ରୁଷରୁ ଭାରତ

କରୋନା ମହାମାରୀ ସମଗ୍ର ବିଶ୍ୱରେ ଏବେ ଆତଙ୍କ ଖେଳାଇଛି । ଏପରିକି ମାର୍ଚ୍ଚରେ ଏହା ଭାରତକୁ ସଂକ୍ରମିତ ହୋଇଥିଲା ବେଳେ ମାତ୍ର ୬ ମାସ ମଧ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ତାଲିକାର ତୃତୀୟ ସ୍ଥାନରେ ଭାରତ ପହଂଚିଥିବା ଉଦ୍ବେଗର ବିଷୟ । ଏପରିକି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପୂର୍ବାମାନ…

ପ୍ରଶାସନର ଅଣଦେଖା ପ୍ରତିବାଦରେ ଧାରଣା

ବାଲିକୁଦା: ସରପଞ୍ଚ ମାନଙ୍କ ପ୍ରତି ବ୍ଲକ ପ୍ରଶାସନ ପକ୍ଷରୁ କରାଯାଉଥିବା ଅଣଦେଖା ପ୍ରତିବାଦରେ ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତି ତଳେ ବାଲିକୁଦା ବ୍ଲକର ସରପଞ୍ଚ ମାନେ ବସି ରହି ପ୍ରତିବାଦ ଜଣାଇଥିବା ଦେଖିବାକୁ ମିଳିଥିଲା । ଭିସି ପାଇଁ ବିଡିଓ ସରପଞ୍ଚ ମାନଙ୍କୁ…

୨ ଖଣି ମାଫିଆଙ୍କ ସହ ଟ୍ରକ ଡ୍ରାଇଭର ଗିରଫ

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଇଙ୍ଗାନୀ ଝରଣ ଠାରେ ଥିବା ଏକ ବନ୍ଦ ଖଣିରୁ ଚୋରା ମାଙ୍ଗାନିଜ ଏକ ୧୪ ଚକିଆ ଟ୍ରକରେ ମାଫିଆ ମାନେ ଲୋଡ କରୁଥିବା ସମୟରେ ବିଲେଇପଦା ଫାଣ୍ଡି ଅଧିକାରୀ ଏସ.କେ.ଆଜାରୁଦ୍ଧିନ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଅଚାନକ ଚଢାଉ…

ନାଲକୋ ଶ୍ରମିକ ସଂଗଠନର ଧର୍ମଘଟ

ଅନୁଗୁଳ: ଅଗଷ୍ଟ ୯କ୍ରାନ୍ତି ଦିବସ ଅବସରରେ ନାଲକୋ ମେନ ଗେଟ ସମ୍ମୁଖରେ କେନ୍ଦ୍ରିୟ ଶ୍ରମିକ ସଂଗଠନ ଡାକରାରେ କାର୍ଯ୍ୟରତ ଆଇଏନଟିୟୁସି, ଏଚଏମଏସ, ସିଟୁ ଓ ଏଆଇଟିୟୁସି ପ୍ରମୂଖ ସଂଗଠନର କର୍ମକର୍ତା କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ନିତୀ ଓ ବ୍ୟପକ ଘରୋଇ କରଣ ପ୍ରତିବାଦରେ ପ୍ରତିବାଦ ଓ ଗଣ…

ଆଇଏଏସ୍ ପରୀକ୍ଷାରେ ଉତୀନ୍ନ କୁମାର ବିଶ୍ୱରନଞ୍ଜନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ବିଏମ୍ସି ର ୧୪ ନମ୍ବର ୱାର୍ଡରେ ରହୁଥିବା ବେଣୁଧର ଭୋଳ ଓ ମିନତୀ ଭୋଳଙ୍କ ସୁପୁତ୍ର କୁମାର ବିଶ୍ୱରଞ୍ଜନ ଆଇଏଏସପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ହେଉଥିବା ଏହି ପରୀକ୍ଷାରେ ୧୮୨ ତମ ସ୍ଥାନରେ ରହି ଓଡିଶା ପାଇଁ…

କରୋନା : ଟେଷ୍ଟିଂ, ଟ୍ରେସିଂ, ଟ୍ରିଟିଂକୁ ଗୁରୁତ୍ୱ

ଯାଜପୁର: ଟେଷ୍ଟିଂ, ଟ୍ରେସିଂ, ଓ ଟ୍ରିଟିଂକୁ ଗୁରୁତ୍ୱ ଦେଇ କରୋନାକୁ ପ୍ରତିହତ କରିବାକୁ ପଡିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ତଥା କରୋନା ପରିଚାଳନା ନିମନ୍ତେ ଯାଜପୁର ଜିଲ୍ଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ହେମନ୍ତ କୁମାର ଶର୍ମା ପରାମର୍ଶ ଦେଇଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ…

ଚିଲିକା ଡିଏଫ୍ଓଙ୍କ ଘରେ ଭିଜିଲାନ୍ସ ଚଡାଉ

ବାଲୁଗାଁ: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚିଲିକା ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓ ଆଲୋକ ରଞ୍ଜନ ହୋତାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ତାଙ୍କ ବ୍ୟାଙ୍କ ପାସ୍ବୁକ୍ ଓ ବ୍ୟାଙ୍କ ଲକର୍କୁ ଜବତ କରାଯାଇଥିବା ଜଣାପଡ଼ିଛି ।…

ବାସଭବନକୁ ଯାଇ ମନ୍ତ୍ରୀ ଦେଲେ ଧର୍ମପଦ ପୁରସ୍କାର

ଭୁବନେଶ୍ୱର: ଶେଷରେ ଅଟକି ରହିଥିବା ଧର୍ମପଦ ପୁରସ୍କାର ଆୟୋଜନର ବାଟ ଫିଟିଲା । ଏହାର ଫଳସ୍ୱରୂପ ସୋମବାର ଦିନ ୭ ବର୍ଷର ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି । ୭ ଜଣଙ୍କ ମଧ୍ୟରୁ ୩ ଜଣ ଆରପାରିକୁ ଚାଲି ଯାଇଥିବା ବେଳେ ଯେବେ ଏ ପୁରସ୍କାର ତାଙ୍କ ପତ୍ନୀ ପୁତ୍ରଙ୍କ ହାତରେ ଧରାଇ ଦିଆଯାଇଥିଲା,…

କନେଷ୍ଟବଳ ସଂଘ ସଭାପତିଙ୍କ ମୃତ୍ୟୁ ପରେ ପରିବାରର ୧୧ ସଦସ୍ୟ ପଜେଟିଭ

ପୁରୀ: ପୋଲିସ କନେଷ୍ଟବଳ ଓ ହାବିଲଦାର ସଂଘର ସଭାପତି ଶୁଭ୍ରାଂଶୁ ଶେଖର ପ୍ରଧାନଙ୍କ ରବିବାର କୋଭିଡ୍ ଚିକିତ୍ସାଳୟରେ ଦେହାନ୍ତ ହେବା ପରେ ତାଙ୍କ ପରିବାରର ୧୧ ଜଣ ସଦସ୍ୟ ପଜେଟିଭ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସେହିପରି ପରିବାରର ଆଉ ତିନି ଜଣ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିବାରୁ…

ପିଜି ନାମଲେଖା ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ପିଜି ପାଠ୍ୟକ୍ରମ ପାଇଁ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ । କରୋନା ମହାମାରୀ ଭିତରେ ଏଥରକ ଏକକ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଛାତ୍ରଛତ୍ରୀଙ୍କ ନାମଲେଖା କରାଇବାକୁ ଅପରାହ୍ନ…