ଯାଞ୍ଚ ହେବ ସମସ୍ତ ଉଚ୍ଚ ବିଦ୍ୟାଳୟର ସ୍ଥିତି

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚମାଧ୍ୟମିକ ଶିକ୍ଷାନୁଷ୍ଠାନ ଗୁଡିକରେ ନାମଲେଖା ଗୁଡିକରୁ ରାଜ୍ୟର ସମସ୍ତ ହାଇସ୍କୁଲ ଗୁଡିକର ସ୍ଥିତି ଯାଞ୍ଚ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ବିଦ୍ୟାଳୟ ଫଳାଫଳ, ଶିକ୍ଷାଦାନ ବ୍ୟବସ୍ଥା, ଭିତିଭୂମି ଆନତ ତନଖି କରାଯିବ । ସ୍ୱୀକୃତି ପାଇଁ…

ହୀରାକୁଦ ଜଳଭଣ୍ଡାର: ପଞ୍ଜୁରୀରେ ହେବ ମାଛ ଚାଷ

ଭୁବନେଶ୍ୱର: ପଞ୍ଜୁରୀ ଭିତରେ ମାଛ ଚାଷ କରିବାକୁ ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରକୁ ବଛାଯାଇଛି । ଏହାର ଲକ୍ଷ୍ୟ ହେଉଛି, ମଧୁର ଜଳ ମାଛ ଉତ୍ପାଦନ ବୃଦ୍ଧି କରିବା । ଏଥି ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି…

ବିରଜା ସାହିତ୍ୟ-ସଂସ୍କୃତି ଓ ଗବେଷଣା ପରିଷଦର ରକ୍ଷାବନ୍ଧନ ଉତ୍ସବ

ଯାଜପୁର: ମହାମାରୀ କୋଭିଡ୍-୧୯ର ସମସ୍ତ ନିୟମାବଳିକୁ ପାଳନ ପୂର୍ବକ ତଥା ସାମାଜିକ ଦୂରତା ରକ୍ଷାକରି ବିରଜା ସାହିତ୍ୟ ସଂସ୍କୃତି ଓ ଗବେଷଣା ପରିଷଦର ରକ୍ଷାବନ୍ଧନ ଉତ୍ସବ ଶ୍ରୀଧରପୁରସ୍ଥିତ ଆଂଚଳିକ କାର୍ଯ୍ୟାଳୟରେ ସଭାପତି ସାର୍ ନଟବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ…

ଅନୁଗୋଳରେ ଆଉ ୧୨ କରୋନା ପଜିଟିଭ

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୨ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୫୭ରେ ପହଂଚିଲା । ୧୨ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଂଚଳରୁ ୯ଜଣ ଛେଣ୍ଡିପଦା ବ୍ଲକ ଅଂଚଳରୁ ୨ଜଣ ଓ ତାଳଚେର ବ୍ଲକ ଅଂଚଳରୁ ଜଣେ ଚିହ୍ନଟ…

୩ ସ୍ୱତନ୍ତ୍ର ଟ୍ରେନ ଅବଧି ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ (୦୨୮୬୧/୦୨୮୬୧) ସେବାକୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଛି । ଏହି ଟ୍ରେନ୍ ଅଗଷ୍ଟ ୩ରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ରାଉରକେଲାଠାରୁ ପ୍ରତିଦିନ ସକାଳ ୫ଟା ୧୦ରେ ଛାଡ଼ିବାକୁ…

ଏସସିବି ଆଇସୋଲେସନରେ ହେବ ଡାଏଲିସିସ୍

କଟକ: କଟକ ବଡ଼ ଡାକ୍ତରଖାନାର ସ୍ୱତନ୍ତ୍ର କରୋନା ଆଇସୋଲେସନ୍ ୱାର୍ଡରେ ଏଣିକି ମିଳିବ ଡାଏଲିସିସ ସୁବିଧା । ଏଥିପାଇଁ କୋଲକତାରୁ ୩ ଜଣ ଇଂଜିନିୟର କଟକ ପହଂଚି କାମ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ, ୩ଟି ଆର୍ଓ ପ୍ଲାଂଟ ମେସିନ୍ ବସାଯିବ, ଯେଉଁଥିରେ ସପ୍ତାହକୁ ୩୦ ଜଣ ରୋଗୀ ଡାଏଲିସିସ୍…

