ଗଞ୍ଜାମରେ ପୁଣି ହେଲଥ ସ୍କ୍ରିନିଂ ଆରମ୍ଭ

ଗଞ୍ଜାମ- ରାଜ୍ୟର କରୋନା ହଟସ୍ପଟ ସାଜିଥିବା ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ପୁଣି ଥିରେ ହେଲଥ ସ୍କ୍ରିନଂ ଆରମ୍ଭ ହୋଇଛି । ପୂର୍ବରୁ ଏହି ଜିଲ୍ଲାରେ ୪ପର୍ଯ୍ୟାୟରେ ସ୍କ୍ରିନଂ କରାଯାଇଥିଲା ଓ ୨୦୦ ଡାକ୍ତର ନିଯୁକ୍ତି ହୋଇଥିଲେ । ଏଥର ମଧ୍ୟ ସମାନ ଡାକ୍ତର ସମିଲ ହୋଇଛନ୍ତି । ୫୦ ଜଣ ଡାକ୍ତର…

ଉପର ମୁହାଁ କରୋନା ମୃତ୍ୟୁ ସଂଖ୍ୟା: ଦିନକରେ ଆଖି ବୁଜିଲେ ୧୨ ଆକ୍ରାନ୍ତ

ଭୁବନେଶ୍ୱର- କରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଗତ ୨୪ ଘଂଟାରେ ୧୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ବର୍ତମାନ ସୁଦ୍ଧା ରାଜ୍ୟରେ କରେନା ଜନିତ ମୃତ୍ୟୁ ସଂକ୍ୟା ୨୫୯କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ୧୨ ମୃତକଙ୍କ…

ଆନ୍ତର୍ଜାତୀୟ ବିରାଡ଼ି ଦିବସ

ଆନ୍ତର୍ଜାତୀୟ ପ୍ରାଣୀ କଲ୍ୟାଣ ପାଣ୍ଠି ବା ଇଂଟରନାସନାଲ ଫଣ୍ଡ ପର ଆନିମଲ୍ ୱେଲଫେୟାର ଆନୁକୁଲ୍ୟରେ ୨୦୦୨ରୁ ପ୍ରତି ବର୍ଷ ଅଗଷ୍ଟ ୮ ତାରିଖ ଦିନ ଏହି ଦିବସ ପାଳନ କରାଯାଏ । ତେବେ ବିରାଡ଼ି ଆମର ଏକ ବିଶ୍ୱସ୍ତ ବନ୍ଧୁ ହୋଇ ଥିଲେ ହେଁ , ମଣିଷ ଆଦର କରୁଥିବା ଏକ ପୋଷା ପ୍ରାଣୀ । ବିରାଡ଼ି ଓ…

ରାଜ୍ୟରେ ନୂଆ ୧୬୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଅଣୟାତ । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ଗୋଟିଏ ଦିନରେ ୧୬୪୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧୮ ସଙ୍ଗରୋଧ କେନ୍ଦ୍ରର…

ଦୁଇ ବରିଷ୍ଠ ଆଇପିଏସଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ

ଭୁବନେଶ୍ୱର- ଓଡିଶା କ୍ୟାଡର ଦୁଇ ବରିଷ୍ଠ ଆଇପିଏସଙ୍କୁ କେନ୍ଦ୍ର ସରକାରରେ ନୂଆ ଦାୟିତ୍ୱ ମିଳିଛି । ୨୦୧୫ ମସିହା ମେ ମାସରୁ ସିବିଆଇ ଯୁଗ୍ମ ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ଆଇପିଏସ ଅମ୍ରିତ ମୋହନ ପ୍ରସାଦଙ୍କୁ ଇଣ୍ଡୋ-ତିଦ୍ଧତୀୟ ବାଟାଲିୟନ ପୋଲିସର ଅତିରିକ୍ତ ଡିଜି ଭାବେ ନିଯୁକ୍ତି…

ଶପଥ ନେଲେ ଗିରୀଶ ମୁର୍ମୁ

ନୂଆଦିଲ୍ଲୀ- ଦେଶର ନୂଆ ସିଏଜି ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମ । ରାଷ୍ଟ୍ରମତି ଭବନରେ ରାମନାଥ କୋବିନ୍ଦ ନୂଆ ସିଏଜିଙ୍କୁ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି । ଏହି ଶପଥ ପାଠ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ୧୯ ମୃତ

ଥିରୁଅନନ୍ତପୁରମ- କେରଳ କୋଝିକୋଡ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ପୂର୍ବତନ ବାୟୁସେନା ଟେଷ୍ଟ ପାଇଲଟ କ୍ୟାପଟେନ୍ ଡିଭି ସାଥେ ଏବଂ ତାଙ୍କ ସହାୟକ ପାଇଲଟ୍ ମଧ୍ୟ ଅଛନ୍ତି । ଆହାତ ଏବଂ ମୃତକଙ୍କ ବିଷୟରେ ଜାଣିବା ପାଇଁ ଏୟାର ଇଣ୍ଡିଆ…

ଗଞ୍ଜାମ- ଗଜପତିରେ ଭୂକମ୍ପ ଝଟକା

ଗଞ୍ଜାମ- ଆଜି ସକାଳୁ ଗଞ୍ଜାମ-ଗଜପତି ଜିଲ୍ଲାରେ ୩ରୁ ୪ ସେକେଣ୍ଡର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ଥିଲା । ଲୋକେ ଭୟରେ ଘରୁ ବାହାରି ଆସିଥିଲେ । ଗଞ୍ଜାମ ପାତ୍ରପୁର, ଚିକିଟି ଓ ଦିଗପହଣ୍ଡି ଓ ଗଜପତିର ମୋହନା, ଅଡବା, ଆର. ଉଦୟଗିରିରେ ମଧ୍ୟ ଏହି…

କେରଳରେ ଭୂସ୍ଖଳନ ୫ ମୃତ

ତିରୁବନ୍ତପୂରମ୍: କେରଳରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ପ୍ରଳୟଙ୍କାରୀ ବନ୍ୟା ସୃଷ୍ଟି ହୋଇଥିଲା ବେଳେ ଭୂସ୍ଖଳନରେ ୫ ଜଣଙ୍କର ମୃତ୍ୟୁ ଘଟିବା ସଙ୍ଗେ ବହୁ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଗତ ୨୦୧୮ର ପ୍ରଳୟଙ୍କାରୀ ବନ୍ୟା ପରି ଚଳିତ ବର୍ଷଅ ଲଘୁଚାପ ପ୍ରଭାବରେ ବନ୍ୟାର…

ନିଶା ନିବାରଣ

ଅନେକ ଯୁକ୍ତି କରନ୍ତିଯେ ମାନସିକ ଚାପ ଓ ସମସ୍ତ ଦୁର୍ଭାବନା ଦୂରେଇ ଆନନ୍ଦ ଦେବାର ଏକ ପନ୍ଥା ହେଉଛି ମାଦକ ଦ୍ରବ୍ୟର ସେବନ । ଏହା ପାର୍ଥିବ ଜଗତରୁ ନେଇ ଏକ ଅପାର୍ଥିବ ଜଗତରେ ଜଣଙ୍କୁ ପହଞ୍ଚାଇଦିଏ । ମଣିଷ ନିଜର ଦୁଃଖ, ଶୋକ, ଅଶାନ୍ତି ଓ ଯନ୍ତ୍ରଣାକୁ ଏହାର ବ୍ୟବହାର ଦ୍ୱାରା ଭୁଲିଯାଏ ।…