’ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭୂମିପୂଜନ ଓ ସାଧାରଣ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଅଯୋଧ୍ୟାରେ ’ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭୂମିପୂଜନ ବା ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସାଧାରଣ ସଭାରେ ଯୋଗଦେବେ । କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନଗରୀରେ ପୂଜା ଏବଂ ଦର୍ଶନ କରିବେ। ଏହା ପରେ ସେ ଶ୍ରୀ…

ଉପବାସରେ ୨୮ ବର୍ଷ, ରାମ ମନ୍ଦିର ନିର୍ମାଣ ପାଇଁ ୨୮ ବର୍ଷ ହେଲା ଖାଇ ନାହାଁନ୍ତି ୮୧ ବର୍ଷିୟ ଉର୍ମିଳା

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଚାଲିଥିବା ସଂଗ୍ରାମ ଶେଷ ହୋଇଛି ​​ଏବଂ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ପରେ ଆଜି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ପ୍ରଭୁ ରାମଙ୍କ ମହାନ ମନ୍ଦିର ନିର୍ମାଣରେ ଲକ୍ଷ ଲକ୍ଷ ଲୋକ ଅଂଶଗ୍ରହଣ କରୁଛନ୍ତି…

ଉତ୍ସବମୁଖର ଅଯୋଧ୍ୟା; ହନୁମାନଙ୍କ ଦର୍ଶନ ପରେ ଭୂମିପୂଜନ କରିବେ ମୋଦୀ

କାର୍ଯ୍ୟକ୍ରମରେ ଭାଗ ନେବେ ୧୩୫ ଜଣ ସାଧୁ ସନ୍ଥ ଅଯୋଧ୍ୟା : ରାମମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ପୂର୍ବରୁ ଅଯୋଧ୍ୟା ଉତ୍ସବମୁଖର ହୋଇପଡ଼ିଛି ଭୂମିପୂଜନ କାର୍ଯ୍ୟକ୍ରମକୁ ଲୋକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଅଯୋଧ୍ୟା ନଗରୀରେ ରାମ କୀର୍ତ୍ତନ ଓ ରାମଚରିତ ମାନସ ଭଳି ଧାର୍ମିକ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା

ନୂଆଦିଲ୍ଲୀ:କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କୁ ହରିୟାଣାର ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି ଏନେଇ ସେ ନିଜେ ଟୁଇଟି କରି ଜଣାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଦ୍ୱିତୀୟ…

ଦେଶରୁ ହଟିଲା ଚୀନର ଦୁଇ ଆପ୍

ନୂଆଦିଲ୍ଲୀ: ନିକଟ ଅତୀତରେ ଚୀନର ଶତାଧିକ ଆପକୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିବା ବେଳେ ପୁଣି ଦୁଇ ଲୋକପ୍ରିୟ ଆପ୍ ଭାରତରୁ ବ୍ୟାନ୍ ହୋଇଛି । ବାଇଦୁ ସର୍ଚ ଏବଂ ୱାଇବୋ ଆପ୍କୁ ଭାରତରେ ବ୍ୟାନ୍ କରାଯାଇଥିବା ସୂଚନା ରହିଛି । ୨୦୦୯ ମାସରେ ଲଞ୍ଚ ହୋଇଥିବା ୱାଇବୋ ଆପ୍ର ଏବେ ସୁଦ୍ଧା ୫୦୦…

ସେବାର ମାନ ବୃଦ୍ଧି ଓ କୋଭିଡ

ମଣିଷ ସମାଜ କାହିଁ କେଉଁ ଅନନ୍ତକାଳରୁ ଚାଲିଆସିଛି । ବଣ, ପର୍ବତ, ପାହାଡ଼ ଓ ଗୁମ୍ଫା ଆଦିର ଜୀବନକୁ ଅତିକ୍ରମ କରି ଏବେ ସେ ହାଇଟେକ୍ ଯୁଗରେ ପହଞ୍ଚଛି । ପ୍ରତି ସ୍ତରରେ ମଣିଷର ବିକାଶ ଘଟିଛି । ଏହି ବିକାଶ କହିଲେ, କିଏ କ’ଣ ବୁଝେ, ତାହା ବୁଝିବା ମୁସ୍କିଲ । କିନ୍ତୁ ସାଧାରଣ ଭାବେ…

