କୋଭିଡ ହସ୍ପିଟାଲର ଅଗ୍ନି ନିରାପତା ସୁରକ୍ଷା ଯାଂଚ
ଭୁବନେଶ୍ୱର- ରାଜ୍ୟର ସମସ୍ତ କୋଭିଡ ମେଡିକାଲରେ ଅଗ୍ନି ନିରାପତା ସୁରକ୍ଷା ଯାଂଚ କରାଯିବ ବୋଲି ଅଗ୍ନଶମ ଡିଜି ସତ୍ୟଜିତ ମହାନ୍ତି କହିଛନ୍ତି । ଅଗ୍ନି ନିରାପତା ଯାଂଚ କରିବାକୁ ଏଏଓ ଏବଂ ଡିଏଓଙ୍କୁ କୁହାଯାଇଛି । ଯାଂଚ ସମୟରେ ଯଦି କୌଣସି ଅସୁବିଧା ଦେଖିଦିଏ ତେବେ ତୁରନ୍ତ ପରାମର୍ଶ ଦବାକୁ!-->…