ପ୍ରଭୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ : ଆପଣାନ୍ତୁ ଏହି ଉପାୟ ପ୍ରାପ୍ତିି ହେବ ଶୁଭଫଳ

ସଭିଏଁ ଇଚ୍ଛା କରନ୍ତି ତାଙ୍କ ଘରେ ସୁଖଶାନ୍ତି ସର୍ବଦା ରହୁ। ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉତମ ରହୁ। ଧନସମ୍ପତି ବୃଦ୍ଧି ହେଉ। ମାତ୍ର ଅନେକ ସମୟରେ ଆମର ଇଚ୍ଛା ନଥିଲେ ମଧ୍ୟ ଅନେକ ସମୟରେ ମାନସିକ, ଶାରିରୀକ,ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ବାସ୍ତୁ ଅନୁଯାୟୀ, ଜ୍ୟୋତିଶାସ୍ତ୍ର…

କରଡି ଘାଟରେ କୁମ୍ଭୀର ଆତଙ୍କ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ପଞ୍ଚାୟତ ଅନ୍ତର୍ଗତ କରଡି ଗ୍ରାମର ମହାନଦୀ ଘାଟରେ ଗତ ଦୁଇ ଦିନ ହେଲା ଗୋଟିଏ କୁମ୍ଭୀର ଆସି ରହୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ କୁମ୍ଭୀରକୁ ଦେଖିବା ପରେ ଗାଧୁଆ ପାଧୁଆ ପାଇଁ ନଦୀକୁ ଯିବା ବନ୍ଦ କରିଛନ୍ତି। କୁମ୍ଭୀରଟି…

କଳା ଶୁକ୍ରବାର

କରୋନା ମହାମାରୀ ଏବେ ବିଶ୍ୱରେ ଏକରକମ୍ ଅଚଳାବସ୍ଥା ସୃଷ୍ଟି କରିଛି । ଯେଉଁ ଲୋକ ଏବେ ଯେଉଁଠି ରହିଛି ସେଠି ତା’ ଅବସ୍ଥା ଗାଆଣି ଗାଇଲେ ସରୁନାହିଁ । ଓଡ଼ିଶାର ଏବଂ ଭାରତର ପରିସ୍ଥିତି ପ୍ରତି ଲକ୍ଷ୍ୟ କରାଗଲେ ଏହା ସହଜରେ ଜାଣି ହୋଇଥାଏ । ରାଜ୍ୟ ବାହାରେ ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରମିକ…

ପାକିସ୍ତାନ : କ୍ରିକେଟ ମ୍ୟାଚ ବେଳେ ଆତଙ୍କବାଦୀଙ୍କ ଗୁଳିବର୍ଷା

ଇସଲାମାବାଦ: ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ ଆୟୋଜନ ସୁରକ୍ଷିତ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବାରମ୍ବାର ଦାବି କରୁଛି। ଏହାପରେ ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଭଳି କେତେକ ଟିମ୍‌ ପାକିସ୍ତାନ ଗସ୍ତ କରିଛନ୍ତି। କିନ୍ତୁ ପିସିବିର ଏହି ଦାବି ଉପରେ ଶୁକ୍ରବାରର…

ପାଣି ପଂଚାୟତର ନୂତନ କର୍ମକର୍ତା

ଯାଜପୁର: ଦଶରଥପୁର ଜଳ ସଂପଦ ବିଭାଗ ଅଧିନ ବେଲେଶ୍ୱର ମହାଦେବ ପାଣି ପଂଚାୟତର ନୂତନ କର୍ମକର୍ତା ଚୟନ ପ୍ରକ୍ରିୟା ସଂପନ୍ନ ହୋଇଛି । ଏହି ପରିପ୍ରେକ୍ଷୀରେ ଦଶରଥପୁର ଜଳସଂପଦ ଡ଼ାକ ବଙ୍ଗଳା ପରିସରରେ ଏକ ପାଣି ପଂଚାୟତ ସଭ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପାଣି ପଂଚାୟତର ବରିଷ୍ଠ…

