ଓଡ଼ିଶା ସରକାର ହରାଇବେ ୧୪୦ କୋଟି ରାଜସ୍ୱ
ନୂଆଦିଲ୍ଲୀ: ରାଜ୍ୟ ରାଜକୋଷ ଉପରେ ଭାରୀ ପଡ଼ୁଛି ପ୍ରଶାସନିକ ନୀରବତା। ଫଳରେ ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ ଠାରୁ ବକେୟା ୧୪୦ କୋଟି ଟଙ୍କାର ପ୍ରବେଶ କର ଅର୍ଥ ହରାଇବାକୁ ଯାଉଛନ୍ତି ଓଡ଼ିଶା ସରକାର। ଆଇନ ଅନୁଯାୟୀ ବକେୟା ପ୍ରାପ୍ୟ ପାଇବାକୁ ଓଡ଼ିଶା ସରକାର ହକ୍ଦାର ହୋଇଥିଲେ ମଧ୍ୟ!-->…