କ୍ରାନ୍ତି ଦିବସରୁ ସପ୍ତାହବ୍ୟାପୀ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିବ ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ୱର: କ୍ରାନ୍ତି ଦିବସରୁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସପ୍ତାହବ୍ୟାପୀ ଜୀବନବିନ୍ଦୁ ରକ୍ତଦାନ ଶିବିର ଆରମ୍ଭ ହେବ । ସାରା ରାଜ୍ୟରେ ଚାଲିବ ଏହି ସ୍ୱତନ୍ତ୍ର ଅଭିଯାନ । ଅଗଷ୍ଟ ୯ ତାରିଖରୁ ୧୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଭିଯାନ ରାଜ୍ୟର ସମସ୍ତ ଜିଲାରେ ଆୟୋଜନ ହେବ । ଏନେଇ…

ପଞ୍ଜାବ ମଦ ମୃତ୍ୟୁ ଘଟଣାର ସିବିଆଇ ଓ ଇଡି ଦ୍ୱାରା ତଦନ୍ତ ଦାବି

ଚଣ୍ଡିଗଡ଼ :  ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ଘଟଣାର ସିବିଆଇ ଓ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ତଦନ୍ତ କରାଯିବାକୁ କଂଗ୍ରେସର ଦୁଇଜଣ ରାଜ୍ୟସଭା ସାଂସଦ ଦାବି କରିଛନ୍ତି। ପଞ୍ଜାବରେ ବିଷାକ୍ତ ମଦ୍ୟପାନ କରି ୧୦୮ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହି ଦୁଇଜଣ ସାଂସଦ ହେଉଛନ୍ତି ପ୍ରତାପ…

ଭାରତୀୟ ଟୀକା ‘‘କୋଭିସିଲ୍ଡ଼’ ପାଇଁ ବରାଦ ଦେଲେଣି ବିଶ୍ଵର ବିଭିନ୍ନ ଦେଶ

ଭାରତ ନିମନ୍ତେ ୫୦ କୋଟି ଟୀକା ଯୋଗାଇ ପାରିବ ସେରମ ଇନଷ୍ଟିଚ୍ୟୁଟ୍ ପ୍ରତି ମିନିଟରେ ଅନ୍ୟୂନ ୫୦୦ କୋବିଡ଼ ଟୀକା ପ୍ରସ୍ତୁତ କରିପାରିବ କମ୍ପାନୀ କରୋନା ସଂକ୍ରମଣ ସାରା ବିଶ୍ଵ ପାଇଁ ଚିନ୍ତାଜନକ ହୋଇଛି । ତେବେ ଏହା ମଧ୍ୟରେ ଏକ ଆଶ୍ଵସ୍ତିର କଥା ହେଉଛି ସଂକ୍ରମିତଙ୍କ ମଧ୍ୟରୁ ଏକ ବଡ଼…

କୋଭିଡ୍‍-୧୯ ଆରୋଗ୍ୟ ହାର ୬୬.୩୦% : ମୃତ୍ୟୁସଂଖ୍ୟା ୩୮ ହଜାର ୯୩୮

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ରୁ ଆରୋଗ୍ୟଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୧୨ ଲକ୍ଷ ୩୦ହଜାର ୫୦୯କୁ ବୃଦ୍ଧି ପାଇଛି। ଏଥିସହିତ କୋଭିଡ୍‍-୧୯ ଆରୋଗ୍ୟ ହାର ୬୬.୩%ରେ ପହଞ୍ଚିଛି। ଅନ୍ୟପକ୍ଷରେ କୋଭିଡ ନାଇଣ୍ଟିନ୍‍ ମୃତ୍ୟୁହାର  ୨.୦୯%କୁ ହ୍ରାସ ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…