ଶ୍ରୀ ମନ୍ଦିରରେ ଗହ୍ମା ପୂର୍ଣ୍ଣମୀ ପାଳିତ

ପୁରୀ- ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଗହ୍ମା ପୂର୍ଣ୍ଣମୀ ନୀତି । ସର୍ବବୃହତ ରାକ୍ଷୀ ପିନ୍ଧିବେ ମହାପ୍ରଭୁ । ଆଜିର ଦିନରେ ଭୋଗ ମଣ୍ଡପ ବଡିବା ପରେ ଶ୍ରୀଜୀଉଙ୍କ ମଇଲମ ହୋଇ ମହାସ୍ନାନ ହୋଇଥିଏ । ତିନୋଟି ରୂପା ପିଙ୍ଗନରେ ଚନ୍ଦନ ବିଜେ ହୋଇ ସିଂହାସନ ଉପରେ ସର୍ବାଙ୍ଗ ଲାଗି…

୨୦୦ ଟିପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଉପର ମୁହାଁ । ପୁଣି ଆଜି ୧୦ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ମୃତ୍ୟକଙ୍କ ମଧ୍ୟରୁ ଗଞ୍ଜାମ ଓ ରାୟଗଡା ଜିଲ୍ଲାରୁ ୩, ଗଜପତି ୨, ଖୋର୍ଦ୍ଧା ଓ କଳାହାଣ୍ଡିରୁ ଜଣେ…

ରାଜ୍ୟର ଗୋଟିଏ ଦିନରେ ୧୩୮୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଜଟିଲ ହେବାରେ ଲାଗିଛି । ଗତ ୨୪ ଘଂଟାରେ ନୂଆ ୧୩୮୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୫୧୧ ସ୍ଥାନୀୟ ସଂକ୍ରମିତ ଓ ୮୭୩ ସଙ୍ଗରୋଧ କେନ୍ଦ୍ରର ବେଶଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି…

ବିଦେଶ ଯାତ୍ରୀଙ୍କ ପାଇଁ କେନ୍ଦ୍ରର ନୂଆ ଗାଇଇଲାଇନ

ନୂଆଦିଲ୍ଲୀ- ବିଦେଶି ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଭାରତରେ ପଂହଚିବା ପରେ ୭ ଦିନ ପେଡ୍ ଇନଷ୍ଟିଚୁ୍ୟସନାଲ କ୍ୱାରେଂଟାଇନ ରହିବାକୁ ପଡିବ । ଯେଉଁ ଯାତ୍ରୀ ଆସିବେ ଯାତ୍ରାର ୭୨ ଘଂଟା ପୂର୍ବରୁ ଅନଲାଇନ୍ ପୋର୍ଟାଲ ଜରିଆରେ ସୂଚନା ଦେବେ । ଏତଦ୍…

ସଫଳତାର ସହ ଓହ୍ଳାଇଲା ସ୍ପେସ ଏକ୍ସ ଡ୍ରାଗନ୍

ୱାଶିଂଟନ- ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ଘରୋଇ ସ୍ପେସ୍ ଏଜେନ୍ସି ମିଳିତ ମହାକାଶ ଯାନ ସଫଳ ହୋଇଛି । ମହାକାଶଚାରୀ କମାଣ୍ଡର ବବ୍ ବେହେଙ୍କେନ୍ ଓ ପାଇଲଟ୍ ଡଗ୍ ହର୍ଲି ଭୂପୃଷ୍ଠକୁ ଅବତରଣ କରିଛନ୍ତି । ମହାକାଶଚାରୀ ଫ୍ଲୋରିଡା ଉପକୂଳ ସମୁଦ୍ରରେ ପାରାଚୁ୍ୟଟ୍ ଦ୍ୱାରା…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କରୋନାରେ ପୀଡିତ

ବେଙ୍ଗାଲୁର- କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁ୍ୟରପ୍ପା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ସେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ତାଙ୍କୁ ମାନିପାଲ୍ ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ୟେଦୁ୍ୟରପ୍ପାଙ୍କ…

ଅମିତ ଶାହାଙ୍କୁ କରୋନା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କରୋନା ହୋଇଛି । ଟେଷ୍ଟ ପରେ କରୋନା ପଜେଟିଭରେ ସେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି । ଏହା ଶ୍ରୀ ଶାହା ନିଜେ ଟ୍ୱିଟ କରି ଜଣାଇଛନ୍ତି । ସୂଚନାଯୋଗ୍ୟ ୫ ତାରିଖରେ ରାମ ମନ୍ଦିର ଶିଳାନ୍ୟାସ ଉତ୍ସବରେ ଯୋଗ ଦେବାକୁ ତାଙ୍କର ଯେଉଁ…

ରାକ୍ଷୀ ପୂର୍ଣ୍ଣିମା ଆଜି: ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ପୁରୀ : ରାକ୍ଷୀ ପୂର୍ଣ୍ଣିମା ଖାଲି ମଣିଷ ନୁହେଁନ୍ତି ଭଗବାନ ମଧ୍ୟ ଏହି ସଂପର୍କର ଡୋରୀରେ ବନ୍ଧା ହୋଇ ପାଳନ କରିଥାନ୍ତି ରାକ୍ଷୀ ପୂର୍ଣ୍ଣମା । ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କ ରକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା ଏଥିପାଇଁ ପାଟରା ବିଶୋଇ ସେବାୟତ ରାକ୍ଷୀ ତିଆରି କରି ଯୋଗାଇ…

ଶିକ୍ଷକଙ୍କୁ ଦିଆଯିବ ଅନଲାଇନ ଶିକ୍ଷାଦାନ ତାଲିମ

ଭୁବନେଶ୍ୱର: ୧୦୧ ଉତ୍କର୍ଷ ବିଦ୍ୟାଳୟରେ ଓ ୩୦ଜିଲ୍ଲାର ୩୦ଟି +୨ କଲେଜ ଶିକ୍ଷକଙ୍କୁ ଅନ୍ଲାଇନ ତାଲିମ ଦିଆଯିବ । ୪ତାରିଖରୁ ୫ଦିନ ଧରି ଏହି ତାଲିମ ଦିଆଯିବ । ପ୍ରତିଟି କଳେଶଜର ପ୍ରିନ୍ସପାଲଙ୍କୁ ଉକ୍ତ ତାଲିମ ଦିଆଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି । ଉକ୍ରର୍ଷ ବିଦ୍ୟାଳୟର…

ଚାଷୀଙ୍କ ଆତ୍ମହତ୍ୟା!

ଭଦ୍ରକ: ଋଣ ସୁଝି ନପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ଏଭଳି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ବ୍ଲକ ରାଜୁଆଳି ବନ୍ଧାା ଗାଁରେ । ଅର୍ଥ ଲଗାଣକାରୀ ସଂସ୍ଥା ଋଣ ସୁଝିବା ପାଇଁ ବାଧ୍ୟ କରିବାରୁ ଗାଁର ଚାଷୀ ମହେନ୍ଦ୍ରଙ୍କ ପତ୍ନୀ ଓ ବୋହୂ ୪ଟି ଅର୍ଥଲଗାଣକାରୀ ସଂସ୍ଥାରୁ ୫୦ ହଜାର ଟଙ୍କା ଋଣ…