ପିପିଲିରେ ୫୧କରୋନା ଆକ୍ରାନ୍ତ

ଭୁବନେଶ୍ୱର: ପିପିଲିରେ 'କରୋନା' ସଂକ୍ରମଣ ବଢୁଛି । ପିପିଲିରେ ଗତ ଦସ୍ୱବଦିନ ମଧ୍ୟରେ ୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତ । ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଓ ୭ ଜଣ ପୁରୁଷ ରହିଛନ୍ତି । ସେମାନଙ୍କୁ କୋଭିଡ କେୟାର କେନ୍ଦ୍ରକୁ ନିଆଯାଇଛି । ପିପିଲିରେ ସଂକ୍ରମିତଙ୍କ ସଂଖ୍ୟା ଏବେ…

ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାରେ କୋଭିଡ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା ଓ ଶପଥ ଗ୍ରହଣ

ଭୁବନେଶ୍ୱର: ରାଜ୍ୟର ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ମୂଖ୍ୟ କାର୍ଯ୍ୟାଳୟଠାରେ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ୱରେ ୧ମିନିଟ ପାଇଁ ନିରବ ପ୍ରାର୍ଥନା କରାଯିବା ସଙ୍ଗେ ସଙ୍ଗେ କୋଭିଡ…

୯ରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକର ଆନ୍ଦୋଳନ

ଭୁବନେଶ୍ୱର: ଦେଶରେ କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କେବଳ ଲକ୍ଡାଉନ ଓ ସଟ୍ଡାଉନ ଘୋଷଣା କରିଚାଲିଛନ୍ତି । ଏହାରି ସୁଯୋଗରେ କେନ୍ଦ୍ର ଓ ରାଜ୍ୟ ସରକାର ଦୈନନ୍ଦିନ ଦେଶରେ ବିଭିନ୍ନ ପ୍ରକାର ଶ୍ରମିକ ବିରୋଧୀ ଅଧ୍ୟାଦେଶ ଆଣି ଶ୍ରମିକ ଶ୍ରେଣୀ ଉପରେ ଆକ୍ରମଣ…

ଚମ୍ପୁଆ ଆରଏମସିରରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

ଚମ୍ପୁଆ: ମିଥ୍ୟା ଟେଣ୍ଡର କରି ମାଟି ଫିଲିଂ ନାମରେ ୪ଲକ୍ଷ ୫୫ ହଜାର ଅର୍ଥର୍ ହେରଫେର ହେବା ଅଭିଯୋଗ ପରେ ଭିଜିଲାନ୍ସ ବିଭାଗର ତଦନ୍ତ ଆରମ୍ଭ ହୋଇଛି । ୨୦୧୮ ମସିହାରେ ଟେଣ୍ଡରରେ ଚଞ୍ଚକତା କରି ଚମ୍ପୁଆ ସବଜେଲ ନିକଟରେ ଥିବା ଏକ ଖାଲ ଜାଗାକୁ ସମତୁଲ କରିବା ପାଇଁ ୪ଲକ୍ଷ ୫୫ ହଜାର ୧୮୦ ଟଙ୍କା…

ମରଣ ଯନ୍ତା ପାଲଟିଛି ବଡଗାଁ-ତେନ୍ତୁଳି ବେଲାରି ଆରଡି ରାସ୍ତା

ଜଗତସିଂହପୁର: ବାଲିକୁଦ ସରକାରୀ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଅଧିନରେ ଥିବା ବଡଗାଁ ଠାରୁ ତେନ୍ତୁଳିବେଲାରି ୧୪କି.ମି. ଗ୍ରାମ୍ୟ ଉନ୍ନୟନ ରାସ୍ତା ଶୋଚନୀୟ ଅବସ୍ଥାରେ ପହଂଚିଛି । ଏଥିନିମନ୍ତେ ୪ଗୋଟି ଗ୍ରାମ ପଂଚାୟତର ୭୦ ହଜାର ଲୋକଙ୍କ ଜୀବନ ଯାତ୍ରା ଲ ଏକ ପ୍ରକାର ଠପ୍ ହୋଇଯାଇଛି…

ଋଣଗ୍ରହୀତା ଆଶ୍ୱସ୍ତ ହେବେ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଋଣଗ୍ରହୀତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାଲାଗି କେତେକ ପଦକ୍ଷେପ ଗ୍ରହଣ କରିଥିବା ପ୍ରକାଶ । କରୋନା ସଙ୍କଟ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବାା ଅର୍ଥନୀତିର ଗତିକୁ ବଢ଼ାଇବା ଉପରେ ଜୋର ଦେବା ପରିବର୍ତେ ଦରଦାମ୍ ସ୍ଥିତି କିଭଳି…

ବାଡ ଯଦି ଫସଳ ଖାଏ?

ଭୁବନେଶ୍ୱର: ଗୋଟିଏ ପଟେ କରୋନା ଯୁଦ୍ଧରେ ପୋଲିସ ପ୍ରଶଂସା ଦାଉଁଟୁଥିବା ବେଳେ କିଛି କର୍ମଚାରୀଙ୍କ କୁକର୍ମ ପାଇଁ ପୂରା ବିଭାଗକୁ କଳଙ୍କ ମୁଣ୍ଡାଇବାକୁ ପଡ଼ୁଛି । ଏବେ ଜଣେ ସୁବେଦାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି । ପୀଡ଼ିତା ଏ ସମ୍ପର୍କରେ ରାତିରେ କ୍ୟାପିଟାଲ ଥାନାରେ ଲିଖିତ…

ପ୍ରଧାନମନ୍ତ୍ରୀଙ୍କ ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ସିପିଆଇର ନିନ୍ଦା

ଭୁବନେଶ୍ୱର: ସମଗ୍ର ଭାରତରେ କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ବିଭିନ୍ନ କଟକଣା ସତ୍ତେ୍ୱ ଉଦ୍ବେଗଜନକ ଭାବେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଏହି ଧର୍ମ ନିରପେକ୍ଷ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ଶିଳାନ୍ୟାସ ଦେବା କାର୍ଯ୍ୟକ୍ରମକୁ…

ଅନୁଗୋଳରେ ମୋଟ ପଜିଟିଭ ସଂଖ୍ୟା ୩୫୭

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୨ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୫୭ରେ ପହଂଚିଲା । ୧୧ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କେବଳ ବଅଁରପାଳ ବ୍ଲକ ଅଂଚଳରୁ ସମସ୍ତ ୧୧ ଜଣ ଚିହ୍ନଟ ହୋଇଛନ୍ତ । ଏମାନଙ୍କ ମଧ୍ୟରୁ ୪ଜଣ ପୁରୁଷ ଯାହାଙ୍କ…

ଏସ୍ଏନ ତିୱାରିଙ୍କ ବିୟୋଗରେ ନିରଞ୍ଜନଙ୍କ ଶୋକ

ଭୁବନେଶ୍ୱର: ୧୯୬୩ ବ୍ୟାଚର ଆଇପିଏସ୍ ତଥା ପୂର୍ବତନ ରାଜ୍ୟ ପୋଲିସ୍ ମହାନିର୍ଦେଶକ ଏସ୍ଏନ୍ ତିୱାରିଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଖରିଆରରେ ଜନ୍ମଗ୍ରହଣ କରିଥିବା ୰ତିୱାରି ପୋଲିସ୍ ପ୍ରଶାସନିକ ସେବାରେ ଯୋଗଦେଇ ରାଜ୍ୟରେ ବିଭିନ୍ନ…