ବିଶ୍ୱ ସିଂହ ଦିବସ
ବିଗ୍ କ୍ୟାଟ୍ ରେସକୁ୍ୟ’ ପକ୍ଷରୁ କିଛି ବର୍ଷ ହେଲା ଅଗଷ୍ଟ ୧୦ ତାରିଖରେ ପାଳନ କରାଯାଉଛି ‘ ବିଶ୍ୱ ସିଂହ ଦିବସ’ । ବିଶ୍ୱର ଅଳ୍ପ କିଛି ଅଂଚଳରେ ସିଂହ ଦେଖିବାକୁ ମିଳନ୍ତି । ଜଙ୍ଗଲର ରାଜା କୁହାଯାଉଥିବା ସିଂହ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି । ୫୦ ବର୍ଷ ତଳେ ସାରା ବିଶ୍ୱରେ ସିଂହ!-->…