କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କରୋନା ପଜିଟିଭ୍‌

ବେଙ୍ଗାଲୁରୁ: କରୋନା କବଳରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଧ ରମୈୟା । କରୋନା ପଜିଟିଭ ଚିହ୍ନଟ ପରେ ହସ୍ପିଟାଲରେ ଭର୍ତ୍ତି । ଏନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ଟ୍ବିଟ କରି ଲେଖିଛନ୍ତି, ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । ତେଣୁ…

ରାଜ୍ୟରୁ ଆଉ ୧୩୮୪ ପଜିଟିଭ୍ ଚିହ୍ନଟ, ୩୭,୬୮୧ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରୁ ଆଜି ଆଉ ୧୩୮୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୯ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୯୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ମଙ୍ଗଳବାର ଚିହ୍ନଟ…

ଆତ୍ମହତ୍ୟା ସପକ୍ଷରେ ମୁମ୍ବଇ ପୁଲିସ!

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ପଛରେ କୌଣସି ରାଜନେତାଙ୍କ ସମ୍ପୃକ୍ତିର ପ୍ରମାଣ ନାହିଁ। ମୁମ୍ବଇ ପୁଲିସର ତଦନ୍ତ ସମୟରେ ରାଜନେତାଙ୍କ ସମ୍ପୃକ୍ତି ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ। ଏପରିକି କୌଣସି ରାଜନୈତିକ ବ୍ୟକ୍ତି ବିଶେଷ ଏ ସମ୍ପର୍କରେ ପ୍ରମାଣ…

ଯାଞ୍ଚ ହେବ ଶିକ୍ଷାନୁଷ୍ଠାନ, ୬୭ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚମାଧ୍ୟମିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନାମଲେଖା ପୂର୍ବରୁ ଏଗୁଡ଼ିକର ସ୍ଥିତି ନେଇ ଯାଞ୍ଚ କରାଯିବ। ବିଦ୍ୟାଳୟୟ ଫଳାଫଳ, ଶିକ୍ଷାଦାନ ବ୍ୟବସ୍ଥା, ଭିତ୍ତିଭୂମି ଆଦି ତନଖି କରାଯିବ। ସ୍ୱୀକୃତି ପାଇଁ ବିଦ୍ୟାଳୟ ଯୋଗ୍ୟ କି ନା ତାହାର ତଦାରଖ ହେବ। ଏଥିପାଇଁ ଉଚ୍ଚ…

କରୋନା ନେଲା ଆଉ ୯ ଜୀବନ, ୨୧୬ରେ ପହଞ୍ଚିଲା ରାଜ୍ୟର ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ମଙ୍ଗଳବାର ମୃତ୍ୟୁବରଣ କରିଥିବା ୯ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ମୃତ୍ୟୁବରଣ…

ହାଇକୋର୍ଟରେ ମାମଲା, ଧର୍ମାନୁଷ୍ଠାନ ଖୋଲିବାକୁ ନିବେଦନ

କେନ୍ଦ୍ର ସରକାରଙ୍କ ନିୟମାବଳୀ ଉଲ୍ଲଂଘନ କରି ରାଜ୍ୟ ସରକାର ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲିବା ପ୍ରସଂଗରେ କଟକଣା ଜାରି କରିଛନ୍ତି ଅଭିଯୋଗ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ତ୍ରିଲୋଚନ ରଥଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ କେନ୍ଦ୍ର ସରକାର ମେ ୩୦ରେ…

ମରୁଡି ମୁହାଁ ଓଡିଶା

ଭାରତୀୟ ପାଣପାଗ ବିଭାଗ(ଆଇଏମଡି)ର ପୂର୍ବାନୁମାର ଆଧାରରେ ଜୁନ, ଜୁଲାଇ ମାସରେ ମୌସୁମୀ ସ୍ୱଭାବିକ ରହିବ ଏବଂ କେତେକ ସ୍ଥାନରେ ଅତ୍ୟଧିକ ବର୍ଷା ହେବ ବୋଲି ଯେଉଁ ଆକଳନ କରାଯାଇଥିଲା, ତାହା ଏବେ ଭୁଲ ପ୍ରମାଣିତ ହୋଇଛି । ଏବେ ଶ୍ରାବଣ ମାସ ସରିବାକୁ ବସିଲାଣି । ଅଥଚ ବର୍ଷା ଦେଖାନାହିଁ ।…

ଗିରଫ ୬ ଚୋରଙ୍କୁ କୋର୍ଟ ଚାଲାଣ

ବାଲିକୁଦା: ଗତ ଦୁଇ ଦିନ ତଳେ ବାଲିକୁଦା ପୁଲିସ ଗିରଫ କରିଥିବା ୬ ଜଣ ଚୋରଙ୍କୁ ଆଜି କୋର୍ଟ ଚାଲାଣ କରିଛି । ଏସପିଙ୍କ ନିର୍ଦେଶରେ ଗଠିତ ସ୍ୱତନ୍ତ୍ର ଟିମ ଓ ବାଲିକୁଦା ପୁଲିସର ମିଳିତ ଚଢଉ କ୍ରମେ ଏହି ଚୋର ମାନଙ୍କୁ କାବୁ କରା ଯାଇ ପାରିଥିଲା । ସମସ୍ତ ଚୋରଙ୍କ ଘର ତିର୍ତୋଲ ଥାନା ଅଂଚଳରେ…

ଅନୁଗୋଳରେ ପଜିଟିଭ ସଂଖ୍ୟା ୩୪୫

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୬ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫ରେ ପହଞ୍ଚିଲା । ସେମାନଙ୍କ ମଧ୍ୟରୁ ତାଳଚେର ବ୍ଲକ ଅଞ୍ଚଳରୁ ସର୍ମାଧିକ ୫ଜଣ ଓ ଜଣେ ଅନୁଗୋଳ ପୌରାଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ…

ସାମ୍ବାଦିକଙ୍କ ଘରୁ ଲୁଟ

ଭୁବନେଶ୍ୱର: ରାଜଧାନୀର ଜନସାଧାରଣ ସୁରକ୍ଷିତ ନୁହଁନ୍ତି । ରାଜଧାନୀରେ ଦିନକୁ ଦିନ ଲୁଟ ତରାଜ ବଢି ବଢି ଚାଲିଛି । କିଛି ଦନ ତଳେ ଭିଜିଲାନ୍ସ ଡିସିପି ତନୁଜା ମହାନ୍ତିଙ୍କ ଘରୁ ଦୂବୃତମାନେ ତାଙ୍କର ସୁନା ଗହଣା ଲୁଟ କରିନେଇ ଯାଇ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ଦେଇ ଖସିଗଲେ । ପୋଲିସ…