ଏ ଏନ ଏମ କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା: ମୟୂରଭ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୯ ବାଘରାରୋଡ଼ ଅଞ୍ଚଳରେ ରହୁଥିବା ଜଣେ ଏ ଏନ ଏମ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ଶଶୁର ଘରୁ ମିଳିଛି । ତେବେ ମୃତ ମହିଳାଙ୍କ ଶଶୁର ଘର ପକ୍ଷରୁ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ତାଙ୍କ…

ମିଳୁନି ସରକାରୀ ଆବାସ,ବିଧବା ଭତା, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ଯାଜପୁର: ଦୀର୍ଘ ବର୍ଷ ହେଲା ସ୍ୱାମୀ ଆରପାରିକୁ ଗଲେଣି । ମୂଲ ମଜୁରୀ ଲାଗି କଷ୍ଟେ ମଷ୍ଟେ ଦିନ କଟୁଛି । ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କାଘରଟିଏ ନଥିବାରୁ ନୂଆଣିଆ ଚାଳ ଘର ହିଁ ଏକମାତ୍ର ଭରଷା । ତଥାପି ବିଧବା ଭତା ହେଉ କିମ୍ବା ସରକାରୀ ଆବାସ ଭଳି ସରକାରୀ ଯୋଜନା ସବୁ ସାତସପନ ପାଲଟିଛି ।…

ବୁର୍ଲା ଭିମସାରରେ ୯ ଡ଼ାକ୍ତରଙ୍କୁ କରୋନା , ଭେଷଜ ବିଭାଗ ଓପିଡି ବନ୍ଦ

ବୁର୍ଲା: ବୁର୍ଲା ଭିମସାରରେ ଏକାସାଙ୍ଗରେ କିଛି ଵରିଷ୍ଠ ଡ଼ାକ୍ତରଙ୍କ ସହିତ ଅନ୍ୟ ଡ଼ାକ୍ତର ପ୍ରାୟ ୯ ଜଣ ଡ଼ାକ୍ତରଙ୍କ ସମେତ ୧୨ ଜଣ କରୋନା ପଜିଟିଭ ଵାହାରିବା ପରେ ମେଡ଼ିସିନ ଓପିଡି ଵନ୍ଦ କରି ଦିଆଯାଇଛି। ସୂଚନା ଅନୁଯାୟୀ, ଗତ ୩୧ ତାରିଖ ଦିନ ଏଚଡିୟୁ(ହାଇ ଡିଫେନସିଭ ୟୁନିଟ)ରୁ କରୋନା…

ଏଟିଏମ ପାଲଟିଛି ଅସହାୟ ବୃଦ୍ଧାଙ୍କ ଆଶ୍ରୟସ୍ଥଳ

ଚମ୍ପୁଆ: ମାଳ ମାଳ ଯୋଜନା କରି ସରକାର ବିକାଶର ଡିଣ୍ଡିମ ପିଟୁ ଥିôବା ବେଳେ ଧନୀକ ନିର୍ବାଚନ ମଣ୍ଡଳୀ ଚମ୍ପୁଆ ଉପଖଣ୍ଡରେ ରାସ୍ତା ଘାଟର ଦୂରାବସ୍ଥା , ଖଟିଆରେ ରୋଗୀ ବୁହା ହେବା, ଅସହାୟ ବୃଦ୍ଧାଙ୍କ ଆଶୟସ୍ଥଳ ଏଟିମ ଗୃହ ପ୍ରଭୃତି ନଗ୍ନ ଘଟଣା ବିକାଶର ଅସଲ ସ୍ୱରୁପକୁ ପଦାରେ ପକାଇ ଦେଇଛି ।…