ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ

ବାଲିକୁଦା:ବାଲିକୁଦା ଥାନା ଅନ୍ତର୍ଗତ ଅନନ୍ତପୁର ଫାଣ୍ଡି ଅଧିନ ବରମୁଣ୍ଡଳି ପଂଚାୟତର ତାଳଗାଁରେ ଆଜି ପୋଖରୀକୁ ଗାଧୋଇବାକୁ ଯାଇଥିବା ଜଣେ ୯ ବର୍ଷର ନାବାଳିକାଙ୍କର ପାଣିରେ ବୁଡି ପ୍ରାଣହାନୀ ଘଟିଛି । କୁଟୁମ୍ବରେ ଜଣେ ବୃଦ୍ଧଙ୍କର ମୃତ୍ୟୁରେ ଆଜି ଦଶାହ କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ…

ଲିଙ୍ଗେଶ୍ୱର ପୀଠରେ ବୃକ୍ଷ ରୋପଣ ଶୁଭାରମ୍ଭ

ଯାଜପୁର: ଯାଜପୁର ଓଡିଶାର ପୁରାତନ ରାଜଧାନୀ । ଏହା ଯଯାତି ନଗର ନାମରେ ବେଶ୍ ପରିଚିତ । ଏହାକୁ ପୁନର୍ଜୀବିତ କରିବାକୁ ପ୍ରୟାସ ଆରମ୍ଭ ହୋଇଚ୍ଥି । ସେଥିପାଇଁ ମୂଳାପାଳ ଲିଙ୍ଗେଶ୍ୱର ଠାରୁ ସାହାପୁର ପର୍ଯ୍ୟନ୍ତ ଅଞ୍ଚଳକୁ ନେଇ ଯଯାତି ନଗର ସହରର ପରିକଳ୍ପନା କରାଯାଇଚ୍ଥି । ତାହାରି ଆଧାରରେ…

୧୨ ତାରିଖରେ ଆସିବ କରୋନା ଟିକା

ମାସ୍କୋ- ଆଉ ଦୁଇ ଦିନ ଅର୍ଥାତ୍ ଆସନ୍ତା ୧୨ ତାରିଖରେ ରୁଷ ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଟିକା ମିଳିବାକୁ ଯାଉଛି । ରୁଷ ସରକାର ୧୨ ତାରିଖରେ ଏହି ଟିକାକୁ ପଞ୍ଜୀକରଣ କରିବାକୁ ଘୋଷଣା କରିଛନ୍ତି । ଏହାପରେ ଟିକାକୁ ରେଗୁଲେଟରୀ ଆପ୍ରୁଭାଲ ମିଳିବ । ଏହାକୁ ପ୍ରଥମେ ରୁଷର ସମସ୍ତ…

ସ୍ୱାଧୀନତା ଦିବସକୁ ସରକାରୀ ମାର୍ଗଦର୍ଶିକା ଆଧାରରେ ପାଳନ କରାଯିବ: ଜିଲ୍ଲାପାଳ

ଯାଜପୁର : ସ୍ୱାଧୀନତା ଦିବସ ଦେଶ ଓ ଜାତି ପାଇଁ ଏକ ଗୈାରବର ପ୍ରତୀକ । ଏହାକୁ ପ୍ରତ୍ୟେକ ବର୍ଷ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷର ସ୍ୱାଧୀନତା ଦିବସକୁ କୋଭିଡ ସଂପର୍କରେ ସରକାରଙ୍କର ମାର୍ଗଦର୍ଶିକା ଆଧାରରେ ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତିଙ୍କ ଉପସ୍ଥିତିରେ…

ବାଲିକୁଦାର ୧୮ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବାଲିକୁଦା: ଭାରତୀୟ ମାନବାଧିକାର ଆୱାରନେସ ଆସୋସିଏସନ ଜଗତସିଂହପୁର ଶାଖା ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା । ବାଲିକୁଦାର ୧୮ ଜଣଙ୍କୁ ଆସୋସିଏସନ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଥାଇଳୋ ପଞ୍ଚାୟତର ଜଏଗାଁ ସ୍ଥିତ ଶ୍ରୀକୃଷ୍ଣ…

