ଯାତାୟତ ବନ୍ଦ ଯୋଗୁ ବିଗୁଡୁଛି ବରମୁଣ୍ଡା ବସଷ୍ଟାଣ୍ଡ ଭିତିଭୂମିି
ଭୁବନେଶ୍ୱର: କରୋନା ଲୋକଙ୍କ ଯାତାୟାତ ବନ୍ଦ ହୋଇଯିବା ପରେ ବରମୁଣ୍ଡା ବସଷ୍ଟାଣ୍ଡ ଗୁହାଳ ପାଲଟି ଯାଇଥିବା ଖବର ତ ପଢ଼ିଥିବେ, ମାତ୍ର ଏବେ ଭିତିଭୂମି ଆହୁରି ବିଗିଡ଼ି ଯାଇଛି । ଵଉଷ୍ଟାଣ୍ଡ ପରିସରରେ ପରିସ୍ରାଗାର ଅଛି, କିନ୍ତୁ ଲୋକେ ବାହାରେ ପରିସ୍ରା କରୁଛନ୍ତି । ଦୀର୍ଘ ଦିନ ଧରି ଅଚଂଳ!-->…