ଦେଶର ପାୱାରଫୁଲ ପଦବୀରେ ଓଡ଼ିଆ ପୁଅ
ମୋଦୀ ସରକାରରେ ଓଡ଼ିଆଙ୍କ ଦବଦବା , ରାଜନେତାଙ୍କଠୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କ୍ ପର୍ଯ୍ୟନ୍ତ ଦେଶର ଉଞ୍ଚ ପଦପଦବିରେ ଦେଖିବାକୁ ମିଳୁଛି ଓଡ଼ିଆଙ୍କ ଦବଦବା । ଗତ କିଛି ବର୍ଷ ମଧ୍ୟରେ ପାୱାରଫୁଲ ତାଲିକାରେ ନୂଆ ନୂଆ ନାଁ ଯୋଡି ହୋଇଚାଲିଛି । ଆଉ ଯେତେବେଳ ଓଡ଼ିଆ ପୁଅ ଗିରିସ୍ ମୁର୍ମୁ!-->…