ନିୟମିତ ବିଷୟରେ ସମାନ ଫି’ ବ୍ୟବସ୍ଥା

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ ଓ ସରକାର ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ନିୟମିତ ବିଷୟରେ ଏଣିକି ସମାନ ଫି’ ବ୍ୟବସ୍ଥା ଲାଗୁ ହେବ । କରିବାକୁ ନିଷ୍ପତି ହୋଇଛି । ଏବେ ରାଜ୍ୟର ଅଧିକାଂଶ ମହାବିଦ୍ୟାଳୟରେ ନିୟମିତ ବିଷୟ ଗୁଡ଼ିକ ପାଇଁ ଏକ ନିର୍ଦ୍ଧିଷ୍ଟ ଫି’…

ଡଙ୍ଗରିଆଙ୍କ ଅନ୍ଲାଇନ୍ ପାଠ : ଦୈନିକ ନିୟମଗିରିକୁ୧୭ କିମି ଚଢ଼ୁଛନ୍ତିି ଛାତ୍ରଛାତ୍ରୀ

ରାୟଗଡ଼ା: ବିଏସ୍ଏନ୍ଏଲ୍ ସେବା ଅପହଂଚ ମାଓବାଦୀ ଭୟରେ କାମ କରୁନି ଘରୋଇ ମୋବାଇଲ୍ ଟାୱାର୍ ଫଳରେ, ନିୟମଗିରିକୁ ପହଂଚି ପାରିନି ମୋବାଇଲ୍ ସେବା । କୌଣସି ଗାଁ ତ ଦୂରର କଥା ପାହାଡ଼, ଡଙ୍ଗର ବଢ଼ିଲେ ବି ଆସୁନି ନେଟୱର୍କ । ଫଳରେ ଅନଲାଇନ୍ ପାଠପଢ଼ା ପାଇଁ ନିୟମଗିରିରୁ ୧୭ କିମି ତଳକୁ…

କୃଷି ଓ କୃଷକଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ଅଖିଳ ଭାରତ କୃଷକ ସଭାର ଦାବିପତ୍ର

ଭୁବନେଶ୍ୱର : କରୋନା ମହାମାରୀ ସ୍ଥିତି, ସମଗ୍ର ବିଶ୍ୱର ଜୀବନ ଜୀବିକା ପ୍ରତି ଏକ ଆହ୍ୱାନ ସୃଷ୍ଟି କରିଥିଲାବେଳେ ଓଡ଼ିଶାରେ ନିମ୍ନଲିଖିତ କୃଷି, କୃଷକଙ୍କ ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କୁ ଗତ ୪ ତାରିଖରେ ଅଖିଳ ଭାରତ କୃଷକ ସଭା ରାଜ୍ୟ ସଭାପତି ଶଶିଭୂଷଣ…

ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ଖୁବ୍ ଶୀଘ୍ର

ଭୁବନେଶ୍ୱର: ରାଜ୍ୟର ୫୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ଦିଆଯିବା ପ୍ରକ୍ରିୟା ଚଳିତ ମାସ ସୁଦ୍ଧା ଶେଷ ହେବ ବୋଲି ପ୍ରକାଶ । ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତି ନିଆଯାଇଥିବା ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ…

ସୁଶାନ୍ତ ସିଂହ ମୃତ୍ୟୁ: ରିୟା, ସୌଭିକ୍ ଓ ବାପା ଇନ୍ଦ୍ରଜିତଙ୍କ ଫୋନ ଜବତ କଲା ପ୍ରବର୍ତନ ନିର୍ଦେଶାଳୟ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଏକ ନୂଆ ମୋଡ଼ ଆସିଛି । ମାମଲାର ଯାଞ୍ଚ କରୁଥିବ ପ୍ରବର୍ତନ ନିର୍ଦେଶାଳୟ ରିୟା ଚକ୍ରବର୍ତୀ, ତାଙ୍କର ଭାଇ ସୌଭିକ୍ ଓ ବାପା ଇନ୍ଦ୍ରଜିତ୍ ଚକ୍ରବର୍ତୀଙ୍କ ଫୋନ ଜବତ କରିଛି। ଗତକାଲି ଅର୍ଥାତ୍ ସୋମବାର ତିନିଜଣଙ୍କୁ…

