କରୋନାରୁ ସୁସ୍ଥ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ- କରୋନାରୁ ସୁସ୍ଥ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ପାରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । କିନ୍ତୁ ସେ ୧୧ ଦିନ ହୋମ କ୍ୱାରେଂଟାଇନ ଓ ୭ ଦିନ ଯାଏ ନିଜ ସ୍ୱାସ୍ଥ୍ୟ ପାଂଚ କରିବାକୁ ଡାକ୍ତର…

ଶିଳାନ୍ୟାସ ହେଲା ରାମ ମନ୍ଦିର

ଅଯୋଧ୍ୟା- ବହୁ ଅପେକ୍ଷାର ଅନ୍ତ ଘଟିଛି । ଶେଷରେ ଶିଳାନ୍ୟାସ ହେଲା ଅଯୋଦ୍ଧା ରାମ ମନ୍ଦିର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ ମନ୍ଦିରର ଶିଳାନ୍ୟାସ କରିଛନ୍ତି । ଭୂମି ପୂଜା ପରେ ଶିଳାନ୍ୟାସ କାର୍ଯ୍ୟ ଆରମ୍ଭ ହୋଇଛି । ଶିଳାନ୍ୟାସ ପାଇଁ ସ୍ୱତନ୍ତ୍ର ରୁପା ଇଟା ସ୍ଥାପନ କରାଯାଇଛି ।…

ପୂଜାରେ ବସିଛନ୍ତି ମୋଦୀ

ନୂଆଦିଲ୍ଲୀ- ଶ୍ରୀରାମଙ୍କ ନିର୍ମାଣ ପାଇଁ ଆୟୋଜିତ ହୋଇଥିବା ଭୂମି କାର୍ଯ୍ୟ ଅରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଭୂମି ପୂଜା ମଣ୍ଡପରେ ବସି ସମସ୍ତ ନୀତିକାନ୍ତି କରୁଛନ୍ତି । ପୂଜା ଶେଷ ହେବାପରେ ମୋଦୀ ଶିଳାନ୍ୟାସ କରିବେ । ଏହି ସମୟରେ ୪୦ କେଜି ଓଜନର ରୂପା ସ୍ଳାବ ପ୍ରତିଷ୍ଠା କରିବେ ଓ…

ହନୁମାନଗଡି ମନ୍ଦିରରେ ପ୍ରଧାମନ୍ତ୍ରୀଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଦ୍ଧାରେ ପଂହଚିବା ପରେ ହନୁମାନଗଡି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସ୍ୱତନ୍ତ୍ର ବିମାନ ଯୋଗେ ସକାଳ ୯,୩୦ରେ ଦିଲ୍ଲୀରୁ  ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିଲେ ।  ଲକ୍ଷ୍ନୌରେ ଅବତରଣ କରିବା ପରେ ହେଲିକପ୍ଟର ଯୋଗେ ଅଯୋଦ୍ଧାରେ…

ଆଜି ଠାରୁ ଖୋଲିଲା ଯୋଗକେନ୍ଦ୍ର ଓ ଜିମ୍ ସେଂଟର

ନୂଆଦିଲ୍ଲୀ- ଦୀର୍ଘ ୪ ଧରି ବନ୍ଦ ରହିଥିବା ଯୋଗକେନ୍ଦ୍ର ଓ ଜିମ୍ ସେଂଟର ଆଜି ଖୋଲିଛି । ଏଥିପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ୧- କଂଟେନମେଂଟ ଜୋନ ବାହାରେ ଥିବା ଜିମ୍ ଓ ଯୋଗକେନ୍ଦ୍ରକୁ ଅନୁମତି ମିଳିଛି । ୨- ୬୫ ବର୍ଷୀୟ ବୟସ୍କ ବ୍ୟକ୍ତି , ଗର୍ଭବତୀ ଓ ୧୦…

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୧୮କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ରେର୍କଡ ପାର କରୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ୧୩୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ…

ରାଜ୍ୟରେ କରୋନା ନେଲା ୯ ଜୀବନ

ଭୁବନେଶ୍ୱର- ରାଜ୍ୟରେ କରୋନା ମୃତ୍ୟୁ ପ୍ରତ୍ୟେକ ଦିନ ରେର୍କଡ ପାର କରୁଛି । ଗତ ୨୪ ଘଂଟାରେ ୯ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାଣ ହରାଇଥିବା ୯ ମୃତକଙ୍କ ମଧ୍ୟରୁ ୫ ଗଞ୍ଜାମ, ଗଜପତି, କେନ୍ଦୁଝର,…

ସ୍ୱାଧୀନତା ଦିବସ ପାଇଁ ରାଷ୍ଟ୍ରପତି ଭବନକୁ ୯୦ ଜଣ ଆମନ୍ତ୍ରଣ

ନୂଆଦିଲ୍ଲୀ- କୋଭିଡ-୧୯ ପରିସ୍ଥିତି ଯୋଗୁଁ ଚଳିତ ବର୍ଷ ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ଭବନକୁ ୯୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ । ପୂର୍ବରୁ ସ୍ୱାଧୀନତା ଦିବସରେ ୧୫୦୦ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯାଉଥିଲା । ତେବେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି…

୨ ମିନିଟ୍ ପାଇଁ ନୀରବ ପ୍ରାର୍ଥନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର- କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଆଜି ୬ ଟାରୁ ୬ଟା ୨ ମିନିଟ୍ ପର୍ଯ୍ୟନ୍ତ ନୀରବ ପ୍ରାର୍ଥନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । ରାସ୍ତା, ଘାଟ ଯିଏ ଯେଉଁଠି ଥିବେ ସେହି ଠାରେ ନୀରବ ପ୍ରାର୍ଥନା କରିବେ । ଟ୍ରାଫିକ୍ ମଧ୍ୟ ଦୁଇ ମିନିଟ୍ ପାଇଁ ବନ୍ଦ…

ରାମ ମନ୍ଦିର ଭୂମିପୂଜା ପାଇଁ ପୁରୀ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ପୁରୀ- ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜା ପାଇଁ ପୁରୀ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ପଟ୍ଟଯୋଶୀ ଜନାର୍ଦ୍ଧନ ମହାପାତ୍ର ଏନେଇ ଏକ ସୂଚନା ଦେଇଛନ୍ତି । କୋଟି କୋଟି ଭକ୍ତଙ୍କ ଭକ୍ତିଭାବ ଯୋଗୁ ଆଜି ରାମ ମନ୍ଦିା ହେବାକୁ…