‘ଫନୀ’ ସହାୟତା ନପାଇ ଚାଷୀଙ୍କ ବ୍ଲକ ଘେରାଉ

ଜଗତସିଂପୁର: ଗତ ୨୦୧୯ ମସିହା ଅପ୍ରେଲ ମାସ ୨୯/୩୦ରେ ଘଟିଯାଇଥିବା ଫୋନୀ ଝଡ ତୋଫାନ ଦ୍ୱାରା ଜିଲ୍ଲାର ପ୍ରାୟ ୮ଗୋଟି ବ୍ଲକରେ ନାହିଁ ନଥିବା କ୍ଷତି ହୋଇଥିଲା । ବିଶେଷତଃ ରବି ଫସଲ ଓ ଖରାଟିଆ ପନିବରିବା ଫସଲ ବ୍ୟାପକ ଅଂଚଳରେ କ୍ଷୟ କ୍ଷତି ଘଟିଥିଲା, ଏଥିରେ ଚାଷୀଙ୍କ ମୁଗ, ଚିନା ବାଦାମ, ଆଖୁ,…

ପ୍ରେମିକାକୁ ପ୍ରତାରଣା: ଜେଲ୍ ଗଲା ପ୍ରେମିକ

ଯାଜପୁର: ବିବାହ ପ୍ରଲୋଭନ ଦେଖାଇ ପ୍ରେମିକାକୁ ଅନ୍ତସତ୍ୱା କରିବା ପରେ ବିଭିନ୍ନ ବାହାନା ଦେଖାଇ ବାହା ହେବାକୁ ମନା କରିଥିବା ଧୋକାବାଜ ପ୍ରେମିକକୁ ପୁଲିସ ଗିରଫ କରିଥିବା ବେଳେ ଜାମିନ ନାମଂଜୁର ହେବାରୁ ଅଭିଯୁକ୍ତ ପ୍ରେମିକକୁ ଜେଲ ଯିବାକୁ ପଡ଼ିଛି । ଅପରପକ୍ଷେ ଆଜି ପୁଲିସ ପିଡ଼ିତା…

ଦୌଲତ ବେଗ୍‌ ଓଲ୍ଡିରେ ଭାରତ-ଚୀନ ୬ଷ୍ଠ କମାଣ୍ଡର ସ୍ତରୀୟ ବୈଠକ ଜାରି

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅଞ୍ଚଳରେ ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଦୁଇ ଦେଶ ମଧ୍ୟରେ ମେଜର ଜେନେରାଲ ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଲଦାଖର ଦୌଲତ ବେଗ୍‌ ଓଲ୍ଡି(ଡିବିଓ)ଠାରେ ଅପରାହ୍ନ ୧ଟାରୁ ବୈଠକ ଜାରି ରହିଛି। ଏଲଏସି(ପ୍ରକୃତ…

ସାତହଳିଆରେ ପାନୀୟ ଜଳ ଯୋଗାଣ ବନ୍ଦ

ଚମ୍ପୁଆ:ସରକାର ଲୋକଙ୍କୁ ପାନିୟ ଜଳ ଯୋଗାଣ ପାଣି ଯୋଜନା କରିଥିବା ବେଳେ ଏହି ଯୋଜନା ଲୋକଙ୍କ କାମରେ ଆସି ପାରୁ ନାର୍ହି । ବିଭାଗିୟ କର୍ମକର୍ତାର୍ଙ୍କ ଉଦାସିନତା ପାଇଁ ଯୋଜନାର ସୁଫଳ ଜନତାଙ୍କ ପାରେ ପହଞ୍ଚିପାରୁ ନଥିବା ଅଭିଯୋଗ ହୋଇଛି । ମିଳି ଥିବା ଅଭିଯୋଗ ଅନୁଯାୟୀ ଚମ୍ପୁଆ ବ୍ଲକ…

ସେପ୍ଟେମ୍ବରରେ ଖୋଲିବ ସ୍କୁଲ!

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପ୍ରଭାବରେ ଦିର୍ଘ ୬ମାସ ଧରି ବନ୍ଦ ରହିଥିବା ଦେଶରେ ସମସ୍ତ ସ୍କୁଲ ଓ କଲେଜକୁ ଆସନ୍ତା ସେପ୍ଟେମ୍ବର ମାସର ୁଖୋଲିବା ପାଇଁ କେନ୍ଦ୍ର ସରକାର ଗୁରୁତର ସହକାରେ ଚିନ୍ତା କରୁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାର ଗଠିତ ମନ୍ତ୍ରିସ୍ତରୀୟ କମିଟି…