୧୨ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର- ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ବାଣିଜ୍ୟ ଓ ଅଗଷ୍ଟ ଶେଷ ସପ୍ତାହକୁ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ । ଚଳିତ ବର୍ଷ ୩ ଲକ୍ଷ ୫୦…

ପଶ୍ଚିମ ଓଡିଶାର ପ୍ରବାସୀ ଶ୍ରମିକଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବି

ବଲାଙ୍ଗୀର: କୋରୋନା ମହାମାରୀ ପରିସ୍ଥିତିରେ ସମଗ୍ର ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଏହାର ଅର୍ଥନୈତିକ ଅଧୋଗତିର ପ୍ରଭାବ ଦେଖିବାକୁ ମିଳିଛି ପଶ୍ଚିମ ଓଡିଶାରେ । ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱରୂପ ଗତ କିଛି ମାସ ମ୍ମରେ ଚାରି ଲକ୍ଷ ପ୍ରବାସୀ ଓଡିଶା ଫେରିବାକୁ ପଞ୍ଜିକରଣ କରିଥିବା ବେଳେ…

ହିମାଚଳ ପ୍ରଦେଶର ପାର୍ବତ୍ୟ ଅଂଚଳରେ ରାତ୍ରୀ ଉଡାଣ ଅଭ୍ୟାସ କରୁଛି ୫ ଭାରତୀୟ ରାଫେଲ

ନୂଆଦିଲ୍ଲୀ- ଲଦାଖରେ ମୁତୟନ ପାଇଁ ହିମାଚଳ ପ୍ରଦେଶର ପାର୍ବତ୍ୟ ଅଂଚଳରେ ରାତ୍ରୀ ଉଡାଣ ଅଭ୍ୟାସ କରୁଛି ୫ ଭାରତୀୟ ରାଫେଲ । ଲଦାଖ ସେକ୍ଟର ଅଂଚଳର ୧,୫୯୭ କିଲୋମିଟର ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖାରେ ଯଦି ପରିସ୍ଥିତି ନ ସୁଧୁରେ ତେବେ, ଗୋଲଡେନ ଆରୋ ସ୍କର୍ଡନରେ ସାମିଲ ହୋଇଥିବା ରାଫେଲ…

ସାବଧାନ ;ଚାଇନାରୁ ଆସୁଛି ଆଉ ଏକ ମାରାତ୍ମକ ରୋଗ

i ନୂଆଦିଲ୍ଲୀ- ଚାଇନାରୁ ଆସୁଛି ମହାବିନାଶକାରୀ ବିହନ ପ୍ୟାକେଟ । ଏହା ଜମିର ଉର୍ବରତା ନଷ୍ଟ କରିବା ସହ ପୁରା ଜୈବ ବିବିଧତା ବିପର୍ଯ୍ୟସ୍ତ କରିଦେବ । ଆମେରିକା, କାନାଡା ଓ ଜାପାନ ଭଳି କିଛି ଦେଶରେ ଏହି ବିହନ ପ୍ୟାକେଟ ପଂହଚିବା ପରେ କେନ୍ଦ୍ର ସରାକାର ଏହା ଉପରେ ସର୍ତକ ଦୃଷ୍ଟି…

ମାଲକାନାଗିରିରେ ଦୋକାନ ଖୋଲିବା ପାଇଁ ଗାଇଡଲାଇନ ଜାରି

ମାଲକାନାଗିରି- ମାଲକାନାଗିରି ପୌରାଚଂଳରେ ଦୋକାନ ଖୋଳିବା ପାଇଁ ଜରି ହେଲା ନୂଆ ଗାଇଡଲାଇ । ଦୋକାନଗୁଡିକୁ ଏ,ବି,ସି ଏହି ପରି ତିନିଭାଗରେ ବିଭକ୍ତ କରାଯାଇଛି । ଔଷଧ ଦୋକାନକୁ ଏ ଓ ବି ବର୍ଗରେ ବିଭକ୍ତି କରାଯାଇଛି । ଏହି ଔଷଧ ଦୋକାନ ଗୁଡିକ ଦିନ ଛଡା ଦିନେ ସକାଳ ୭ରୁ ଦିନ ୩ ଯାଏ…