ବିଦ୍ୟୁତ ପ୍ରକଳ୍ପ ଗଲା କୁଆଡେ?

ବଅଁରପାଳ: ନାଲକୋ ଅନୁଗୋଳ ସ୍ଥିତ ଆଲୁମିନିୟମ ଉତ୍ପାଦନ କରୁଥିବା ସ୍ମେଲଟର ପ୍ଲାଂଟକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଧିକ ବିଦ୍ୟୁତ ଶକ୍ତିର ଆବଶ୍ୟକତା ରହିଛି । ସେହି ଆବଶ୍ୟକତାକୁ ପୁରଣ କରିବା ପାଇଁ ନାଲକୋର ନିଜସ୍ୱ ତାପଜ ବିଦ୍ୟୁତ କେନ୍ଦ୍ର ଅଛି । ସେହି ବିଦ୍ୟୁତ ପ୍ରକଳ୍ପରୁ ୧୨୦୦…

ଜିମ୍ ଓ ଯୋଗକେନ୍ଦ୍ର ଚଳଚଂଚଳ, ବ୍ୟାୟାମରେ ବାଧକ ମାସ୍କ

ଭୁବନେଶ୍ୱର: ସରକାର ଧୀରେଧୀରେ କଟକଣା କୋହଳ କରି ବନ୍ଦ ରହିଥିବା କ୍ଷେତ୍ରଗୁଡ଼ିକ ଖୋଲିବାକୁ ଅନୁମତି ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଯୋଗ କେନ୍ଦ୍ର ଓ ଜିମ୍ଗୁଡ଼ିକ ଖୋଲିଛି । ତେବେ ସରକାର ଏଥିପାଇଁ ଯେଉଁ ଏସ୍ଓପି ପାଳନ କରିବାକୁ ସର୍ତ ରଖିଛନ୍ତି ସେଥିରେ ଅସନ୍ତୋଷ ପ୍ରକାଶ କରିଛି ଓଡ଼ିଶା…

ବଲାଙ୍ଗୀରରେ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା

ବଲାଙ୍ଗୀର: ସଂଧ୍ୟା ୬ଟା ସମୟରେ ବଲାଙ୍ଗୀର ଜିଲ୍ଲା ବିଭିନ୍ନ କାର୍ଯ୍ୟାଳୟ ଅନୁଷ୍ଠାନନ ଠାରେ କୋଭିଡ ଯୋଦ୍ଧାଙ୍କ ସମ୍ମରନରର୍ଥେ ଏକ ମିନତଟ ନିରବ ପ୍ରାର୍ଥନା ଓ ଲଢେଇ ଜାରି ରଖିବା ପାଇଁ ଉତ୍ସାହିତ କରିବା ପାଇଁ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ…

ହୋମ୍ କ୍ୱାରାଂଟିନ୍ କାରଗାର ତୁଲ୍ୟ : ଅମିତାଭ

ମୁମ୍ବାଇ: ଅମିତାଭ ବଚ୍ଚନ ରବିବାର ହସ୍ପିଟାଲ୍ରୁ ଘରକୁ ଫେରି ଏବେ ହୋମ କ୍ୱାରାଂଟିନ୍ରେ ଅଛନ୍ତି । ତେବେ ଏହି ହୋମ୍ କ୍ୱାରାଂଟିନକୁ କାରାଗାର ବୋଲି ବର୍ଣ୍ଣନା କରିଛନ୍ତି ବିଗ୍-ବି ନିଜ ବ୍ଲଗ୍ ପୋଷ୍ଟରେ ସେ ଏ ସମ୍ପର୍କରେ ଉଲ୍ଳେଖ କରିଛନ୍ତିି, ଘରେ ଥାଇ ମଧ୍ୟ ଘର ଲୋକଙ୍କ ସହ ସମ୍ପର୍କ ନାହିଁ…

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ୩ଟି ପ୍ରଥମ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମଣ ପାଇଁ ଭୂମି ପୁଜନ କରିଛନ୍ତି । ତେବେ ମୋଦୀଙ୍କ ଅଯୋଧ୍ୟା ଗସ୍ତ ସହ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୩ଟି କାର୍ଯ୍ୟ କରିଛନ୍ତି । ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଅଯୋଧ୍ୟରେ ଦଶମ ଶତାଦ୍ଧୀର ହନୁମାନ ଗଦି ମନ୍ଦିର…

