଂ ମୂଲ୍ୟବୋଧର ପ୍ରତିଷ୍ଠା

ଆଉ କେଇଦିନ ପରେ ଆମେ ଅଯୋଧ୍ୟାରେ ଏକ ଐତିହାସିକ ଘଟଣା ଦେଖିବାକୁ ପାଇବା । ଏଭଳି ଏକ ଘଟଣା ଆମ ମଧ୍ୟରୁ ଅଧିକାଂଶଙ୍କୁ ଆମ ଐତିହ୍ୟର ଏକ ମହାନ ସାଂସ୍କୃତିକ ଅଧ୍ୟାୟ ସହ ଯୋଡିବାର ଅବକାଶ ଦିଏ । ଏହି ଘଟଣା ଆମକୁ ରାମାୟଣର ପୁନଃ ସ୍ମରଣ କରାଏ । ଏହି ଶାଶ୍ୱତ ମହାନ ଗ୍ରନ୍ଥ ରାମାୟଣ ପ୍ରାୟ ଦୁଇ…

ଗୁରୁ ବାଜପେୟୀଙ୍କ ରେକର୍ଡ଼ ଭାଙ୍ଗିଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଆଉ ଏକ ରେକର୍ଡ଼ । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଗୁରୁ ଅଟଳବିହାରୀ ବାଜପେୟୀଙ୍କ ରେକର୍ଡ଼ ଭାଙ୍ଗି ଦେଶରେ ସର୍ବାଧିକ କାଳ ଅଣ କଂଗ୍ରେସୀ ପ୍ରଧାନମନ୍ତ୍ରୀ ହେବାରେ ନରେନ୍ଦ୍ର ମୋଦୀ ରେକର୍ଡ଼ କରିଛନ୍ତି । ପୂର୍ବରୁ ଏହି ରେକର୍ଡ଼…

ଚାଇନା ଷ୍ଟୋର୍‌ରୁ ଆପଲ୍‌ ହଟାଇଲା ୨୯,୮୦୦ ଆପ୍

ନୂଆଦିଲ୍ଲୀ : ବିଶ୍ବର ପ୍ରତିଷ୍ଠିତ ସୂଚନା-ପ୍ରଯୁକ୍ତି ସଂସ୍ଥା ତଥା​ ସ୍ମାର୍ଟଫୋନ୍‌ ନିର୍ମାତା ‘ଆପଲ୍‌’ ଏହାର ଚାଇନା ଷ୍ଟୋରରୁ ଶନିବାର ୨୯ହଜାର ୮୦୦ ଆପ୍‌କୁ ହଟାଇ ଦେଇଛି। ସେଥିମଧ୍ୟରେ ୨୬ହଜାରରୁ ଅଧିକ ଗେମ୍ସ ବା ଅନ୍‌-ଲାଇନ୍‌ ଖେଳ ରହିଥିବା ପ୍ରକାଶ । ଗବେଷଣା ସଂସ୍ଥା ‘କ୍ବିମାଇ’…

ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ଆଡ଼ମିଶନ ବିଜ୍ଞପ୍ତି

ଭୁବନେଶ୍ୱର : ଆସନ୍ତା ସପ୍ତାହ ଭିତରେ ଯୁକ୍ତ ଦୁଇ ଆଡ଼ମିଶନ ନେଇ ବିଜ୍ଞପ୍ତି ପ୍ରକାଶ କରିବେ ସରକାର। ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି। ତେଣୁ ସରକାର ଆଡ଼ମିଶନ ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି।  ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।…

ଅଡ଼ୁଆରେ ବିରାଟ କୋହଲି, ମାଡ଼୍ରାସ ହାଇକୋର୍ଟରେ ମାମଲା ରୁଜୁ

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଅଡ଼ୁଆରେ । ଆଗକୁ ଆଇପିଏଲ୍ ଥିବା ସମୟରେ ରୟାଲ ଚ୍ୟାଲେଞ୍ଜର୍ସ କ୍ୟାପଟେନ୍ ବିରାଟ କୋହଲିଙ୍କୁ ଗିରଫ କରିବା ନିମନ୍ତେ ମାଡ଼୍ରାସ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ଅନଲାଇନ୍ ଜୁଆ ଖେଳକୁ ପ୍ରୋତ୍ସାହନ କରୁଥିବା ଏକ ମୋବାଇଲ ଆପ୍ ବିଜ୍ଞାପନ…

ରାଜ୍ୟରେ ବଢ଼ିଲା, କେନ୍ଦ୍ରରେ କମିଲା

କୋଭିଡ଼ ପାଇଁ ଲକଡାଉନ ଓ ସଟଡାଉନ ଭିତରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ଏପ୍ରିଲରୁ ଜୁନ ଭିତରେ ରାଜ୍ୟରେ ଜିଏସଟି ସଂଗ୍ରହ ହାର କମିଥିବା ବେଳେ ଜୁଲାଇରେ ଏଥିରେ ଉନ୍ନତି ଘଟିଛି। ଏପ୍ରିଲରେ ୬୧ ପ୍ରତିଶତ କମିଥିବାବେଳେ ମେରେ ୨୫ ଓ ଜୁନରେ ୫ରୁ ୬ପ୍ରତିଶତ ଜିଏସଟଇ ସଂଗ୍ରହ କମିଥିଲା।…

ରାଜଧାନୀରେ ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ଲୁଟେରାଙ୍କ ଆତଙ୍କ ଦେଖାଦେଇଛି । କରୋନା ଗାଇଡଲାଇନକୁ କଡାକଡି ପାଳନ କରିବା ଉପର ପୁଲିସ ଧ୍ୟାନ ଦେଉଥିବା ବେଳେ ଲୁଟେରାମାନେ ଖୁଲମଖୁଲା ଲୁଟ୍‌ କରିଚାଲିଛନ୍ତି । ବର୍ତ୍ତମାନ ଲୁଟେରାଙ୍କ ଠାରୁ ପୁଲିସ ମଧ୍ୟ ବର୍ତ୍ତି ପାରୁନାହିଁ । ଗତ କିଛି ଦିନ ତଳେ…