ଟପ୍ ପୋଷ୍ଟରେ ୫ ଓଡିଆ ପୁଅ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନକାଳ ମଧ୍ୟରେ ଓଡିଶାର ବିଶିଷ୍ଟ ଜ୍ଞାନୀ ଗୁଣୀ ଲୋକ ଦେଶର ବିଭିନ୍ନ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ଓଡିଶା ପାଇଁ ଏହା ଏକ ବଡ ସମ୍ନାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶ ସ୍ୱାଧୀନ ହେବାପର ଠାରୁ ଦେଶର ପ୍ରଶାସନିକ କ୍ଷେତ୍ରରେ!-->…