ବାହାର ଦେଶରୁ ଆମଦାନୀ ହେବନି ଯୁଦ୍ଧ ସାମଗ୍ରୀ : ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ- ୧୦୧ ପ୍ରତିରକ୍ଷା ସମାଗ୍ରୀ ଆମଦାନୀ ଉପରେ ରୋକ୍ ଲାଗାଇବ ପ୍ରତିରକ୍ଷା ମନ୍ତ୍ରାଳୟ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଆଜି ଏନେଇ ଘୋଷଣା କରିବା ସହ ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଏହା ଏକ ବଡ ପଦକ୍ଷେପ ବୋଲି କହିଛନ୍ତି । ଏଥିପାଇଁ ତାଲିକା ମଧ୍ୟ ପ୍ରସ୍ତୁତ!-->…