ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତି ନେବେ
କଟକ- କରୋନା ମହାମାରୀ ପାଇଁ ଦୀର୍ଘ ୪ମାସରୁ ଉଦ୍ଧ୍ୱର୍ ବନ୍ଦ ରହିଥିବା ଧର୍ମାନୁଷ୍ଠାନ ଗୁଡିକ କେବେ ଖୋଲିବ ସେନେଇ ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ହାଇକୋର୍ଟ କହିଛନ୍ତି । କଂଟେନମେଂଟ ଜୋନ ବାହାରେ ଥିବା ମନ୍ଦିର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟ ସରକାରଙ୍କ ଉପରେ ଛାଡି ଦେଇଛନ୍ତି ।!-->…