ବିଶ୍ୱ ହସ୍ତତନ୍ତ ଦିବସ: ପଶ୍ଚିମ ଓଡିଶାରେ ହସ୍ତତନ୍ତ, ପର୍ଯ୍ୟଟନ ଓ କାରିଗରୀ ଗାଁ ପ୍ରତିଷ୍ଠା ଦାବି କଲା ଗ୍ଲୋ
ବଲାଙ୍ଗୀର : ସାରା ବିଶ୍ୱ ପାଳନ କରୁଛି ବିଶ୍ୱ ହସ୍ତତନ୍ତ ଦିବସ । ହସ୍ତତନ୍ତ ଉତ୍ପାଦ ମାନଙ୍କର ଆବଶ୍ୟକ ପ୍ରଚାର, ବୁଣାକାର ମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଥିବା ସତ୍ୱେ ବଲାଙ୍ଗିର ଜିଲା ତଥା ଆଖପାଖ ଜିଲାର ବୁଣାକାର ମାନଙ୍କ ଅବସ୍ଥା ଶୋଚନୀୟ ରହିଛି । ବର୍ତ୍ତମାନ!-->…