ଡ୍ରାଇଭିଂ ଲାଇସେନ୍ସ ସେବା ଅନଲାଇନରେ ପାଇପାରିବେ
ଭୁବନେଶ୍ୱର- ଡ୍ରାଇଭିଂ ଲାଇସେନ୍ସ ସେବା ଅନଲାଇନରେ ପାଇପାରିବେ ବୋଲି ରାଜ୍ୟ ପରିବହନ କମିଶନର ପକ୍ଷରୁ ସୂଚନା ମିଳିଛି । ଆବେଦନ କାରୀ ସାରଥୀ ୱବେ ପୋର୍ଟାଲ WWW. PRARIVAHAN.GOV.IN ରେ ଆବେଦନ କରିପାରିବେ । ଆବେଦନକାରୀ କଣ କଣ ଆବେଦନ କରିବେ ସେଥିପାଇଁ ଆରଟିଓ ପକ୍ଷରୁ!-->…