ପ୍ଲାଜମା ଦେବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ- କରୋନାରେ ସୁସ୍ଥ ହୋଇସାରିଥିବା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ଲାଜମା ଦାନ କରିବାକୁ ନିଷ୍ପତି ନେଇଛନ୍ତି । ଜୁଲାଇ ୨୫ ତାରିଖରେ ଚୌହାନ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତି ହୋଇଥିଲେ । ଅଗଷ୍ଟ ୫ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।…

ସକ୍ରିୟ ହେଉଛି ଲଘୁଚାପ

ଭୁବନେଶ୍ୱର- ଉତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ୫ ଦିନ ଧରି ରାଜ୍ୟର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଆଂଚଳିକ ପାଣିପାଭଗ ବିଭାଗ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ…

ଶ୍ରଦ୍ଧାଞ୍ଜଳି ୰ ରବି ନାରାୟଣ ମହାନ୍ତି

ଆପଣ ପ୍ରକୃତରେ ଥିଲେ ଓଡିଶା ସାମ୍ବାଦିକତା କ୍ଷେତ୍ରରେ ଏକ ଚଳନ୍ତି ଅନୁଷ୍ଠାନ । ରାଜ୍ୟର ସାମ୍ବାଦିକଙ୍କ ଉନ୍ନତି ଓ ଉପକାର ଲାଗି ଲଢିବା ସହ ନିର୍ଭିକ ସମ୍ବାଦ ପରିବେଷଣ କରିବା ଥିଲା ଆପଣଙ୍କର ବୈଶିଷ୍ଟ୍ୟତା । ଦେଶ ସ୍ୱାଧିନତା ଲାଭ ପରେ ୬୦ ରୁ ୭୦ ଦଶକ ମଧ୍ୟରେ ଓଡିଶାରେ ଆରମ୍ଭ ହୋଇଯାଇଥିଲା…

ମସଜିଦ୍ ଶିଳାନ୍ୟାସ ଲାଗି ଯୋଗୀଙ୍କୁ ନିମନ୍ତ୍ରଣ

ଅଯୋଧ୍ୟା: ଅଯୋଧ୍ୟାର ଧନ୍ନୀପୁର ଗାଁରେ ମସଜିଦ୍ ନିମନ୍ତେ ଦିଆଯାଇଥିବା ୫ ଏକର ଜମିରେ ଡାକ୍ତରଖାନା, ଲାଇବ୍ରେରୀ, କମ୍ୟୁନିଟି ରନ୍ଧନଶାଳା ଓ ଗବେଷଣା କେନ୍ଦ୍ର ନିର୍ମାଣ କରିବ ସୁନ୍ନି ସେଂଟ୍ରାଲ ୱାକଫ ବୋଡର଼୍ । ଏଥିପାଇଁ ହେବାକୁଥିବା ଶିଳାନ୍ୟାସ ନିମନ୍ତେ ମୁଖମନ୍ତ୍ରୀ ଯୋଗୀ…

ଗ୍ରୋସରି, ପରିବା ଦୋକାନୀଙ୍କ କରୋନା ପରୀକ୍ଷା ଲାଗି କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏପରି ସ୍ଥଳେ ଅନେକ ଅଂଚଳରେ ଲକ୍ଡାଉନ୍ ସତ୍ୱେ ପରିବା ଏବଂ ଗ୍ରୋସରି ଦୋକାନ ଖୋଲା ରହୁଛି । ତେଣୁ ସେି ବ୍ୟବସାୟୀମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କର କରୋନା ପରୀକ୍ଷା କରାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ…

ସିଦ୍ଧେଶ୍ୱରପୀଠ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ

ଯାଜପୁର: ଦଶରଥପୁର ବ୍ଲକର ପ୍ରସିଦ୍ଧ ଶୈବପୀଠ ସିଦ୍ଧେଶ୍ୱର ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନିଆଯାଇଛି । ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ରଂଜନ କୁମାର ଦାସ ସିଦ୍ଧେଶ୍ୱର ପୀଠ ଠାରେ ପହଂଚିବା ସହ ତାହାର ଚତୁପାଶ୍ୱର୍କୁ ପରିଦର୍ଶନ କରିଥିଲେ । ତାହାର ପୌରାଣିକ…

ବରଗଡ଼ ଏମପିଙ୍କୁ କରୋନା

ସମ୍ବଲପୁର: ବରଗଡ଼ ଏମପି ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଟୁଇଟ କରି ଜଣାଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳଙ୍କସହ ଆଲୋଚନା ପରେ ଏବେ ହୋମ୍ ଆଇସୋଲେସନ୍ରେ ଥାଇ ସୁସ୍ଥ ଥିବା ଜଣାଇଛନ୍ତି । କୌଣସି ଲକ୍ଷଣ ନଥିଲେ ମଧ୍ୟ ଶୁକ୍ରବାର ସେ କୋଭିଡ…

ଅନୁଗୋଳ ଜିଲ୍ଲାରୁ ୨୩ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୮ ଓ ମୋଟ ପଜିଟିଭ ସଂଖ୍ୟା ୪୧୮

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୨୩ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୪୧୮ରେ ପହଂଚିଲା । ୨୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଂଚଳରୁ ସର୍ବାଧିକ ୧୦ଜଣ, ଅନୁଗୋଳ ବ୍ଲକ ଅଂଚଳରୁ ୫ଜଣ, ତାଳଚେର ବ୍ଲକ ଅଂଚଳରୁ ୩ଜଣ, ପାଲଲହଡା…

କୋଭିଡକୁ ନେଇ ଯୁବ ବିଜେଡିର ଭିଡିଓ କନଫରେନ୍ସିଂରେ ସମୀକ୍ଷା ବୈଠକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବିଜୁ ଯୁବ ଜନତା ଦଳ ତରଫରୁ ମହାମାରୀ କୋଭିଡ୍ ୧୯ ବିପତିକୁ ନେଇ ସମସ୍ତ ଯୁବ ବିଜେଡି ଜିଲ୍ଲା ସଭାପତିମାନଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ ଯୁବ ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ…

କାଳିଆ ଟଙ୍କା ଫେରସ୍ତ ନିର୍ଦେଶକୁ ସ୍ଥଗିତ

ଭୁବନେଶ୍ୱର- କାଳିଆ ଟଙ୍କା ଫେରସ୍ତ ନିର୍ଦେଶ କୁ ସ୍ଥଗିତ ରଖାଯାଇଛି । ଏନେଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦେଶାଳୟ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି । ଏତଦ୍ ବ୍ୟତିତ ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ ଚିଠି ମଧ୍ୟ କରାଯାଇଛି । ରାଜ୍ୟରେ କରୋନା ସ୍ଥିତି ଓ ଖରିଫ ଚାଷ…