ଚାର୍ଜରେ ବସାଇ ମୋବାଇଲରେ କଥା ହେବା କାଳ ହେଲା; ମା’ ଓ ୨ ଶିଶୁ ମୃତ

ଚେନ୍ନାଇ: ତାମିଲନାଡୁରେ ଏକ ଦୁଃଖଦ ଘଟଣା ସମ୍ନାକୁ ଆସିଛି। ଚାର୍ଜରେ ବସାଇ ମୋବାଇଲ ଫୋନରେ କଥା ହେବା ଏକ ପରିବାର ପାଇଁ କାଳ ସାଜିଛି। ମୋବାଇଲ୍‌ ଫୋନ୍‌ ଫାଟିଯିବାରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ତାମିଲନାଡୁର କରୁର ଅଞ୍ଚଳରେ ଏହି ଅଘଟଣ ଘଟିଛି। କରୁର ଅଞ୍ଚଳର ୨୯ ବର୍ଷୀୟା…

ରୁଷର କରୋନା ଟୀକାକୁ ମିଳିଲା ମଞ୍ଜୁରୀ, ରାଷ୍ଟ୍ରପତି ପୁଟିନଙ୍କ ଝିଅ ନେଲେ ପ୍ରଥମ ଟୀକା

ମସ୍କୋ: ରୁଷ ପ୍ରସ୍ତୁତ କରୋନା ଟୀକାକୁ ମିଳିଛି ମଞ୍ଜୁରୀ । ନିଜେ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଏହା ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ଝିଅକୁ ପ୍ରଥମ କରୋନା ଟୀକା ଦିଆଯାଇଥିବା ସେ କହିଛନ୍ତି । ମଙ୍ଗଳବାର ରାଷ୍ଟ୍ରପତି ପୁଟିନ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ତାଙ୍କ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ- ପୈତୃକ ସମ୍ପତି ଉପରେ ଝିଅଙ୍କ ସମାନ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶୁଣାଇଛନ୍ତି । ଆଇନ ୨୦୦୫ ଅନୁସାରେ ପିତାଙ୍କ ମୃତ୍ୟୁ ପରେ ବି ଝିଅମାନଙ୍କ ବାପାଙ୍କ ସମ୍ପତି ଉପରେ ଅଧିକାର ରହିଛି । ପୁଅରି ଯେତିକି ଅଧିକାର ଝିଅର ମଧ୍ୟ ସେତିକି ଅଧିକାର…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗୁରୁତର

ନୂଆଦିଲ୍ଲୀ- ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଛି । ତାଙ୍କୁ ଦିଲ୍ଲୀ ଆର୍ମି ହସ୍ପିଟାଲ ଭେଂଟଲେଟରରେ ରଖାଯାଇଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ପ୍ରଣବଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ସୂଚାନାଯୋଗ୍ୟ ତାଙ୍କ ବ୍ରେନରେ ରକ୍ତ…

ଡାକ୍ତର ଛୁଟିରେ, ମହିଳାଙ୍କ ପ୍ରସବ କରାଇଲେ ବିଧାୟକ

ଆଇଜଲ: ଡାକ୍ତର ନ ଥିବାରୁ ଏକ ଜରୁରୀ ପରିସ୍ଥିତିରେ ମହିଳାଙ୍କ ପ୍ରସବ କରାଇଛନ୍ତି ଜଣେ ବିଧାୟକ। ମିଜୋରମର ଜମ୍ଫାଇ ଜିଲାରେ ଏହି ଘଟଣା ଘଟିଛି। ବିଧାୟକ ଜେଡ୍‌. ଆର. ଥିଆମସଙ୍ଗା ଭୂକମ୍ପ ଦ୍ବାରା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ତାଙ୍କୁ ଖବର ମିଳିଥିଲା ଯେ ଜଣେ ମହିଳା…