କରୋନା ଆକ୍ରାନ୍ତ ଧର୍ମେନ୍ଦ୍ର ଓ ଶାହାଙ୍କ ଆଶୁ ଆରୋଗ୍ୟ କାମନା
ଢେଙ୍କାନାଳ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଏବଂ କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରୋନା ସଂକ୍ରମଣରୁ ଆଶୁ ଆରୋଗ୍ୟ କାମନା କରି ଆଜି ଭାରତୀୟ ଜନତା ପାର୍ଟି, ଢେଙ୍କାନାଳ ଜିଲ୍ଲା ତରଫରୁ ଜିଲ୍ଲା ସଭାପତି ଆଡଭୋକେଟ୍ ନରେଶ ଚନ୍ଦ୍ର ମହାପାତ୍ରଙ୍କ!-->…