‘ମଡ଼ର୍ଣ୍ଣା’ର କୋବିଡ଼-୧୯ ଟିକାକୁ ମିଳିଲା ସଫଳତା; ମୂଷା ଦେହରେ ପ୍ରୟୋଗ ସଫଳ

ୱାଶିଂଟନ: ଆମେରିକାର ଜୈବ ପ୍ରାଦ୍ୟୋଗିକୀ କମ୍ପାନୀ ମଡ଼ର୍ଣ୍ଣ ଫାର୍ମା ଦ୍ବାରା ବିକଶିତ ଟୀକା ମୂଷାମାନଙ୍କୁ କୋବିଡ଼-୧୯ ସଂକ୍ରମଣରୁ ରକ୍ଷା କରିବା​‌ରେ ସଫଳ ସାବ୍ୟସ୍ତ ହୋଇଛି । କୋବିଡ଼-୧୯ ବିଷାଣୁକୁ ପ୍ରତିହତ କରି ମୂଷାମାନଙ୍କୁ ସୁରକ୍ଷିତ ରଖିବାରେ ଏହି ଟୀକା ସଫଳ ହେବା ଦ୍ବାରା ମଣିଷ…

ରାମ ମନ୍ଦିର ଯାତ୍ରାର ମାର୍ଗଦର୍ଶକ ମହନ୍ତ ରାମଚନ୍ଦ୍ର ଦାସ

ଅଯୋଧ୍ୟା:୨୦୦୩ ଅଗଷ୍ଟ ୩ର କଥା । ମହନ୍ତ ରାମଚନ୍ଦ୍ର ଦାସ ପରମହଂସଙ୍କ ଶେଷ ଯାତ୍ରା ପାଇଁ ସରଜୁ ନଦୀ କୂଳରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ମହନ୍ତ ରାମଚନ୍ଦ୍ର ଦାସ ପରମହଂସ ଥିଲେ ଦିଗମ୍ଭର ଆଖଡ଼ାର…

ଶ୍ରଦ୍ଧାଳୁଙ୍କ ସହ କମୁଛି ଦାନଦକ୍ଷିଣା, ପୂଜାରୀ ପ୍ରଭାବିତ

ସାରନଗରୀ : ମହାମାରୀ କରୋନାର ବିଭୀଷିକା ବଢିବାରେ ଲାଗିଛି । ରାଉରକେଲାର ବିଭିନ୍ନ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ସେହିପରି ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ତଥା ନିକଟବର୍ତି ଅଂଚଳ ବାଲିଯୋଡ଼ି, ନବକୃଷ୍ଣନଗର, ଉତ୍କଳନଗର,ଟାଙ୍ଗରପାଲୀ, ଜଲଦା ସମେତ ଫର୍ଟିଲାଇଜର…

ପ୍ରତି ୧୫ ସେକେଣ୍ଡରେ ମରୁଛନ୍ତି ଜଣେ କରୋନା ରୋଗୀ, ସ୍ଥିତି ଗୁରୁତର ଆଶଙ୍କା

ନୂଆଦିଲ୍ଲୀ:  ସାରା ବିଶ୍ଵରେ କରୋନା ସଂକ୍ରମଣ ସ୍ଥିତି ଦିନକୁଦିନ ଖରାପ ହେବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ ସାରା ବିଶ୍ଵରେ ହାରାହାରି ପ୍ରତି ୧୫ ସେକେଣ୍ଡରେ ଜଣେ କରୋନା ସଂକ୍ରମିତ ମୃତ୍ୟୁବରଣ କରୁଛନ୍ତି । ବର୍ତମାନ ସୁଦ୍ଧା ସାରା ପୃଥିବୀରେ ମୃତକଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ…

କାଶ୍ମୀର ପ୍ରସଙ୍ଗରେ ପୁଣି ନିରାଶ ପାକିସ୍ଥାନ

ୱାଶିଂଟନ: ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ପୁଣି ଥରେ ପାକିସ୍ଥାନକୁ ଲାଗିଛି ବଡ଼ ଧକ୍କା । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସାମିଲ ଦେଶଗୁଡ଼ିକ କାଶ୍ମୁରକୁ ଦ୍ବିପାକ୍ଷିକ ପ୍ରସଙ୍ଗ ଉଲ୍ଲେଖ କରିବା ପରେ ପାକିସ୍ଥାନ ପୁଣିଥରେ ନିରାଶ ହୋଇଛି । ନିରାପତ୍ତା ପରିଷଦର ସଦସ୍ୟ ରାଷ୍ଟ୍ରଗୁଡ଼ିକ…