ଦିଲ୍ଲୀରେ ପୁଣି ଲଜ୍ୟା

ନୂଆଦିଲ୍ଲୀ- ଦିଲ୍ଲୀରେ ପୁଣି ଏକ ଲଜ୍ଜା ସମ୍ନାକୁ ଆସିଛି । ଜଣେ ୧୩ ବର୍ଷୀୟ ଝିଅକୁ ଦୁଷ୍କର୍ମ ଓ ପରେ ଅତି ଅମାନବୀୟ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମ୍ସରେ ଭର୍ତି କରାଯାଇଛି । ନାବାଳିକାକୁ ହସ୍ପିଟାଲ ଆଣିବା ବେଳେ ତାଙ୍କର…

ଟିକ୍‌ଟକ୍‌, ୱିଚାଟ୍‌କୁ ନିଷିଦ୍ଧ କଲା ଆମେରିକା

ୱାଶିଂଟନ: ଶେଷରେ ଚାଇନିଜ୍‌ ମୋବାଇଲ୍‌ ଆପ୍‌ ଟିକ୍‌ଟକ୍‌ ଏବଂ ୱିଚାଟ୍‌ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁବାର ବିଳମ୍ବିତ ରାତିରେ ଏହି ୨ଟି ଆପ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏକ ଆଦେଶନାମାରେ ହସ୍ତାକ୍ଷର…

ଡାକ୍ତରଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ଗାଏବ କରି ସୁନ୍ଦରୀ ଯୁବତୀ ଗିରଫ

ଅନୁଗୋଳ- ଜଣେ ଅବସରପ୍ରାପ୍ତ ହୋମିଓପ୍ୟାଥିକ ଡାକ୍ତରଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ହଡପ କରି ଗିରିଫ ହୋଇଛନ୍ତି ଜଣେ ସୁନ୍ଦରୀ ଯୁବତୀ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପୂରା ୪ ଲକ୍ଷ ୫୭ ହଜାର ୩୮୫ ଟଙ୍କା ୮୪ ପଇସା ଗାଏବ ହୋଇଯାଇଛି । ବିିଭିନ୍ନ କିସ୍ତିରେ ଏସବୁ ଟଙ୍କା ଉଠା ହୋଇଥିବା…

ରାଜ୍ୟରେ କରୋନା ନେଲା ଆଉ ୧୨ମୁଣ୍ଡ

ଭୁବନେଶ୍ୱର- ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରରେ ଲାଗିଛି । ଆଗି ଗୋଟିଏ ଦିନରେ ୧୨ ଜଣଙ୍କ ମୁଣ୍ଡ ନେଇଛି କରୋନା ଏନେଇ ରାଜ୍ୟ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜମ ଓ ସୁନ୍ଦରଗଡ ଜିଲ୍ଲାରୁ ୩, ମୟୂରଭଞ୍ଜ ,ଗଜପତି,…

ଓଡିଶାରେ ଦିନକରେ ଚିହ୍ନଟ ହେଲେ ୧୮୩୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ଆଜି ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାର ୧୮୩୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୧୧୮ ଓ ଲୋକାଲ କେସ୍ ୭୧୫ ରହିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ୨୭୯, କଟକ ୧୨୪,…

ଖର୍ଚ୍ଚ ହିସାବ ଦେଇନାହାନ୍ତି ସମ୍ବଲପୁର ଓ ରେଭେନ୍ସା ବିଶ୍ବବିଦ୍ୟାଳୟ

ଭୁବନେଶ୍ବର:୨୦୧୯-୨୦ ଆର୍ଥିକ ବର୍ଷ‌ରେ ଜିଆଇଏ ଦରମା ପାଇଁ ସରକାର ଦେଇଥିବା ଅର୍ଥର ହିସାବ ଦାଖଲ କରିନି ରେଭେନ୍ସା ବିଶ୍ବବିଦ୍ୟାଳୟ। ଏଯାବତ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅର୍ଥର ହିସାସ ବା ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରାଯାଇନି। ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟ ଚତୁର୍ଥ ଶ୍ରେଣୀ…

ଇଡି ସମ୍ମୁଖରେ ହାଜର ହେବାକୁ ମନାକଲେ ରିୟା

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଛନ୍ତି ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ଏବଂ ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ)। ଏହି ମାମଲାରେ ଇଡି ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ହାଜର ହେବାକୁ ସମନ ଜାରି କରିଥିଲା। ତେବେ…

ଓଡ଼ିଶା ରୋଲ୍‍ ମଡେଲ୍‍, ସୁନାମି ସୁପରିଚାଳନା ପାଇଁ ୨ଗ୍ରାମକୁ ୟୁନେସ୍କୋ ସାର୍ଟିଫିକେଟ୍‌

ଭୁବନେଶ୍ୱର: ସୁନାମି ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ସଫଳତା। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଦୁଇଟି ଉପକୂଳ ଗ୍ରାମକୁ ସୁନାମି ମୁକାବିଲା ପ୍ରତିରୋଧୀ (ମୁକାବିଲା ପାଇଁ ପ୍ରସ୍ତୁତ) ବୋଲି ୟୁନେସ୍କୋ ପକ୍ଷରୁ ଘୋଷଣା କରାଯାଇଛି। ଭାରତ ମହାସାଗର ଅଞ୍ଚଳ ଭାବେ ଭାରତକୁ ଏହି ସଫଳତା…

ଦେଶର ନୂଆ ସିଏଜି ଭାବେ ନିଯୁକ୍ତି ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ- ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଦେଶର ନୂଆ କମ୍ପଟ୍ରୋଲ ଏଣ୍ଡ ଅଡିଟର ଜେନେରାଲ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସିଏଜି ଭାବେ ନିଯୁକ୍ତି ଦେଇଛନ୍ତି । ମୁର୍ମୁ ବୁଧବାର ଜାମ୍ମୁକାଶ୍ମରୀ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ସୂଚନାଯୋଗ୍ୟ ୨୦୧୯ମସିହାରେ ଜାମ୍ମୁକାଶ୍ମୀର…

୨୦ ଲକ୍ଷ ଟପିଲା କରୋନା; ଦିନକରେ ୬୨ ହଜାର ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଭାରତରେ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଶୁକ୍ରବାର ୨୦ ଲକ୍ଷ ଅତିକ୍ରମ କରିଛି। ସବୁଠୁ ଚିନ୍ତାର ବିଷୟ ହେଉଛି ଦୈନିକ ସଂକ୍ରମଣ। ସପ୍ତାହକ ତଳେ ଦୈନିକ ସଂକ୍ରମଣ ୫୦ରୁ ୫୫ ହଜାର ଭିତରେ ରହୁଥିଲା ବେଳେ ଶୁକ୍ରବାର ତାହା ୬୦…