ଭଦ୍ରକ ଓ ଜଗତସିଂହପୁରରେ ବୋମାମାଡ

ଭୁବନେଶ୍ୱର- ଗତକାଳି ବିଳମ୍ବିତ ରାତିରେ ଭଦ୍ରକ ଓ ଜଗତସିଂପୁର ଜିଲ୍ଲାରେ ବୋମାମାଡ ହୋଇଛି । ଏହି ଘଟଣାରେ ଜଣେ ଯୁବକ ଆହାତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଖାଇବାକୁ ନେଇ ଦୋକାନୀ ଉମାକାନ୍ତ ସାହୁ ଓ ଦୁଇ ଜଣ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଓ ଦୁଇଜଣ…

ରାଜ୍ୟରରେ କରୋନା ନେଲା ୧୦ ମୁଣ୍ଡ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୧୦ ଜଣଙ୍କ ମୁଣ୍ଡ ନେଇଛି କେରାନା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ୩, ପୁରୀ, ବାଲେଶ୍ୱର, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ରହିଛନ୍ତି ।…

ରାଜ୍ୟର ୨୯ ଜିଲ୍ଲାରୁ ୧୩୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ଆଡକୁ ଗତି କରୁଛି । ପ୍ରତ୍ୟକ ଦିନ ରେକର୍ଡ ସଂକ୍ୟା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ଗୋଟିଏ ଦିନରେ ୧୩୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଙ୍କ ମଧ୍ୟରୁ ୮୧୮ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୫୨୩…

ରାଜଧାନୀରେ ଆଜିଠାରୁ କରୋନା ଟେଷ୍ଟ ଆରମ୍ଭ

ଭୁବନେଶ୍ୱର- ଆଜିଠାରୁ ଭୁବନେଶ୍ୱରର ୯ ଟି ହସ୍ପିଟାଲରେ ହେବ କରୋନା ଟେଷ୍ଟ । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ଲୋକେ ସହାରାଚଂଳର ଏହି ୯ ଟି ମେଡିକାଲକୁ ଯାଇ କରୋନା ଟେଷ୍ଟ କରିପାରିବେ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ହେଉଛି ନିଳାନ୍ଦ୍ରୀ ବିହାର, ୟୁନିଟ୍-୩,…

୪ ଦିନି ପାଇଁ ଖୋର୍ଦ୍ଧା ଜିଲ୍ଲାର ୨ ବ୍ଳକ ଓ ୨ ଏନଏସି ସଟଡାଉନ

ଭୁବନେଶ୍ୱର- ଖୋର୍ଦ୍ଧାରେ ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ଯୋଗୁଁ ଜିଲ୍ଲାର ୨ ବ୍ଳକ ସମେତ ୨ ଏନଏସି ୪ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଆଜି ସନ୍ଧ୍ୟା ୭ରୁ ୧୪ ତାରିଖ ରାତି ୭ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଚିଲିକା ଓ ବାଣପୁର ବ୍ଳକ ସମେତ…

ଧର୍ମନିରପେକ୍ଷ ସ୍ଥଳ ହେଉ

ଅଯୋଧ୍ୟାରେ ରାମ ଜନ୍ମ ଭୁମି ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁୠତ ବୁଧବାର ଦିନ ଭୁମି ପୁଜନ ବା ଶିଳାନ୍ୟାଶ ଉତ୍ସବ ଗୋଟିଏ ପର୍ଯ୍ୟାୟରେ ପରିସମାପ୍ତି ଓ ଆଉ ଏକ ପର୍ଯ୍ୟାୟର ଅୟମାରମ୍ଭର ସଂକେତ ପ୍ରଦାନ କରୁଛି । ଆମେ ଗୋଟିଏ ପର୍ଯ୍ୟାୟର ପରିସମାପ୍ତି ବୋଲି ଉଲେଖ କରୁଛୁ ଏଇଥି ପାଇଁଯେ,…

୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନ ମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ- ଭୟଙ୍କର ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିବା ପାଇଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଙ୍ଗ ଜରିଆରରେ ୬ ରାଜ୍ୟ ଆସାମ, ବିହାର, ଉତରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣଟକ ଏବଂ କେରଳ ପରିସ୍ଥିତି ଉପରେ ସମୀକ୍ଷା ବୈଠ କରିଥିଲେ । ବନ୍ୟା ସଂକ୍ରାନ୍ତରେ ଆଗୁଆ…

ପୋଲିସକୁ ଅଟକ ରଖି ୩୦ ଗିରଫ

କୋଣାର୍କ: ପୋଲିସ କର୍ମଚାରୀଙ୍କୁ ଅଟକ ରଖିବା ଘଟଣାରେ ୩୦ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ପୁରୀ ଜିଲାର ଗୋପ ଥାନା ଅନ୍ତର୍ଗତ ରେଢୁଆ ଗାଁରୁ ୨୦ ମିହିଳା ଓ ୧୦ ଜଣ ପୁରୁଷଙ୍କୁ ପୋଲିସ ଗିରଫ କରିଛି । ଗୋପ ଥାନା ପୋଲିସ ବିଳମ୍ବିତ ରାତିରେ ଗାଁରେ ପଶି ସମସ୍ତ ଅଭିଯୁକ୍ତଙ୍କୁ ଉଠେଇ…

ଦୁଇ ଦିନରେ ଘରକୁ ଫେରିଲେ ସଞ୍ଜୟ ଦତ

ନୂଆଦିଲ୍ଲୀ- ନିଶ୍ୱାସରେ କଷ୍ଟ ହେବା ଯୋଗୁଁ ୨ ଦିନ ତଳେ ହସ୍ପିଟାଲରେ ଭର୍ତି ହୋଇଥିବା ବଲିଉଡ ଅଭିନେତା ସଞ୍ଜୟ ଦତ ଆଜି ଡିସଚାର୍ଜ ହୋଇଛନ୍ତି । ଅଗଷ୍ଟ ୮ ତାରିଖରେ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭିର୍ତ କରାଯାଇଥିଲା । ସଠାରେ ତାଙ୍କ କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । ତାଙ୍କ…

ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ପଶ୍ଚିମବଙ୍ଗ- ପଶ୍ଚିମବଙ୍ଗ କୃଷକଙ୍କ ଉପରେ ହେଉଥିବା ଅନ୍ୟାୟର ମୁକାବିଲା କରିବା ପାଇଁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦିପ ଧଙ୍କର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପିଏମ କିଷାନ ସମାନ ନିଧି ଯୋଜନା ଦ୍ୱାରା ୭୦ ଲକ୍ଷ କୃଷକ ଉପକୃତ…