ବିରୁଟ୍ ବିସ୍ଫୋରଣ ଭୟାବହ ଆକ୍ରମଣ ସଦୃଶ : ରାଷ୍ଟ୍ରପତି ଟ୍ରମ୍ପ୍
୭୮ ପ୍ରାଣହାନୀ ଓ ପ୍ରାୟ ୪୦୦୦ ଆହତ ହୋଇଥିବା ସୂଚନା
ୱାସିଂଟନ୍: ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଛନ୍ତି ଯେ, ମଙ୍ଗଳବାର ଦିନ ବିରୁଟ୍ରେ ହୋଇଥିବା ବିଶାଳ ବିସ୍ଫୋରଣ ଭୟାବହ ବୋମା ଆକ୍ରମଣ ପରି ମନେହେଉଥିବା କଥା ତାଙ୍କୁ ଆମେରିକୀୟ ଜେନେରାଲ୍ମାନେ କହିଛନ୍ତି। ଏଠାରେ ସୂଚାଇ!-->!-->!-->…